Breaking News

ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||     

ଢେଙ୍କାନାଳ ଏସପି ଙ୍କ ଦ୍ୱାରା ବେଆଇନ ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ାଉ |

26-Dec-2024

ଢେଙ୍କାନାଳ  ସଦର ଭାପୁର ଫାଣ୍ଡି ପୋଲିସ ଦ୍ୱାରା ଚୋରା ବନ୍ଧୁକ କାରଖାନା ରେ ଚଢ଼ଉ, ବିଭିନ୍ନ ମାରଣାସ୍ତ୍ର ଜବତ ଅଭିଯୁକ୍ତ ଗିରଫ,

               ଓଡିଶା ଜନମତ ବ୍ୟୁରୋ ,

ଢେଙ୍କାନାଳ : –ଢ଼େଙ୍କାନାଳ ସଦର ଥାନା ଓ ଭାପୁର ଫାଣ୍ଡି ଭାଗିରଥପୁର ଗ୍ରାମରେ ବହୁ ଦିନ ଧରି ବିଭିନ୍ନ ପ୍ରକାର ହାତ ତିଆରି ବନ୍ଧୁକ କାର ଖାନା ଚାଲି ଆସୁଥିଲା  | ଏବଂ ଢ଼େଙ୍କାନାଳ ଜିଲ୍ଲା  ବ୍ୟତୀତ ଅନ୍ୟ ଜିଲ୍ଲା ର ଅସାମାଜିକ ଯୁବକ ମାନଙ୍କୁ ବିକ୍ରି କରି ଜିଲ୍ଲାରେ ଚୋରି ଡକାୟତି ରାହାଜାନୀ ଚାଲୁ ରହିଥିଲା | ବିଶେଷ ସୂତ୍ରରୁ ଖବର ପାଇଁ ଢେଙ୍କାନାଳ ଏସପି ଅଭିନବ ସୋନକର ସ୍ଵତନ୍ତ୍ର ଟିମ୍ ଗଠନ କରିବନ୍ଧୁକ ତିଆରି କାରଖାନା  ଉପରେ ଚଢ଼ାଉ କରିଛନ୍ତି । ସଦର ଥାନାଓ ଭାପୁର ଫାଣ୍ଡି ପୋଲିସ ମିଳିତ ଚଢ଼ାଉ ରେ ବିନା ଲାଇସେନ୍ସରେ ଦେଶୀ ବନ୍ଧୁକ ତିଆରି କରି ବିକ୍ରୀ କରୁଥିବା ଭାଗିରଥପୁର ଗ୍ରାମର ଅଙ୍କୁର ବେହେରାଙ୍କୁ ଗିରଫ କରିଛି। ଅଙ୍କୁରଙ୍କ ଘର ପଛ ପାଖ ଏକ ପରିତ୍ୟକ୍ତ ଘରୁ ୩ଟି ବନ୍ଧୁକ, ହାମର, ଫାର୍ଶା, କାଠ କଟା ମେସିନ୍ ଓ ବନ୍ଧୁକ ତିଆରି ପାଇଁ ବିଭିନ୍ନ ସରଞ୍ଜାମ ପୋଲିସ ଜବତ କରି ଥି ବା ଏସପି ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP