Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

କୋଲକତା ରୁ ଗଞ୍ଜାମ ଆସ୍କା ଯାଉଥିବା ଆଳୁ ବୋଝେଇ ଟ୍ରକ ମଥୁରା ଠାରେ ଓଲଟିଲା |

13-Sep-2026

 ଖଲ୍ଲିକୋଟ ମଥୁରା ନିକଟରେ ଓଲଟିଲା ଆଳୁ ବୋଝେଇ ଟ୍ରକ, 

ଓଡିଶା ଜନ ମତ, ଖଲ୍ଲିକୋଟ, ମାଧବ ବେହେରା :---

 ଆଜି ସକାଳୁ ସକାଳୁ ଏକ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ଭଗବାନ ଙ୍କ ଅପାର କରୁଣାରୁ ଡ୍ରାଇଭର ମୃତ, କିମ୍ବା  ଆହତ ହୋଇନାହାନ୍ତି | ସକାଳେ ୩୦ ନମ୍ବର ରାଜ୍ୟ ରାଜପଥ ଖଲ୍ଲିକୋଟ ଠାରୁ ଏକ କିମି ଦୂର ମଥୁରା ଠାରେ ରେ  ଓଲଟିପଡିଲା ଆଳୁ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତିଲେ ଚାଳକ | ଖଲ୍ଲିକୋଟ୍ ନିକଟ ମଥୁରା ନିକଟରେ ଡ୍ରାଇଭର ଙ୍କ  ଆଖି  ଲଗାଯାଇ ଥିବା ହେତୁ  ଘଟିଥିଲା ଦୁର୍ଘଟଣା  | ପଶ୍ଚିମବଙ୍ଗ ରୁ  ଆଳୁ ନେଇ  ଆସିକା ଅଭିମୁଖେ ଯାଉଥିବା ଟ୍ରକଟି ଆଜି  ସକାଳେ ଖଲ୍ଲିକୋଟ ନିକଟ ମଥୁରା ଠାରେ ଡ୍ରାଇଭର ଙ୍କ ଆକ୍ଷି ଲାଖି ଯିବାରୁ ବିଲ ତଳକୁ ଖସି ଓଲଟି ପଡିଥିଲା ଟ୍ରକ | ତେବେ ଖଲ୍ଲିକୋଟ ପୋଲିସ ଖବର ପାଇ ସଙ୍ଗେ, ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି  ପଡ଼ିଥିବା ଆଳୁ କୁ  ସୁରକ୍ଷା ଦେଇ ଥିଲେ | ଯାହା ଫଳରେ ଗାଁର ଲୋକମାନେ ବିକ୍ଷିପ୍ତ ହୋଇ ପଡ଼ିଥିବା ଆଳୁକୁ ନେବାରେ ସକ୍ଷମ ହୋଇପାରିନାହାନ୍ତି | ଏପରିକି ଚାଳକ ମଧ୍ୟଠାକୁ ଙ୍ ଅପା କରୁଣାର  ସୁସ୍ଥ ଓ ସୁରକ୍ଷିତ  ରହିଛନ୍ତି |  ଯାହାହେଇ ବିଲ ତଳକୁ ଖସିଯିବାରୁ ଟ୍ରକଟି ଓଲଟି ଗଲା ସିନା କିନ୍ତୁ ରାସ୍ତରେ କୌଣସି ଗାଡି, ବସ, ଲୋକଙ୍କ ସହ ଧକ୍କା ହେବାରୁ ବଞ୍ଚି ଯାଇଛି  | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ଏବଂ ସାମନକୁ ସୁରକ୍ଷା ଦେଇ ଜଗି ରହିଛନ୍ତି |

News Comment

You Might Also Like

BACK TO TOP