Breaking News

ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||     

ପୁରୀ ମୁକ୍ରି ମଣ୍ଡପ ପଣ୍ଡିତ ମାନେ ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର କୁ ଆସି ପରିଦର୍ଶନ କଲେ |

14-Jul-2025

:ପୁରୀ ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ  ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ପରିଦର୍ଶନ |

            ଓଡିଶା ଜନମତ ବ୍ୟୁରୋ,

 ପୁରୁଷୋତ୍ତମପୁର ରଥସାହି ରେ ଦୀର୍ଘ  350 ବର୍ଷ ରୁ ଅଧିକ ସମୟ ଧରି ବିଜେକରିଥିବା  ଜଗନ୍ନାଥ ମନ୍ଦିର ର ନବୀକରଣ ପାଇଁ ପୁରୀ ମୁକ୍ତି ମଣ୍ଡପ ର ପଣ୍ଡିତ ମାନଙ୍କୁ ଏଠାକୁ ଆସି ବାକୁ ନିମନ୍ତ୍ରଣ କରି ଏଠାକୁ ଆସିବାକୁ ପୁରୁଷୋତ୍ତମପୁର ଟ୍ରଷ୍ଟି ଓ ଅନ୍ୟ ବ୍ୟକ୍ତି ମାନେ  କହି ଆସିଥିଲେ | ତେବେ ପୁରୀ ମୁକ୍ତି ମଣ୍ଡପ ର ପଣ୍ଡିତ ମାନେ ଆଜି ଏଠାକୁ ଆସି ଜଗନ୍ନାଥ ମନ୍ଦିର କୁ ପରିଦର୍ଶନ କରି ବାକୁ ଆସିଛନ୍ତି।  ଏବଂ ଠାକୁରଙ୍କୁ ଦର୍ଶନ କରି ଏହିମନ୍ଦିର ର ନବୀକରଣ ଉପରେ କିଛି ତଥ୍ୟ ପ୍ରଦାନ କରିଛନ୍ତି | ସେମାନଙ୍କୁ ମନ୍ଦିର ପରିଚାଳନା ସଭାପତି ନାରାୟଣ ମହାପାତ୍ର ଙ୍କ ସହିତ ପରିଚାଳନା ସଦସ୍ୟ ଯୁବ ଗୋଷ୍ଟି, ବ୍ୟବସାୟୀ ମାନେ ଓ ସାହି ବାସିନ୍ଦା ମାନେ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସ୍ୱାଗତ କରି ଥିଲେ | ସେମାନେ ମନ୍ଦିର ର ଠାକୁରଙ୍କୁ ଦର୍ଶନ କରି ଚତୃପାର୍ଶ୍ଵ ବୁଲି ଦେଖି ଥିଲେ | ଓ ଉପସ୍ଥିତ ବ୍ୟକ୍ତି ମାନଙ୍କ ସହିତ ବିଭିନ୍ନ ବିଷୟ ରେ ଆଲୋଚନାକରି ଥିଲେ | ଏବଂ ମନ୍ଦିର ର କେଉଁ ସ୍ଥାନରେ କଣ କଣ ରହିବ ଜଗନ୍ନାଥ ମନ୍ଦିର ସଂସ୍କୃତି ପ୍ରକାରେ କରାଯିବ ବୋଲି କହିଥିଲେ | ଆଜିର ଏହି ସ୍ଥାନକୁ ଆସିଥିବା ପ୍ରତିନିଧୂମଣ୍ଡଳୀରେ ପଣ୍ଡିତ ବିଶ୍ବମ୍ବର ଦାଶ, ଦୂର୍ଗାପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଓ ପ୍ରଦୀପ ମହାପାତ୍ର ରହିଥିଲେ। ମନ୍ଦିର ପରିସରରେ ନିର୍ମାଣାଧୂନ ନୂତନ ସିଂହଦ୍ବାର, ଅରୁଣସ୍ତମ୍ବ, କାଶୀ ବିଶ୍ବନାଥ ମନ୍ଦିର ସମେତ ପ୍ରତିଷ୍ଠିତ ହେବାକୁଥିବା ପାର୍ଶ୍ଵ ଦେବତା ଆଦିର ସମୀକ୍ଷା କରିଥିଲେ। ଏହାସହ ଦକ୍ଷିଣଦ୍ବାର ଓ ଅନ୍ୟାନ୍ୟ ମନ୍ଦିର ନିର୍ମାଣ ସହିତ, ମନ୍ଦିର ର ଭୋଗ ନିତିକାନ୍ତି ସମ୍ପର୍କରେ ଟ୍ରଷ୍ଟବୋର୍ଡ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଏଥୂସହ ମନ୍ଦିରର ନୂତନ ନବୀକରଣ କୁ ଦେଖି ଖୁସି ହୋଇଯାଇଥିଲେ। ଆଜିର ଏହି ସମୀକ୍ଷା ବୈଠକ ର ନିର୍ଯ୍ୟାସ ପୁରୀ ମୁକ୍ତିମଣ୍ଡପରେ ପ୍ରଦାନ କରାଯିବା ପରେ ମହାସଭାରେ ଏହା ଉପସ୍ଥାପିତ ହୋଇ ନିର୍ଦ୍ଧାରଣ କରାଯିବ ବୋଲି ପଣ୍ଡିତମଣ୍ଡଳୀର ପ୍ରତିନିଧୂମାନେ କହିଛନ୍ତି। ଏହି ସମୟରେ ବରିଷ୍ଟ ପଣ୍ଡିତ ଶଶିନ୍ଦ୍ର ମହାପାତ୍ର, ଙ୍କ ସହିତ ବହୁ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP