Breaking News

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||     

ଚଣ୍ଡୀ ଢ଼ାବା ନିକଟରେ ସିରିଜ ଦୁର୍ଘଟଣା |

01-Aug-2026

ସିରିଜ ଦୁର୍ଘଟଣା 
-------------------

ଓଡ଼ିଶା ଜନମତ , ଖଲିକୋଟ: 01/08/26

ତାରା ଶଙ୍କର ରଥ:-q
ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାନଘାଟି ନିକଟସ୍ଥ ଚଣ୍ଡୀଢାବା ନିକଟ ରେ ଘଟିଛି  ସିରିଜ୍ ଦୁର୍ଘଟଣା । ପୂର୍ବରୁ ଖାଲକୁ ଓଲଟି ପଡ଼ିଥିବା ଏକ କୋଇଲା ବୋଝେଇ ଟ୍ରକ୍ ଉଦ୍ଧାର କରାଯାଇ ରାସ୍ତା କଡ଼ରେ ରଖାଯାଇଥିବା ବେଳେ ପଛକୁ ପଛ ତିନୋଟି ଟ୍ରକ୍ ଧକ୍କା ଦେବାରୁ ଭୟଙ୍କର ଦୃଘଟଣା ଘଟିଛି। ଏଥିରେ ଦୁଇ ଜଣ ଡ୍ରାଇଭର ଆହତ ହେବାର ସୂଚନା ମିଳିଛି। ମିଳିଥିବା  ସୂଚନା ଅନୁଯାଇ ଗୁରୁବାର ସନ୍ଧ୍ୟା ରେ କଟକ ରୁ ବିଜୟବଢ଼ା ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଖଲ୍ଲିକୋଟ ଥାନା ଚଣ୍ଡୀ ଢାବା ନିକଟରେ ଭାରସାମ୍ୟ ହରାଇ ରାସ୍ତା ର ପ୍ରାୟ ୧୫ ଫୁଟ୍ ତଳକୁ ଓଲଟି ପଡ଼ିଥିଲା ତେବେ ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ । ଗତକାଲି ଅପରାହ୍ନ ରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କୁ କ୍ରେନ୍ ସାହାଯ୍ୟ ରେ ଖାଲରୁ ଉଦ୍ଧାର କରାଯାଇ ରାସ୍ତା ପାର୍ଶ୍ୱ ରେ ରଖା ଯାଇଥିଲା । ହେଲେ ଗତକାଲି ବିଳମ୍ବିତ ସଂଧାରେ ଆଉ ଏକ କୋଇଲା ବୋଝେଇ ଟ୍ରକ୍ ଉକ୍ତ ଟ୍ରକ୍ ପଛରେ ଶକ୍ତ ଧକା ଦେଇଥିଲା ଏହା ପରେ ପଛରୁ ଆସୁଥିବା ଆଉ ଦୁଇ ଟ୍ରକ୍ ପଛକୁ ପଛକୁ ଧକ୍କା ଦେବାରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା। ଉକ୍ତ ଘଟଣା ରେ ତିନି ରୁ ଉର୍ଦ୍ଧ ଜଣ ଡ୍ରାଇଭର ଓ ହେଲ୍ପର ଆହତ ହୋଇଥିଲେ। ଖବର ପାଇ ପୋଲିସ୍ , ଅଂଗ୍ନି ସମ ବାହିନୀ ଓ ସ୍ଥାନୀୟ ଲୋକ ଙ୍କ ସହାୟତାରେ ଆହତ ମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଁଚାଇଥିଲେ। ସେଠାରେ ଦୁହେଁ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ତେବେ ଖଲ୍ଲିକୋଟ ପୋଲିସ୍ ଏବଂ ହାଇୱେ ପେଟ୍ରୋଳିଂ ଟିମ୍  ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଘଟଣା ର ଅଧିକ ତଦନ୍ତ ଜାରି ରଖିଛନ୍ତି ।

News Comment

You Might Also Like

BACK TO TOP