Breaking News

ବିଦ୍ୟୁତ ଆଘାତରେ ନାବାଳିକା ଙ୍କ ଲିଭିଗଲା ଜୀବନ ଦୀପ ||   (12-Sep-2026)       ||      ଟ୍ରକ ଧକ୍କାରେ ରାସ୍ତକଡରେ ଫୁଲ ତୋଳୁଥିବା ମହିଳା ଙ୍କ ମୃତ୍ୟୁ |    (12-Sep-2026)       ||      ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଏ ଏସ ଆଇ |   (12-Sep-2026)       ||      ଗାଁ ସାଥୀ ମଜଦୁର ସଙ୍ଘର ସେମି -ସିଲ ଭାବେ ମାସିକ ଦରମା ଦାବୀ |   (12-Sep-2026)       ||      ସମ୍ମାନିତ ହେଲେ କ୍ୟାଡର ପିପି, ସ୍ପେଶାଲ ପିପି, ଓ ଥାନା ଅଧିକାରୀ |    (11-Sep-2026)       ||      ଉଲ୍ଲାସ କାର୍ଯ୍ୟକ୍ରମ ରେ ସାକ୍ଷରତା ରଥର ଶୁଭାରମ୍ଭ ||   (11-Sep-2026)       ||      ଗାଁକୁ ନିଶା ମୁକ୍ତ ପାଇଁ ମହିଳା ଙ୍କ ଥାନାର ଦ୍ୱାରସ୍ତ ହେଲେ, ବନ୍ଦ ପାଇଁ ଥାନା ଅଧିକାରିଣୀ ପ୍ରତିଶୃତି ଦେଲେ |    (11-Sep-2026)       ||      ସ୍ୱାମୀ ହତ୍ୟା ମାମଲାରେ ପତ୍ନୀ ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ |   (11-Sep-2026)       ||      ବାଲେଶ୍ୱର କୁ କେଉଁଠୁ ଆସିଲେ 5ବଣ ମଣିଷ, ମଣିଷ ସହିତ ମିଶି ଯାଉଛି ସେମାନଙ୍କ 97% DNA |    (11-Sep-2026)       ||      ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||     

ଶଳାକୁ ଏସିଡ ମାଡ଼ କରି ଭିଣୋଇ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ |

30-Aug-2026

ଭିଣୋଇ ର ଏସିବ୍ ଆକ୍ରମଣ ରେ ଶଳା ଗୁରୁତର, ଅଭିଯୁକ୍ତ ଭିଣୋଇ କୋର୍ଟ ଚାଲାଣ।

ଓଡିଶା ଜନ ମତ, ବ୍ରହ୍ମପୁର, କୃଷ୍ଣ ଚନ୍ଦ୍ର ଚୌଧୁରୀ :----

ବ୍ରହ୍ମପୁର ଟାଉନ ଥାନା  ବିଷ୍ଣୁ ନଗର ରେ ରହୁଥିବା  ଭଉଣୀ  ର ଡାକରା ପାଇ ସେହି ବ୍ରହ୍ମପୁର ରେ ରହୁଥିବା ଭାଇ ଚକାଡୋଳା ଆଚାରୀ  ଭଉଣୀ ଘରକୁ ଯାଇଥିଲା ବେଳେ ଭିଣୋଇ ଉଦୟନାଥ ଆଚାରୀ ଶଳା ଚକାଡୋଳା ଆଚାରୀ ଉପରକୁ ଏସିବ୍  ପକାଇ ଦେଇଥିଲା  | ଏସିଡ  ଆକ୍ରମଣର ଶିକାର ହୋଇ ଥିବା  ଶଳାକୁ ଡାକ୍ତରଖାନାରେ ଚିକିତ୍ସିତ ପାଈଁ ଭର୍ତ୍ତି କରଯାଇଛି ଏବଂ ସେ ସେଠାରେ ଚିକିତ୍ସିତ ହେଉଛନ୍ତି |  ଚକାଡୋଳା ପରିବାର ଙ୍କ ପକ୍ଷରୁ ଆକ୍ରମଣକାରୀ ଭିଣୋଇ ବିରୋଧରେ ଟାଉନ ଥାନାରେ ଏତଲା ଦେବା ପରେ  ଟାଉନ୍ ଥାନା ପୋଲିସ ଉଦୟନାଥ ରହୁଥିବା ବିଷ୍ଣୁ ନଗର ରେ ଚଢାଉ କରି ଉଦୟନାଥ ଆଚାରୀ  କୁ ଉଠାଇ ଆଣି ଥାନାରେ ଜେରା କରିବା ପରେ ତାଠାରୁ ଏକ ଏସିବ୍ କାଚ ଓ ଚକାଡୋଳା ର ପୋଡ଼ି ଯାଇଥିବା ପୋଷାକ ଜବତ୍ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହା ପୁର୍ବ ଶତୃତା କୁ ନେଇ ଘଟିଛି ବୋଲି  ଶଳା ଚକାଡୋଳା ଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି  |

News Comment

You Might Also Like

BACK TO TOP