Breaking News

ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||     

ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ରେ ଅଯୋଗ୍ୟ ଙ୍କୁ ବାଦ ଦିଆଯିବ |

26-Dec-2024

 ପ୍ରଭାତୀ ଙ୍କ ସୂଚନା   ସୁଭଦ୍ରାରୁ   ବାଦ ଦିଆଯିବ ଅଯୋଗ୍ୟ   ହିତାଧିକାରୀ ଙ୍କୁ,

                    ଓଡିଶା ଜନମତ ବ୍ୟୁରୋ,

ସୁଭଦ୍ରା ଯୋଜନା ର କଥା ରଖିଛନ୍ତି ରାଜ୍ୟ ସରକାର, ଲୋକଙ୍କୁ ଦେଇଥିବା କଥା ରକ୍ଷାକରି  ସମସ୍ତଙ୍କ ପାଖରେ କିପରି ସେହି ଟଙ୍କା ପହଞ୍ଚିବ ସେଥି ପ୍ରତି ଧ୍ୟାନ ଦେଉଛନ୍ତି  ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀ, ସଚିବ,ପ୍ରତିଜିଲ୍ଲା ର ଜିଲ୍ଲପାଳ, ବିଡ଼ିଓ ମାନେ  | ଗାଁରେ ପହଞ୍ଚିବ ସୁଭଦ୍ରା ଯୋଜନା   ଉପରେ   ଗୁରୁତ୍ୱ ଦେବେ  |
ସୁଭଦ୍ରା ଯୋଜନାରେ ସହାୟତା ପାଇଥିବା ମହିଳାଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧୂକାରୀଙ୍କୁ ଖୋଜିବାକୁ ସଙ୍କେତ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା  । ଯେପରି କୌଣସି ଗୋଟିଏ  ଅଯୋଗ୍ୟ ବ୍ୟକ୍ତି ଏହା ନପାଇବେ ତାଉପରେ ସବୁ ପ୍ରକାର ବ୍ୟବସ୍ତା ଜାରି ରଖିଛନ୍ତି  ସମସ୍ତେ | ଏସବୁ ଭିତରେ ସରକାର ନିଷ୍ପତ୍ତ ନେଇଛନ୍ତି, ନୂଆବର୍ଷରେ  ରହିଯାଇଥିବା ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ପ୍ରଦାନ କରିବେ ।

ସୁଭଦ୍ରା ଯୋଜନାରେ ହିତାଧୂକାରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି । ଏବେ ପର୍ଯ୍ୟନ୍ତ ୮୦ ଲକ୍ଷ ୨୮ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ମିଳି ସାରିଲାଣି । କିନ୍ତୁ ସହାୟତା ପାଇଥିବା ସବୁ ମହିଳା ଯେ ଯୋଗ୍ୟ ଅଛନ୍ତି ସେ ଗ୍ୟାରେଣ୍ଟି ପାଇ ପାରୁନାହାନ୍ତି ସରକାର । ତେବେ ଖୁବଶୀଘ୍ର ଯୋଗ୍ୟ ହିତାଧୂକାରୀଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ଦେବା ପୂର୍ବରୁ ଅଯୋଗ୍ୟ ହିତାଧୂକାରୀଙ୍କ ଏକ ତାଲିକା ପ୍ରକାଶ କରିବେ ରାଜ୍ୟ ସରକାର  | ଏଭଳି ଚରମ ପଦେକ୍ଷେପ ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧୂକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା | ବର୍ତମାନ ସୁଦ୍ଧା  ୧ କୋଟି ୧୪ ଲକ୍ଷ ମହିଳା ସୁଭଦ୍ରା ଯୋଜନା ପାଈଁ ଆବେଦନ କରିଥିବାର ଜଣା ପଡିଛି  |

News Comment

You Might Also Like

BACK TO TOP