Breaking News

ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||     

ନୃସିଂହ ନାଥ ରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦ ଙ୍କୁ ଦାବିପତ୍ର |

15-Jul-2025

ନୃସିଂହନାଥରେ ଝାଙ୍କର ଡେରା ନିର୍ମାଣ ପାଇଁ ସାଂସଦଙ୍କୁ ଦାବୀ ପତ୍ର,

ଓଡିଶା ଜନମତ, ପାଇକମାଲ, ନିରୋଜ କୁମାର ପାଣୀ,୧୫ ୵ ୭:

ବରଗଡ ଜିଲ୍ଲାର ବିଭିନ୍ନ ଗ୍ରାମରେ ତଥା ବୋଡାସମ୍ବର ଅଂଚଳରେ କାର୍ଯ୍ୟରତ ଝାଙ୍କର ମାନେ (ଗ୍ରାମ୍ୟ ଦେବା ଦେବୀ ପୂଜକ) ନୃସିଂହନାଥ ଠାରେ ଏକ ଝାଙ୍କର ଡେରା ( ବିଶ୍ରାମସ୍ଥଳୀ ) ନିର୍ମାଣ ପାଇଁ  ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ବିଶେଷ କରି ଝାଙ୍କର ମାନେ ପାରମ୍ପାରିକ ବିବାହ,ରୀତିନୀତି,ଗ୍ରାମ୍ୟ ଦେବଦେବୀ ପୂଜନ କରି ଆସୁଛନ୍ତି।ପ୍ରତ୍ୟେକ ଗ୍ରାମରେ ଝାଙ୍କର ମାନଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ରହିଛି। ବିଭିନ୍ନ ପର୍ବ ପର୍ବାଣୀରେ ଝାଙ୍କର ମାନେ ପ୍ରସିଦ୍ଧ ନୃସିଂହନାଥ ଆସିଥାନ୍ତି। ସେମାନଙ୍କ ବିଶ୍ରାମ ନେବା ପାଇଁ ବହୁ ସମସ୍ୟା ହେଉଛି।ତେଣୁ ଜିଲ୍ଲାର ବିଭିନ୍ନ ଅଂଚଳର ଝାଙ୍କର ମାନେ ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ସ୍ଥାନୀୟ ନୃସିଂହନାଥ ଠାରେ ଏକ ଝାଂକର ଡେରା ନିର୍ମାଣ ପାଇଁ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ନିବେଦନ କରିଛନ୍ତି । ପ୍ରତିକ୍ରିୟାରେ ସାଂସଦ ଆବଶ୍ୟକୀୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ସାଂସଦଙ୍କ ଆଲୋଚନା ସମୟରେ ଝାଙ୍କର ମାନଙ୍କ ସଭାପତି ଉମେଶ ସିଦାର,ସଂପାଦକ ଲୋକନାଥ,କୋଷାଧ୍ୟକ୍ଷ ବାଳକୃଷ୍ଣ ଧରୁଆ,ଉପଦେଷ୍ଟା ସୁରେନ୍ଦ୍ର ସାହୁ,କେଶବ ବରିହା,ଚୈତନ୍ୟ ନେଗୀ,
ଗୌରାଙ୍ଗ ବଗର୍ତ୍ତୀ ସହ ବୋଡା ସମ୍ବର ଅଞ୍ଚଳ ୧୦ ଖଣ୍ଡ ମୌଜାର ଝାଙ୍କର ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP