Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ନିଜ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଅଭିଯୋଗ ରେ ଭଦ୍ରକ ଟାଉନ ଥାନା ଏସ ଆଇ ଙ୍କୁ ଗିରଫ |

30-Aug-2026

ସ୍ତ୍ରୀଙ୍କୁ ନିର୍ଯାତନା  ଦେବା ଅଭିଯୋଗରେ ସବଇନସ୍ପେକ୍ଟର ଗିରଫ |

ଓଡିଶା ଜନ ମତ ବ୍ୟୁରୋ,

ଭଦ୍ରକ ସହର ରେ  ଦେଖାଦେଇଛି ଏକ ଅମାନୁଷିକ ଘଟଣା | ଖାକି ପୋଷାକରେ ଲାଗିଛି ଦାଗ |  ପୋଲିସ ହିଁ ପୋଲିସ କୁ ଗିରଫ କରିଛି!| କାର୍ଯ୍ୟରେ ଯୋଗଦେଲାବେଳେ ଦେଶମାତୃକାର ସେବାକରି  ଜନସାଧାରଣ ଙ୍କୁ ଉଚିତ ନ୍ୟୟ ପ୍ରଦାନ କରିବାକୁ ଶପଥ ନେଇ ବର୍ଦୀ ପିନ୍ଧି କାର୍ଯ୍ୟରେ ଯୋଗ ଦେଇଥିବା  ପୋଲିସ ଅଫିସର ଙ୍କ  ଭଦ୍ର ମୁଖା ଲୋକଙ୍କ ସାମ୍ନାରେ ହାଟରେ ପଡି ବାଟରେ ଗଡୁଛି | ଜନ ସାଧାରଣ ଙ୍କୁ ନ୍ୟାୟ ଦେବା ଛାଡ଼ ଆଗ ଯାହାର ହାତ ଧରି ଅଗ୍ନି କୁ ସାକ୍ଷୀ ରଖି ସାତଜନ୍ମ ସାଥିରେ ରହିବାକୁ ଏବଂ ସ୍ତ୍ରୀର ଦଶ ଦୋଷ କ୍ଷମା କରିବାକୁ ଦେଇଥିବା ବଚନ କୁ ଭୁଲି ଯିଏ ରକ୍ଷକ ହୋଇ ଭକ୍ଷକ ସାଜେ ତାକୁ କେଇଁ ଦେଶ ସେବକ ବା ରକ୍ଷକ କୁହାଯାଇ ପାରିବ | ଏପରି ଏକ ଅମାନୁଷିକ ଘଟଣା ଘଟିଛି ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ରହିଛି।
ଭଦ୍ରକ ପୁଲିସକୁ ଗିରଫ କଲା  ପୁଲିସ। ସୂଚନା ଅନୁଯାୟୀ, ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ବାରମ୍ବାର ସମାଧାନ କରାଯିବାକୁ ଚେଷ୍ଟା ହୋଇଥିବା ବେଳେ କୌଣସି କଥାକୁ ଖାତିରି ନକରି ପୋଲିସ ଅଫିସର ଭୟ ଦେଖାଇ ବାରମ୍ବାର ପତ୍ନୀଙ୍କୁ  ନିର୍ଯ୍ୟାତନା ଦେଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଉ ଥିଲେ  | ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ମିଳିଛି!| ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି |

News Comment

You Might Also Like

BACK TO TOP