Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟାଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ରାହୁଲ ଗାନ୍ଧୀଙ୍କ ଗ୍ରସ୍ତ କୁ ନେଇ ପୁରୁଷୋତ୍ତମପୁର କଂଗ୍ରେସ ର ପ୍ରସ୍ତୁତି ବୈଠକ |

10-Jul-2025

ଆସନ୍ତା କାଲି ରାହୁଲ ଗାନ୍ଧୀ ଓଡିଶା ଆସିଵା ନେଇପୁରୁଷୋତ୍ତମପୁର କଂଗ୍ରେସ ର ପ୍ରସ୍ତୁତି ବୈଠକଅନୁଷ୍ଠିତ | 

             ଓଡିଶା ଜନ ମତ  ବ୍ୟୁରୋ,

ଆସନ୍ତା ଜୁଲାଇ ୧୧ ରେ ଭୁବନେଶ୍ଵର (ବରମୁଣ୍ଡା ପଡ଼ିଆ)ରେ "ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ" ମହାସମାବେଶ ଆୟୋଜିତ ହେବାକୁ ଯାଉଛି, ଯେଉଁଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକର୍ଜୁନ ଖଡ଼ଗେ ମଧ୍ୟ ଉପସ୍ଥିତରହିବେ ।
ସେଥି ନିମନ୍ତେ ପୁରୁଷୋତ୍ତମ ପୁର କଂଗ୍ରେସ ତରଫରୁ  କନକା ମନ୍ଦିର ଠାରେ  କଂଗ୍ରେସ  ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ ରେ ଏବଂ ଗଞ୍ଜାମ ଜିଲ୍ଲା ପୂର୍ବ  ପଟର ଏସି ଜିଲ୍ଲା ଅଧକ୍ଷ ଚିତ୍ରସେନ ବେହେରା ଙ୍କ ନେତୃତ୍ୱ ରେ  ଏକ ପ୍ରସ୍ତୁତି ବୈଠକମା କନକା ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି  | ତେବେ ଏହି ବୈଠକ ର ମୂଳ ଲକ୍ଷ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସ  ପାଇଁ ପ୍ରସ୍ତୁତି ଜାରି ରଖିଛି,  ଜିଲ୍ଲା ସ୍ତରର ୨୦୦୦ କର୍ମଚାରୀ-ନେତାଙ୍କ ଅଂଶଗ୍ରହଣ ନିମନ୍ତେ  ଆୟୋଜନ କରାଯାଇଛି |

ଭୁବନେଶ୍ୱର ରେ ଏହିବୈଠକ  ପାଇଁ କଂଗ୍ରେସ ର ରାହୁଲଗାନ୍ଧି ଆସୁଛନ୍ତି | ସେ ଓଡ଼ିଶାରେ ବିଜେପି ସରକାର ଙ୍କ ସମୟ ରେ ମହିଳା ଙ୍କୁ ହତ୍ୟା, କିଡ୍ନାପ,  ଓ ପ୍ରତେକ ଜିନିଷର ଅହେତୁକ ଦରଦାମ ବୃଦ୍ଧି ନିମନ୍ତେ ସେ ଉପସ୍ଥିତ ଜନସାଧାରଣ ଙ୍କୁ ଉଦବୋଧନ ଦେଇ ଆସନ୍ତା ନିର୍ବାଚନ ରେ କଂଗ୍ରେସ କୁ ବିପୁଳ ଭୋଟ ରେ ବିଜୟ କରିବାକୁ ମଧ୍ୟ ଏହି ବୈଠକ ରେ ସମସ୍ତେ କାମ କରିବା ପାଇ ନିଷ୍ପତି ନେଇଥିଲେ | ଏହାଆସନ୍ତା କାଲିଭୁବନେଶ୍ୱର ବର  ମୁଣ୍ଡା ପଡ଼ିଆ, ଭୁବନେଶ୍ଵରଠାରେ  ସମ୍ବିଧାନ, ଦେଶ ଓ ସମାଜର ନ୍ୟାୟ‑ସ୍ୱାଧୀନତା ପାଇଁ ଆନ୍ଦୋଳନ  ହେବ | ଦଶ ଜିଲ୍ଲାର 2000 ସଦସ୍ୟଭାବେ 20 ହଜାର ସଦସ୍ୟ ଉପସ୍ଥିତ ରହିବେ ବୋଲି  ବୈଠକ ରେ ନିଷ୍ପତି ନିଆଁ ଯାଇଛି  | ମାନେ ଉପସ୍ଥିତ ରହିବେ |ସେଥିପାଇଁ ସମସ୍ତ କଂଗ୍ରେସ କର୍ମୀ, ନେତା ମାନେ ଏହା ଆୟୋଜନ କରିଛନ୍ତି  |  ସେଥିପାଇଁ ପୁରୁଷୋତ୍ତମପୁର ଅଂଚଳର ବହୁ ଜଂଗ୍ରେସ  ନେତା  ଓ କର୍ମୀ ମାନେ ଏହିକାର୍ଯ୍ୟକର୍ମ ରେ ଯୋଗଦେଇଥିଲେ |

News Comment

You Might Also Like

BACK TO TOP