Breaking News

ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||      ସ୍ୱାଧୀନତା ଦିବସ ରେ ସ୍ବର୍ଗତ୍ବ କେ ଭାସ୍କର ପାତ୍ର ଙ୍କ 77 ତମ ବାର୍ଷିକୀ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ||   (15-Aug-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ଛତ୍ରପୁର ଠାରେ ପାଳିତ |    (15-Aug-2026)       ||      ବ୍ରହ୍ମପୁର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ ଅନୁଷ୍ଠିତ |   (15-Aug-2026)       ||      ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |   (15-Aug-2026)       ||      ପୁରୁଷୋତ୍ତମପୁର ଏନଏସି ରେ ବିଭିନ୍ନ ଦାବି ନେଇ କାଉନ ସିଲର ଙ୍କ ଧାରଣା |    (15-Aug-2026)       ||      ବାଲିଗୁଡା ଉପଖଣ୍ଡ ବରିଷ୍ଟ ନାଗରିକ ସଂଘ ତରଫରୁ ସ୍ୱାଧୀନତା ଦିବସପାଳିତ |   (15-Aug-2026)       ||      ଯୁକ୍ରେନ ବିରୁଦ୍ଧରେ ରୁଷ ପାଈଁ କୋର୍ଟ ଲଢ଼ିବେ ଭାରତୀୟ ପୂର୍ବତନ ବିଚାର ପତି DY ଚନ୍ଦ୍ରଚୁଡ଼ ||   (15-Aug-2026)       ||      ଜାତୀୟ ପତାକା ଉତ୍ତୋଳନ ପରେ ଅସୁସ୍ଥ ହୋଇ ପଡିଲେ 8ଜଣ ଛାତ୍ରୀ ||   (15-Aug-2026)       ||      32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||     

ଆସନ୍ତା କାଲି ଠାରୁ ସବୁ ଦେବୀ ପୀଠରେ ଆରମ୍ଭ ହେବ ନବଦିନା ତ୍ମକ ପୂଜା ||

21-Sep-2025

ଆସନ୍ତା କାଲି ଠାରୁ ତାରା ତାରିଣୀ, ଦକ୍ଷିଣ କାଳୀ ଓ ଅନ୍ୟନ୍ୟ ସ୍ଥାନରେ ଆରମ୍ଭ ହେବ ନବଦିନାତ୍ମକ ପୂଜା,

        ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ର ତାରା ତାରିଣୀ ମନ୍ଦିର, ଦଳ ସର ଖଣ୍ଡି ଦକ୍ଷିଣ କାଳୀଓ ପଂଚାୟତ ର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ମା ଦୁର୍ଗାଙ୍କ ନବଦିନାତ୍ମକପୂଜା

ପାର୍ବଣ ଋତୁରେ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। ଗଞ୍ଜାମ ଜିଲ୍ଲାର ସମସ୍ତ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ତାରା ତାରିଣୀ,ଦକ୍ଷିଣ କାଳୀ, ଭୀମପୁର ର କନକ ଦୁର୍ଗା, ଭାଟ କୁମାରଡ଼ା କନକ ଦୁର୍ଗା ମନ୍ଦିର,  ମୋଡବାଇ ଗୁପ୍ତେଶ୍ୱର କନକ ଦୁର୍ଗା ମନ୍ଦିର, ସହ ଅନ୍ୟନ୍ୟ ସ୍ଥାନ ରେ ମଧ୍ୟ ମେଢ଼ ଗୁଡିକ ରେ ମଧ୍ୟ ନବଦୀନାତ୍ମକପୂଜା ଆରମ୍ଭ ହେବ | ଏହା ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ  ଆରମ୍ଭ ହୋଉ ମହାନବମୀ ପର୍ଯ୍ୟନ୍ତ ଚାକିବ ବୋଲି ଜଣା ପଡିଛି | ଏହି ନବଦିନ ପୂଜାରେ ବିଭିନ୍ନ ବ୍ୟକ୍ରି ବିଶେଷ ମାନେ ନିଜର ପରିବାର ର ମଙ୍ଗଳ ସହିତ  ରୋଗରୁ ମୁକ୍ତି, ଶତ୍ରୁନାସ, ଧନପ୍ରାପ୍ତି, ବ୍ୟବସାୟ ରେ ସଫଳ, ଏବଂ ଜଗତ  ଓ ବିଶ୍ୱରଉତୋରୋତ୍ତରବୃଦ୍ଧି ପାଇଁ ଏହି ପୂଜା କରାଯାଉଛି | 
ଏହା ପ୍ରତେକ ଦିନ ଦୈନଦିନରୀତିନୀତିଅନୁସାରେପୂଜାର୍ଚନା ହୋଇଥାଏ। ଅଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ନବଦିନାତ୍ମକ ବା ନବରାତ୍ର ପୂଜା ଅଡ଼ମ୍ବର ସହକାରେ ହୋଇଥାଏ । ନବରାତ୍ର ପୂଜାର ପ୍ରଥମେ ଦିନରେ ଦେବୀଙ୍କୁ ନିଳ ରଙ୍ଗ ବସ୍ତ୍ରରେ ସଜ୍ଜିତ କରାଇ ଶୈଳପୁତ୍ରୀ ବେଶରେ ପୂଜା କରା଼ଯାଏ । ଦ୍ବିତୀୟ ଦିନରେ ହଳଦିଆ ରଙ୍ଗ ବସ୍ତ୍ର ରେ 
ଦେବୀ ବ୍ରହ୍ମଚାରିଣୀ ବେଶରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି । ତୃତୀୟ  ଦିନରେ ସବୁଜ ରଙ୍ଗର ବସ୍ତ୍ର ରେ ସଜ୍ଜିତ ହୋଇଥାନ୍ତି |  ଓଚନ୍ଦ୍ରଘଣ୍ଟା ଦେଶ ରେ ପୂଜା ପାଆନ୍ତି | ଚତୁର୍ଥ ଦିନରେ ତାରକସୀ ରଙ୍ଗର ବସ୍ତ୍ରରେ  ସଜ୍ଜିତ ହୋଇ  କୁସ୍ମାଣ୍ଡା ବେଶରେ ପୂଜା ପାଆନ୍ତି | ପଞ୍ଚମ ଦିନରେ ନାରଙ୍ଗୀ ଗଙ୍ଗରବସ୍ତ୍ର ରେ ସୁଶୋଭିତ ହୋଇ ସ୍କନ୍ଧମାତା ବେଶ ରେ ପୂଜା ପାଆନ୍ତି | ଷଷ୍ଠ ଦିନରେ ଶୁକ୍ଳ ବସ୍ତରେ ଶୋଭିତ ହୋଇ କାତ୍ୟାୟିନା ଦେଶରେ ଦର୍ଶନ ଦେବେ | ସେହିପରି ସପ୍ତମ ଦିନରେ ନାରଙ୍ଗୀ ବସ୍ତ୍ର ରେ ସଜ୍ଜିତ ହୋଇ କାଳରାତ୍ରୀବେସରେ ପୂଜା ପାଆନ୍ତି |  ଅଷ୍ଟମ ଦିବସରେ ଆକାଶ ରଙ୍ଗର ବସ୍ତ୍ର ରେବେଶ ହୋଇ ମହାଗୌରୀ  ରୂପରେ ଏବଂ ନବମ ଦିବସରେ ମା` ଗୋଲପା ରଙ୍ଗର ବସ୍ତ୍ର ରେ ସୁସଜ୍ଜିତ ହୋଇ ସିଦ୍ଧିରାତ୍ର  ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ  । ଏହିଭଳି ନବମ ଦିନରେ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି  ମାଆ ଦୁର୍ଗତି ନାଶିନୀ | ତେବେ ଏହି ଦିନ ଠାରୁ ଅଧିକାଂଶ ବ୍ୟକ୍ରି ମାଆଙ୍କ ଠାରେ ମଜଣା, ଭୋଗ, ଅଖଣ୍ଡ ଦୀପ ଲଗାଇବା ସହ ବ୍ରାହ୍ମଣ ଙ୍କ ଦ୍ୱାରା ଚଣ୍ଡୀପାଠ, ହୋମ ଆଦି କାର୍ଯ୍ୟ କରିଥାନ୍ତି | ତାରା ତାରିଣୀ ଓ ଦକ୍ଷିଣ କାଳୀ ପୀଠକୁ ବହୁ ସ୍ଥାନରୁ ଭକ୍ତ ମାନେ ଆସିଥାନ୍ତି | ପୂରାଣ ରେ ବର୍ଣ୍ଣିତ ଅଛିଯେ  ସୀତାଙ୍କୁ ହରଣ କରିଥିବା ରାବଣକୁ  ଯୁଦ୍ଧ ରେ ବଦ୍ଧ କରିବା ନିମନ୍ତେ ପ୍ରଭୁ ରାମଚନ୍ଦ୍ର ମଧ୍ୟ ମହାଷ୍ଟମୀ ଦିନ  ଲଙ୍କାରେ ଏହି ପୂଜା କରି ଦୁର୍ଗା ଙ୍କୁ ପ୍ରସନ୍ନ କରି  ରାବଣ ଓ କୁମ୍ଭକର୍ଣ୍ଣ କୁ ବିନାଶ କରିଥିଲେ ||ଏବଂ ସୀତାଙ୍କ ଅଗ୍ନି ପରୀକ୍ଷା ପରେ  ଭାଇ ଲକ୍ଷ୍ମଣ ଓ ହନୁମାନ, ସୁଗ୍ରୀବ, ଅଙ୍ଗଦ ସମସ୍ତ ସୈନ୍ୟ ଙ୍କୁ ଧରି ଅଯୋଧ୍ୟା କୁ ଫେରିଥିଲେ ||ତେଣୁ ସମସ୍ତ ଭକ୍ତ, ସାଧକ, ଓ ପଣ୍ଡିତ ମାନେ ଏହି ନବଦିନା ତ୍ମକପୂଜାରେ ମାଆଙ୍କୁ ସନ୍ତୁଷ୍ଟି କରି ତାଙ୍କଠାରୁ ଆଶୀର୍ବାଦ ଓ  ଅଭିଷ୍ଟ ପ୍ରାପ୍ତି ଫଳ ପାଇଥାନ୍ତି | ପୁରୁଷୋତ୍ତମପୁର ବ୍ଳକ ମଧ୍ୟରେ ତାରାତାରିଣୀ ମନ୍ଦିର ରେ ସବୁଠାରୁ ଅଧିକ ଭକ୍ତ ଜିଲ୍ଲା, ରାଜ୍ୟ ଓ ଦେଶବିଦେଶ ରୁ ବହୁ ଶ୍ରଦ୍ଧାଳୁ  ଏହି ପୀଠକୁ ଆସି ମାଆଙ୍କ ଦର୍ଶନ କରି ତାଙ୍କରି ସାନିଧ୍ୟଲାଭ କରିଥାନ୍ତି   |

News Comment

You Might Also Like

BACK TO TOP