Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଜିଲୁଣ୍ଡି ଗ୍ରାମରେ ଆରମ୍ଭ ହେଲା ପ୍ରତିକ୍ଷୀତ ବେଙ୍କ ସେବା |

02-May-2025

ଜିଲୁଣ୍ଡି ଗ୍ରାମରେ ଆରମ୍ଭ ହେଲା ପ୍ରତୀକ୍ଷିତ ବ୍ୟାଙ୍କ ସେବା | 

ଓଡିଶା ଜନମତ, ଭଞ୍ଜନଗର,  ପୁରୁଷୋତ୍ତମ ମହାପାତ୍ର, ତା --02/05/25:
ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା ପାଇବା ପାଇଁ ଏଚ .ଡି .ଏଫ. ସି ବ୍ୟାଙ୍କ ର ଏକ ଶାଖା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମ ଠାରେ  ଉଦଘାଟିତ ହୋଇ ଯାଇଛି।ଏହି ଉଦଘାଟନ ଉତ୍ସବ ରେ ଏଚ .ଡି .ଏଫ. ସି ବ୍ୟାଙ୍କ ର ଆଞ୍ଚଳିକ ମୁଖ୍ୟ ସହ ବ୍ୟାଙ୍କ ର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଫିସର ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲୁଣ୍ଡି ଗ୍ରାମର ଅବସର ପ୍ରାପ୍ତ ସୈନିକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପ୍ରଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆଜିର ଏହି ଉଦଘାଟନ ଉତ୍ସବରେ ଏଚ .ଡି .ଏଫ. ସି ବ୍ୟାଙ୍କ ର ଜୋନାଲ ମୂଖ୍ୟ ଅର୍ଜୁନନନ୍ଦ ବାଘ, କ୍ଲସ୍ଟର ମୁଖ୍ୟ ରିତିଶ ନନ୍ଦନ ପାଢ଼ୀ, ଜିଲୁଣ୍ଡି ଶାଖା ପରି ଚାଳକ ନରେନ୍ଦ୍ର
କୁମାର ତରାଇ ଯୋଗ ଦେଇଥିଲେ।
ଏଚ .ଡି .ଏଫ. ସି ବ୍ୟାଙ୍କ ର ଏହି ନୂତନ ଶାଖା ଖୋଲିବା ପରେ ଜିଲୁଣ୍ଡି ଗ୍ରାମରେ ଆନନ୍ଦ ର ସୁଅ ଛୁଟିଛି।ବ୍ୟାଙ୍କ ଶାଖା ପରିଚାଳକ କହିବା ଅନୁସାରେ ଏହି ଶାଖା ଖୋଲିବା ଦ୍ୱାରା ଗ୍ରାମାଞ୍ଚଳର ଲୋକଙ୍କ ବ୍ୟାଙ୍କି ସୁବିଧା ପାଇ ପାରିବେ ଓ ଗ୍ରାମର ଯେଉଁ ଛାତ୍ର ଛାତ୍ରୀ, ବୃଦ୍ଧ ବୃଦ୍ଧା ଭଞ୍ଜନଗର ସହର ଶାଖା କୁ ଯାଇ ପାରୁ ନାହାନ୍ତି ସେମାନେ ଏଠାରେ ସମସ୍ତ ପ୍ରକାର ବ୍ୟାଙ୍କି ସୁବିଧା ପାଇ ପାରିବେ।ଜିଲୁଣ୍ଡି ଏଚ .ଡି .ଏଫ. ସି ବ୍ୟାଙ୍କ ଶାଖା ଓଡିଶା ର ୨୫୩ ନମ୍ବର ଓ ୪୦୮ ନମ୍ବର ଏଟିଏମ ଅଟେ |

News Comment

You Might Also Like

BACK TO TOP