Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ପରିସର ରେ ଆର ଏସ ଏସ ର 100ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ |

05-Oct-2025

ଆର.ଏସ.ଏସ.ର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପୁରୁଷୋତ୍ତମପୁର ସରସ୍ବତୀ ଶିଶୁ ମନ୍ଦିର ରେ ରେ ଅନୁଷ୍ଠିତ |

               ଓଡିଶା ଜନମତ ,

 ପୁରୁଷୋତ୍ତମପୁର,ଶୁଭଙ୍କରୀ ଦ୍ଦାଶ,

ଆର.ଏସ.ଏସ.ର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପୁରୁଷୋତ୍ତମପୁର ଏନଏସି ରେ ଅବସ୍ତିତ ସରସ୍ବତୀ ଶିଶୁ ମନ୍ଦିର ରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୁ ଭାବେ ପୁରୁଷୋତ୍ତମପୁର ବ୍ଲକର ଏହି ସଂଘ ର ମୁଖ୍ୟ  ଦୀନବନ୍ଧୁ ବେହେରା ଓ ମୁଖ୍ୟ ବକ୍ତା ଭାବେ ଗଂଜାମ ଜିଲ୍ଲା ସଙ୍ଘ ମୁଖ୍ୟ  ଡ଼ା.ଭଗବାନ ତ୍ରି ପାଠୀ ଯୋଗଦେଇଥିଲେ । ପ୍ରଥମେ ନରସିଂହ ବିଦ୍ୟାଳୟ ଠାରୁ ତହସିଲ ଅଫିସ ପର୍ଯ୍ୟନ୍ତ ସଂଘର ପ୍ରାୟ ଏକ ଶହରୁ ଅଧ‌ିକ ସଦସ୍ୟ ସଂଘର ଧ୍ଵଜା ଧରି  ଏକ ପ୍ୟାରେଡ଼ ମାର୍ଚ୍ଚ କରିଥିଲେ |  ତାପରେ ସମସ୍ତସଦସ୍ୟ  ଏକତ୍ରିତ ହୋଇ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ  ବୈଠକରେ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟ ରେ ଭାରତ ମାତା ଙ୍କଫୋଟ ପାଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମସ୍ତେ ସଂଘିୟ ପ୍ରାର୍ଥନା ଗାନ କରି ଥିଲେ |  ଏଥିରେ ମୁଖ୍ୟ ବକ୍ତା, ସଂଘର ଇତିହାସ ଓ କେବେଠାରୁ  ସଙ୍ଘର ଆରମ୍ଭ ହୋଇଥୁଲା ଏବଂ କେଉଁ ପରିସ୍ଥିତି ଦେଇ ଆଜି ସଂଘ  ତାର ୧୦୦ ବର୍ଷରେ ପହଂଚି ପାରିଛି  ତାହା ଉପରେ ଆଲୋକପାତ କରିଥିଲେ । ୧୯୨୫ ମସିହାରେ  ନାଗପୁରରେ ସ୍ଥାପିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆଜି ତାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି ।   ସଂଘ ତାହାର ମୁଖ୍ୟ ସନ୍ଦେଶ  ସମସ୍ତଙ୍କୁ ପ୍ରେରଣା ଦେଇଛି ଯେ, ସେବା ହିଁ ସଂଘର ଆଧାର, ଏବଂ ଜାତି ହିଁ ଆମର ପରମ ଦେବତା ଅଟେ ।  ଏହା ବିଦ୍ୟାଳୟ ରେପଢ଼ୁଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଏକତା, ସଂସ୍କୃତି,ଦେଶଭକ୍ତି,  ଓ ସେବା ଭାବନାକୁ ସେମାନଙ୍କ ମନରେ ଉଜ୍ଜୀବିତ କରିଥାଏ । ଏହି  କାର୍ଯ୍ୟକ୍ରମ ରେ ବିଜେପିର ବହୁ ନେତା, କର୍ମୀ,  ଯଥା ଅରୁଣ କୁମାର ପଣ୍ଡା,ଅନିଲ କୁମାର ପଣ୍ଡା,ପ୍ରତାପ ଦାମଲ,ସୀତାରାମ ପାଣିଗ୍ରାହୀ,  କୃଷ୍ଣ ଚନ୍ଦ୍ର ନାୟକ, ସୁଦର୍ଶନ ବେହେରା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟ  ଯଜ୍ଞନସେନ ମହାପାତ୍ର,ରାମଚନ୍ଦ୍ର ପଣ୍ଡା ନିତ୍ୟାନନ୍ଦ ଦାଶ,  ସୁଶାନ୍ତ କୁମାର ବେହେରା, ଶିବରାମ ପ୍ରଧାନ,ଅନ୍ୟସଦସ୍ୟ,ସଂଘୀୟ କର୍ମୀ ବୁନ୍ଦଙ୍କ ସହିତବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ, ତାରିଣୀ ଚରଣ ଦାଶଙ୍କ ଙ୍କ ସହ ବିଦ୍ୟଳୟ ର  ସମସ୍ତ ଗୁରୁଜୀ ଓ ଗୁରୁମା ଯୋଗ ଦେଇଥିଲେ | ଶେଷ ରେ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା |

News Comment

You Might Also Like

BACK TO TOP