Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ହାତୀଓଟ ଆଦର୍ଶ ବିଦ୍ୟାଳୟ ରେ 10ପ୍ରତିଷ୍ଠା ଉତ୍ସବ" ସ୍ପାର୍କ -2026` ଅନୁଷ୍ଠିତ |

13-Sep-2026

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ହାତୀଓଟର ୧୦ ମ ପ୍ରତିଷ୍ଠା ଉତ୍ସବ `ସ୍ପାର୍କ-୨୦୨୬` ଅନୁଷ୍ଠିତ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
  ତା- ୧୩/୯/୨୦୨୬:- ---

ଗଞ୍ଜାମ ଜିଲ୍ଲା ପୋଲସରା ହାତୀଓଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦ମ ତମ ପ୍ରତିଷ୍ଠା ଉତ୍ସବ ସ୍ପାର୍କ-୨୦୨୬ ପ୍ରିନ୍ସିପାଲ ଉର୍ମିଳା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବହୁ ଉତ୍ସାହ ସହକାରେ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ପରମଗୁରୁ (ଅଧ୍ୟକ୍ଷ ଆଞ୍ଚଳିକ ମହିଳା ମହାବିଦ୍ୟାଳୟ, ପୋଲସରା), ମୁଖ୍ୟ ବକ୍ତା ଭାବେ ଡଃ ଦିବାକର ମିଶ୍ର (ପ୍ରାକ୍ତନ ଅଧ୍ୟକ୍ଷ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟ) ଏବଂ ସମ୍ମାନିତ ଅତିଥି ଭାବେ ରଞ୍ଜନ କୁମାର ସାହୁ, ଶ୍ରୀ ଗୋପୀନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ବର୍ତ୍ତିନୀ, ସୁଶାନ୍ତ କୁମାର ସାହୁ (ବରିଷ୍ଠ ଆଇନଜୀବୀ) ପ୍ରମୁଖ ଯୋଗଦେଇଥିଲେ। ଆରମ୍ଭରେ ଯୁବ ନୃତ୍ୟଶିଳ୍ପୀ ଆର୍ ପାୱନ 
"ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତର ତାଳେ ତାଳେ ଉଚ୍ଚ କୋଟିର ନୃତ୍ୟାଭିନୟ  ମାଧ୍ୟମରେ  ପରିବେଷଣ  ଏବଂ   ଅନୁଷ୍ଠାନର ବିଭିନ୍ନ ଛାତ୍ର ଓ ଛାତ୍ରୀଙ୍କ  ଗ୍ରୁପ୍ ଦ୍ୱାରା ଏବଂ ରୋମାଞ୍ଚକର ଲୋକ ଏବଂ ଶାସ୍ତ୍ରୀୟ ନୃତ୍ୟାଭିନୟର ଖୁବ୍ ଚମତ୍କାର  ପ୍ରଦର୍ଶନ ଜରିଆରେ କାର୍ଯ୍ୟକ୍ରମ ଆରମ୍ଭ  କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସିପାଲ  ଉର୍ମିଳା ସାହୁଙ୍କ ଦ୍ୱାରା ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ 
କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟ ଅତିଥିବୃନ୍ଦଙ୍କ ଦ୍ୱାରା ବେଦ ମନ୍ତ୍ରୋଚ୍ଚାରଣ ମାଧ୍ୟମରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ।  ପରେ ଶିକ୍ଷୟତ୍ରୀ ରିତାଞ୍ଜଳି ଶତପଥୀଙ୍କ  ସଂଯୋଜନାରେ ସମସ୍ତ ମଞ୍ଚାସିନ ଅତିଥିବୃନ୍ଦଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା  ଦିଆଯାଇଥିଲା। ଏହି ଅବସରରେ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଜରିଆରେ ଉପସ୍ଥିତ  ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ସହିତ ଆର୍ଶିବଚନ ଏବଂ ଅନୁଷ୍ଠାନର ଉତ୍ତରୋତ୍ତର ଶୁଭକାମନା ଜଣାଇଥିଲେ।  ଏଥିସହ  ସମସ୍ତ କର୍ତ୍ତବ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନଙ୍କ ସେବା ମନୋଭାବ କାର୍ଯ୍ୟର ଭୂୟ°ସୀ ପ୍ରଶଂସା କରିଥିଲେ। ପରେ ଇ°ରାଜି ଶିକ୍ଷୟତ୍ରୀ ଶ୍ରାବଣୀ ଦାସ ଓ ସଂସ୍କୃତ ଶିକ୍ଷକ ସତ୍ୟବ୍ରତ ରଥଙ୍କ ମିଳିତ ପରିଚାଳନାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକରେ ନିଜନିଜର ମାନସିକ, ଶାରୀରିକ ଓ ଅନ୍ତର୍ନିହିତ ଜ୍ଞାନକୁ  ପ୍ରୟୋଗ କରି ପ୍ରଥମ, ଦ୍ୱିତୀୟ ଏବଂ  ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରସ°ଶା ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। 
ଏଥିରେ ବିଶିଷ୍ଟ ନୃତ୍ୟଗୁରୁ ଆର୍ ଏସ କୁମାର ବିଚାରକ ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ  ବିଦ୍ୟାଳୟର  ଏହି ସ୍ମରଣୀୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା, ଆତ୍ମବିଶ୍ବାସ ଓ ସୃଜନଶୀଳତାର ଉଜ୍ଜଳ ମଞ୍ଚ ପ୍ରେରଣାଦାୟୀ  "ସ୍ପାର୍କ-୨୦୨୬"  ଉତ୍ସବକୁ ସଫଳ କରିବାରେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିବା  ସମସ୍ତ ଅତିଥିବୃନ୍ଦ ଏବଂ ଗଣମାଧ୍ୟମ ସମେତ  ଅନ୍ୟ ସମସ୍ତ ବ୍ୟକ୍ତିବିଶେଷଙ୍କୁ ପିଜିଟି ଏବଂ ବାୟୋଲୋଜୀ ବିଭାଗ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ  ପରିଡ଼ା ଅନୁଷ୍ଠାନ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

News Comment

You Might Also Like

BACK TO TOP