Breaking News

ଚାକିରୀ ଦେବା ନାଁ ରେ ଦେଢ଼ କୋଟି ଚଳୁ, ପାଞ୍ଚ ବ୍ୟକ୍ତି ଙ୍କୁ ଗିରଫ କଲା ବୈଦ୍ୟନାଥ ପୁର ପୋଲିସ ||   (25-Aug-2026)       ||      ଏଥର ମାଣ୍ଡିଆ, ଚାଉଳ ରେ ତିଆରି ରାକ୍ଷୀ ଷ୍ଟଲ ରେ ମହିଳାଙ୍କ ପ୍ରବଳ ଭିଡ଼ ||   (25-Aug-2026)       ||      ହାଟ ଡିହି ଶିକ୍ଷା ଜିଲ୍ଳାରେ ପ୍ରମୋସନହୋଇ ପ୍ରଧାନ ଶିକ୍ଷକ ହେଲେ 57 ଜଣ ଶିକ୍ଷକ ||   (25-Aug-2026)       ||      ଆବାସ ଯୋଜନା ପାଈଁ ଲାଞ୍ଚନେଇଥିବା ଅଭିଯୋଗ ରେ ପୂର୍ବତନ ପିଇଓ ଙ୍କୁ 4ବର୍ଷ ଦଣ୍ଡା ଦେଶ ଦେଲେ କୋର୍ଟ |    (25-Aug-2026)       ||      ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||   (25-Aug-2026)       ||      ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||   (25-Aug-2026)       ||      କନ୍ଧମାଳ ରେ ଦାଦନ ଶ୍ରମିକ ତଥ୍ୟ ସଂଗ୍ରହ ଆପ ଉନ୍ମୋଚିତ |    (25-Aug-2026)       ||      ଗୋଲିଆ ଆଦର୍ଶ ବିଦ୍ୟାଳୟ ରେ ଛାତ୍ର ଆଶୁ ତୋଷ ବିଶୋଇ ଙ୍କ ସଫଳତା |   (25-Aug-2026)       ||      ମରଣ ଯନ୍ତା ସାଜିଛି ଖୋର୍ଦ୍ଧା ଗୁରୁଜଙ୍ଗଟାଙ୍ଗୀ ସାହି ନୂଆଙ୍ଗା ରାସ୍ତା |   (25-Aug-2026)       ||      ବେଗୁନିଆପଡା ଜନତା ହାଇସ୍କୁଲ ଛାତ୍ରୀ ନିବାସ ଅବ୍ୟବସ୍ଥା ଘେର ରେ |    (25-Aug-2026)       ||      ଶୁଣିଲାନି ପ୍ରଶାସନ, ଘର ଉଛେଦ ପରେ ଗଛ ମୂଳହିଁ ଭରସା |    (25-Aug-2026)       ||      ଅତିଶୀଘ୍ର ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡି ଦର୍ଶନ |    (25-Aug-2026)       ||      ଛେଳି ଚୋରିକରି ବୋଲରା ଗାଡ଼ିରେ ନେଉଥିଲା ବେଳେ ପୋଲିସ ଦ୍ୱାରାତିନି ଗିରଫ ||   (25-Aug-2026)       ||      ବର୍ଷା ଯୋଗୁଁ ଭାଙ୍ଗିଲା ନୂଆବନ୍ଧ,, ଚାଷ ଜମି ହେଲା ବାଲିଚର |    (25-Aug-2026)       ||      ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||     

ପୁରୁଷୋତ୍ତମପୁର ରେ ଟ୍ରେଡ଼ ୟୁନିୟନ ଡାକରା ରେ ଭାରତ ବନ୍ଦ ସଫଳ ||

09-Jul-2025

ଟ୍ରେଡ ୟୁନିଅନ ଭାରତ ବନ୍ଦ ଆହ୍ବାନରେ ପୁରୁଷୋତ୍ତମ ପୁର ବନ୍ଦ ସଫଳ ।
ଓଡିଶା ଜନମତ ବ୍ୟୁରୋ, ପୁରୁଷୋତ୍ତମପୁର ତା-୯/୭/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଅଞ୍ଚଳରେ ଟ୍ରେଡ ୟୁନିଅନ ଭାରତ ବନ୍ଦ ଆହ୍ବାନରେ ପୁରୁଷୋତ୍ତମପୁର ବ୍ଲକର AITUC ତରଫରୁ ଭାରତ ବନ୍ଦ ଡାକରାକୁ ପୁରୁଷୋତ୍ତମ ପୁର ବ୍ଲକ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ପୁରୁଷୋତ୍ତମପୁର ଏନଏସିର କାଳୀମନ୍ଦିର ଛକ ଠାରେ ଆନ୍ଦୋଳନ କରି କିଛି ସମୟ ପାଇଁ ରାସ୍ତା ଲୋକ କରିଥିଲେ । ଏହି ଡାକରା ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦ୍ୱାରା ଦିଆଯାଇଛି। ୯ ଜୁଲାଇ ୨୦୨୫ରେ ଟ୍ରେଡ ୟୁନିଅନଗୁଡ଼ିକ ଭାରତ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ ନାମ ଦେଇଛି। ୟୁନିଅନଗୁଡ଼ିକ କହିଛନ୍ତି ଯେ ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଧର୍ମଘଟର ପ୍ରସ୍ତୁତି ମାସ ମାସ ଧରି ଚାଲିଛି।ଭାରତ ବନ୍ଦ ଡାକରାର କାରଣ ହେଉଛି, ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଶ୍ରମ ନୀତି। ସାମୂହିକ ବିତର୍କ ଏବଂ ଧର୍ମଘଟ ଭଳି ଅଧିକାରକୁ ହ୍ରାସ କରୁଥିବା ଚାରୋଟି ନୂତନ ଶ୍ରମ ସଂହିତା ଉପରେ ଗୁରୁତ୍ୱ ଦିଆଯାଇଛି।
ତେବେ ବେକାରୀ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି, ସ୍ୱାସ୍ଥ୍ୟସେବା-ଶିକ୍ଷା ଏବଂ ନାଗରିକ ସୁବିଧାରେ କଟକଣା, ସରକାର ଯୁବକମାନଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି, ୧୦ ବର୍ଷ ମଧ୍ୟରେ କୌଣସି ଶ୍ରମିକ ସମ୍ମିଳନୀ ହୋଇନାହିଁ, ପ୍ରବାସୀ ଶ୍ରମିକଙ୍କୁ ବଞ୍ଚିତ କରିବାର ପ୍ରୟାସ, ଜନ ସୁରକ୍ଷା ବିଲ୍ ବ୍ୟବହାର କରି ପ୍ରତିବାଦ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ୟୁନିଅନର ପ୍ରମୁଖ ପ୍ରସଙ୍ଗ । ଯାହା କାରଣରୁ ଏହି ବନ୍ଦ ଡାକରା ଦିଆଯାଇଥିଲା ତାହାକୁ ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର ସିପିଆଇ ପକ୍ଷରୁ ପୁରୁଷୋତ୍ତମପୁର ଏନଏସି ଅଞ୍ଚଳରେ ଥିବା ସ୍କୁଲ, କଲେଜ, ବିଭିନ୍ନ ଅଫିସ, ସମସ୍ତ ବ୍ୟାଙ୍କକ ମାନଙ୍କୁ ବନ୍ଦ କରିଥିଲେ । ଏହି ଆନ୍ଦୋଳନରେ ସିପିଆଇ ପୁରୁଷୋତ୍ତମପୁର ବ୍ଲକର ମଜଦୂର ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରହ୍ଲାଦ ସ୍ୱାଇଁ, ଉଦୟ ମହାରଣାଙ୍କ ସମେତ ଶତାଧିକ ସିପିଆଇ କର୍ମୀଙ୍କ ସହ  ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗଦେଇ ଟ୍ରେଡ଼ ୟୁନିୟନ ଭାରତ ବନ୍ଦ ଡାକରାକୁ ସଫଳ କରାଇଥିଲେ l

News Comment

You Might Also Like

BACK TO TOP