Breaking News

ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||     

ଟାଙ୍ଗିଆ ପଡା ରେ ତାଳୁକା ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

02-May-2025

ଟାଙ୍ଗିଆପଡା ରେ ତାଲୁକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ,
(୧୪ ଜଣକୁ ଅଣସଙ୍ଗଠିତ ଶ୍ରମିକ କାର୍ଡ ବଣ୍ଟନ |

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ବ୍ଲକ ଅଧିନ ଟାଙ୍ଗିଆପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା କୋର୍ଟ ପକ୍ଷରୁ  ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ତାଲୁକ ସ୍ତରୀୟ ଆଇନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ବିଚାରପତି ରଞ୍ଜୁଲତା  ଲେଙ୍କା ଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ବିଚାରପତି ସୁଷମା ସ୍ୱାଇଁ,ଏସଡିଜେଏମ ପ୍ରତାପ ଚନ୍ଦ୍ର ପୃଷ୍ଟି,ସିଭିଲ ଜର୍ଜ (କନିଷ୍ଠ)କମ ଜେଏମଏଫସି ଶ୍ରୀପର୍ଣ୍ଣା ମହାପାତ୍ର,ଜେଏମଏସସି ମିସ ଦେବସ୍ମିତା ,ଖୋର୍ଦ୍ଧା ସହକାରୀ ଜିଲ୍ଲାପାଳ ଅମୀୟ କୁମାର ଦାସ,,ଖୋର୍ଦ୍ଧା ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ,ବାଲୁଗାଁ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର,ବରିଷ୍ଠ ଆଇନିଜୀବୀ ବିଜୟ କୁମାର ସାମନ୍ତସିଂହାର,ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ସେଠି,ପ୍ରମୁଖ ଯୋଗ ଦେଇଥିଲେ।ପ୍ରଥମେ ପ୍ରଥମ ଅତିରିକ୍ତ ଜିଲ୍ଲା ବିଚାରପତି ରଞ୍ଜୁଲତା ଲେଙ୍କା  ଗପ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରମ ଦିବସ ଅବସରେ ଶୁଭେଚ୍ଛା ଜଣାଇବା ସହିତ ତାଲୁକ  ସ୍ତରୀୟ ଆଇନି ସଚେତନତା କାର୍ଯ୍ୟକ୍ରମ ଲକ୍ଷ ଓ ଉଦ୍ୟସ ଉପରେ କହି ସମସ୍ତ ଙ୍କ ମନ କିଣି ନେଇଥିଲେ।ପରେ ଏସଡିଜେଏମ ପ୍ରତାପ ଚନ୍ଦ୍ର ପୃଷ୍ଟି ସରକାରଙ୍କ ଦ୍ୱାରା ସାଧାରଣ ଲୋକ ଙ୍କ ପାଇଁ କେଉଁ ସବୁ  ଶ୍ରମ ଅଧିକାର ଓ ଆଇନି ର ସହାୟତା ଶ୍ରମିକ ହୁଅନ୍ତୁ ଅବା ସାଧାରଣ ଲୋକ ନେଇପାରିବେ ତାହା ଉପରେ କହିଥିଲେ।ପରେ ଶ୍ରମ ଅଧିକାରୀ ଶ୍ରୀ ବିକାଶ ନାୟକ ଓ ଶ୍ରୀ ସୌମ୍ୟ କର ସଂଗଠନ ଓ ଅଣସଙ୍ଗଠନ କାର୍ଡ ର ସୁବିଧା,ସୁଯୋଗ,ଆବେଦନ ପ୍ରଣାଳୀ,,ଶ୍ରମିକ ମଜୁରୀ,କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ନିର୍ଯ୍ୟାତିତ ହେଲେ କେଉଁଠିକି ଯିବ,ତାହା ଉପରେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ।ସେହିପରି ଅନ୍ୟତମ ଉପସ୍ଥିତ ଅତିଥିମାନେ ମଧ୍ୟ ମାଗଣା ଆଇନି ସହାୟତା କାହାକୁ କେମିତି ଦିଆଯିବ,ଗ୍ରାମାଞ୍ଚଳ ରେ ଏହି ଆଇନି ର ସଚେତନତା କୁ ଅଧିକ ରୁ ଅଧିକ କରିବାକୁ ଖୋର୍ଦ୍ଧା କୋର୍ଟ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚାଲିଥିବା ସୂଚନା ଦେଇଥିଲେ।ଏହି ଅବସରେ ଟାଙ୍ଗିଆପଡା ର ୧୪ ଜଣ ଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ପ୍ୟାନେଲ ଲୟର ତାଲୁକ ଆଇନି ସେବା କମିଟି ଖୋର୍ଦ୍ଧା ବିକ୍ରମ କେଶରୀ ଚମ୍ପତି ସଚେତନତା ଗୀତ ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ତାଲୁକ ଆଇନି ସେବା କମିଟି ସମ୍ପାଦକ ବସନ୍ତ କୁମାର ଶତପଥୀ ଏହି କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।,ସ୍ବେଛାସେବୀ,ସ୍ଥାନୀୟ ଲୋକ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି ସହଯୋଗ କରିଥିଲେ।

News Comment

You Might Also Like

BACK TO TOP