Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପୁରୁଷୋତ୍ତମପୁର ଜନ ସ୍ଵାସ୍ତ୍ୟ ବିଭାଗ ଠିକାଦାର ଙ୍କ ମନ, ମାନି କାହା ବଳରେ |

16-May-2025

ପୁରୁଷୋତ୍ତମପୁର ଜନସ୍ୱାସ୍ଥ୍ୟ ବିଭାଗର ଠିକାଦାର ଙ୍କ ମନ ମାନି କାହା ବଳରେ  ,

            ଓଡିଶା  ଜନ ମତ ବ୍ୟୁରୋ, 

ହୁମା ଠାରୁ କବିସୂର୍ଯ୍ୟନଗର ପୂର୍ତ୍ତ ବିଭାଗ ରାସ୍ତାର ମଧ୍ୟ ଭାଗରେ ଅବସ୍ଥିତ ପୁରୁ ଷୋତ୍ତମ ପୁର ସହର | ପୁରୁଷୋତ୍ତମପୁର ସହର ନିକଟ ରୁଷକୂଲ୍ୟା ନଦୀ ରୁ ଦୈନିକ ହଜାର ହଜାର ଓଦା ବାଲି ଟ୍ରକ ଯାତାୟାତ କରିବା ଦ୍ଵାରା ବାଲି ରୁ ବହୁଥିବା ପାଣି ପିଚୁ ରାସ୍ତାରେ ପଡି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା ବେଳେ ତାହା ଦ୍ଵାରା ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇ ଛୋଟ ଗାଡି ଠାରୁ ଆରମ୍ଭ କରି ବଡ଼ ବଡ଼ ଗାଡି ସେହି ଖାଲ ଖମାରେ ପଡି ଦୃଘଟଣା  ଘଟି ବହୁ ଲୋକଙ୍କ ଜୀବନ ଯାଇଥିବା ଏବଂ କିଛି ଲୋକ ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସା ହୋଇଥିବାର ବହୁ ନଜିର ରହିଛି | ତେବେ ଏହି ଘଟଣା କୁ ଦେଖି କିଛି ଗଣମାଧ୍ୟମ ର ପ୍ରତିନିଧି ଏହାର ସମାଧାନ ପାଇଁ ପୂର୍ତ୍ତ ବିଭାଗ ଯେଇ ଙ୍କ ଠାରୁ ଆରମ୍ଭ କରି ଉଚ୍ଚକର୍ତ୍ତୃ ପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏହା ଉପରେ ଉଚ୍ଚ କର୍ତ୍ତୃପକ୍ଷ ସଚିବ ଏବଂ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା କରି ପିଚୁ ରାସ୍ତା ନିର୍ମାଣ ସକାଶେ ଚାଳିଶି କୋଟି ଟଙ୍କାର ଅର୍ଥବ୍ୟୟ ମଞ୍ଜୁରୁ କରାଇ  ଟେଣ୍ଡର କରି ଥିଲେ |  କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ ନୂତନ ରାସ୍ତା ଅଧିକାଂଶ ସ୍ଥାନରେ ସରିଯାଇଥିବା ବେଳେ ପୁରୁଷୋତ୍ତମପୁର ଜନ ସ୍ୱାସ୍ଥ୍ୟ ବିଭାଗ ତରବରିଆ ଭାବେ ସେହି ନୂତନ ପିଚୁ ରାସ୍ତା କୁ ଖୋଳି ବାରବର୍ଷ ର ତପସ୍ୟା କୁ ଶୁଖୁଆ ପୋଡା ରେ ନଷ୍ଟ କରି ଦେଇଛନ୍ତି | ଏହାର ଅର୍ଥ ଏହିକି ଭୁବନେଶ୍ୱର ରୁ (ଡ଼ି.ପି.ଆଇଏଣ୍ଡଆର )
ବିଭାଗରୁ ଛତ୍ରପୁର ସବ ଡିଭିଜନ ଏବଂ ବ୍ରହ୍ମପୁର ଡିଭିଜନ ୨ କୁ ଚିଠି ମାଧ୍ୟମ ରେ ରାସ୍ତା ତିଆରି ପାଇଁ ଜଣାଇଥିଲେ ଫଳରେ ଏହି ଦୁଇବିଭାଗ ପୁରୁଷୋତ୍ତମପୁର ପୂର୍ତ୍ତ ବିଭାଗ ଯେଇ ଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ |ଏହାକୁ ଦୃଷ୍ଟି ରେ ରଖି ପୂର୍ତ୍ତବିଭାଗ ଯେଇ ଜନ ସ୍ୱାସ୍ଥ୍ୟ ବିଭାଗ ଏସ ଡ଼ି ଓ ହିମାଂଶୁ ଶେଖର ପାତ୍ର ଙ୍କୁ ଗତ ନଭେମ୍ବର ୨୦୨୪ରେ ଏକ ବୈଠକ ମାଧ୍ୟମ ରେ  ଫେବୃଆରୀ ୨୦୨୫ ସୁଧା ସହର ର ପାନିଅ ଜଳ ପାଇପ ବିଚ୍ଛା କାମ ସାରିବାକୁ କହିଥିଲେ | ଯାହାଦ୍ୱାରା  ପାଇପ କାମ ସରିଲେ ରାସ୍ତା ରେ ପିଚୁ କାମ ଆରମ୍ଭ ହେବ ବୋଲି | କିନ୍ତୁ ଜନସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଧେଶ କୁ ଠିକାଦାର ଓ ପେଟି ଠିକାଦାର ଗୁରୁତ୍ୱ ଦେଇନଥିଲେ |ବରଂ ଯେତେବେଳେ ପୁରୁଷୋତ୍ତମ ପୁର ସହରର ପୂର୍ତ୍ତ ବିଭାଗ ର ପିଚୁ କାମ ସରି ଆସୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ର ଠିକାଦାର ନୂତନ ପିଚୁ ରାସ୍ତା କୁ ଖୋଳି ତରବରିଆ ଭାବେ ପାଇପ ଲାଇନ ବିଛାଇବା କାର୍ଯ୍ୟ କରୁଛନ୍ତି | ଯାହା ଫଳରେ ପ୍ରଚଣ୍ଡ ରୌଦ୍ର ତାପ ସାଙ୍ଗକୁ ଅଧିକାଂଶ ୱାର୍ଡ ର ଲୋକ ପାଣି ରୁ ବଞ୍ଚିତ ହୋଇ ଡହଳ ବିକଳ ଅବସ୍ଥା ରେ ରହିଥିବାର ବିଭିନ୍ନ ଚାହା ଖଟି ରେ ଚର୍ଚ୍ଚା ଜୋର ଧରିଛି | ଖାଲି ସେତିକି ନୁହଁ ବର୍ତ୍ତମାନ  ସହର ରେ ଏକମାସ ବ୍ୟାପି ଠାକୁରାଣୀ  ଯାତ୍ରା ଚାଲିଥିବା ବେଳେ ପାଇପ କାମ ଖୋଳା ଚାଲିଛି ଯେଉଁଥି ପାଇଁ  ଅନେକ ୱାର୍ଡ କୁ ପାଣି ଯୋଗାଣ ପୁରାଭାବେ ବନ୍ଦ ରହିଛି | ଏହି ପାଇପ ବିଛାକାମ କାହା ସ୍ୱାର୍ଥ ରେ କେଉଁ ମନ୍ଦ ଉଦ୍ଦେଶ୍ୟ ରଖି ଏସ ଡ଼ି ଓ ଙ୍କ ନିର୍ଦେଶକୁ ବେଖାତିରି କରି କୋଟି କୋଟି ଟଙ୍କାର ନୂତନ ପିଚୁ କୁ ନଷ୍ଟ କରି ରାସ୍ତା ଖୋଳି ଚାଲିଛନ୍ତି |  ଏମାନ ଙ୍କ ବିରୁଦ୍ଧରେ ପୂର୍ତ୍ତ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହର ର ବିଭିନ୍ନ ବୁଦ୍ଧି ଜୀବି ଆଇନ ଜୀବି ସମାଜ ସେବୀ ବରିଷ୍ଟ ନାଗରିକ ସଂଘ ଙ୍କ ସହିତ ପୁରୁଷୋତ୍ତମପୁର ସହର ବାସୀ ଦାବି କରିଛନ୍ତି | ଏହାଉପରେ ଆମେ ବ୍ରହ୍ମପୁର ଠିକାଦାର ସୂର୍ଯ୍ୟ ନାରାୟଣ ସାହୁଙ୍କ ଫୋନ ନଂ ରେ ଯୋଗାଯୋଗ  କରି  ତାଙ୍କ ଠାରୁ କିଛି ଏହା ଉପରେ ଜାଣି ବାକୁ ଚାହୁଁ ଥିଲେ ମଧ୍ୟ  ତାଙ୍କ ଫୋନ ସୁଇଚ ଅଫ ଥିଲା  |  ତେଣୁ ଏହା ଉପରେ  ଜିଲ୍ଲା ପାଳ ଓ ବିଭାଗୀୟ ସଚିବ ଏବଂ  ମନ୍ତ୍ରୀ ଗୁରୁତ୍ୱ ଦେବାଜୁ ଜନ ସାଧାରଣ ଙ୍କ ଦାବି ହେଉଛି |

News Comment

You Might Also Like

BACK TO TOP