Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ରଘୁନାଥ ପୁର ତାର ପୁର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟ ମାରଣା, ତଦନ୍ତ ଦାବି |

25-Jul-2026

ତାରପୁର ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟ ମାରଣା, ପୁନଃ ତଦନ୍ତ ପାଇଁ ସାଧାରଣରେ ଦାବି ।

ଓଡିଶା ଜନ ମତ ବ୍ୟୁରୋ, 

ଜଗତସିଂପୁର ଜିଲ୍ଲା ରଘୁନାଥପୁର ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତ ଘଟଣା ରେ ବ୍ୟାପକ ଘୋଟାଲା ହୋଇଛି ବୋଲି ବାହାରେ ଚର୍ଚ୍ଚା ହେଉଥିବା ବେଳେ  ତାର ନିଚ୍ଛକ ପ୍ରମାଣ ମିଳିଛି ତାରପୁର ଗ୍ରାମ ପଞ୍ଚାୟତରେ।  ପକାଘର ଖଣ୍ଡେ ପାଇଁ ଆବେଦନ କରିଥିବା ବହୁ ଯୋଗ୍ୟ ବ୍ୟକ୍ତି , ଯେଉଁ ମାନେ କି ଚାଳ ଛପର ଘରେ ପାଲ ଟାଙ୍ଗୀ ରହୁଛନ୍ତି, ସେମାନଙ୍କୁ ତାଲିକାରୁ ବାଦ୍ କରିଥିବା ବେଳେ ବହୁ କୋଠାଘର ଥିବା ଲୋକମାନଙ୍କୁ ପ୍ରଦାନ କରାଯାଇଛି। ଏପରିକି ବହୁ ଗରିବ ଶ୍ରେଣୀର ଲୋକ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ନିଜର ଘର ଖଣ୍ଡେ ପାଇଁ ଆବେଦନ କରିଥିଲେ ବି ତାହା ତଦନ୍ତ ପରିସରକୁ ଏପଯର୍ଯନ୍ତ ଆସିପାରିନାହିଁ କି ସେମାନଙ୍କ ଘରକୁ କେହି ସରକାରୀ ବାବୁ ଯାଇ ତଦାରଖ କହିନାହାନ୍ତି। ଡବଲ ଇଞ୍ଜିନ ସରକାର ବିଭିନ୍ନ ଯୋଜନା ମାନ କରି ଲୋକଙ୍କ ସରକାର କହି ବୁଲୁଥିବା ବେଳେ ଏପଟେ ଯୋଜନା ସବୁ କୁ ବାଟମାରଣା କରୁଛନ୍ତି ସରକାରୀ ବାବୁ ମାନେ ଯାହାଦ୍ୱାରା ଅଡୁଆରେ ପକାଇବା ପ୍ରୟାସ ସଫଳ ହେଉଛି।  ବିଭିନ୍ନ ସରକାରୀ ଯୋଜନାରୁ ଯେପରି ଯୋଗ୍ୟ ବ୍ୟକ୍ତି ବାଦ ନପଡନ୍ତି ସେଥିପାଇଁ ସରକାର କହି ବୁଲୁଥିବା ବେଳେ ଏପଟେ ସରକାରୀ ବାବୁମାନେ ପିସି ଆଦାୟ କରି ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଅଯୋଗ୍ୟ କରୁଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ମାନଙ୍କୁ ଯୋଗ୍ୟ କରିଦେବା କୁ ବି ପଛାଉ ନାହାଁନ୍ତି। ଆଉ କିଛି ମାସ ପରେ ସରକାର ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନ ର  ସମୂଖୀନ ହେଉଥିବା ବେଳେ ଏହି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଯଦି ତ୍ରୁଟି ରହିଯାଏ ତେବେ ସରକାରଙ୍କ ବିରୋଧରେ ପଞ୍ଚାୟତ ନିର୍ବାଚନ ବୁମେରାଂ ହୋଇଯିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଠିକ ଭାବରେ ତଦନ୍ତ କରି ଉପଯୁକ୍ତ ହିତାଧିକାରୀଙ୍କୁ ବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା  ମିଳିବା ପାଇଁ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଥି ନିମନ୍ତେ ଆମ ପ୍ରତିନିଧି ତାରପୁର ସରପଞ୍ଚ  ସୁସମା ମଲ୍ଲିକ ଙ୍କୁ ପଚାରିବାରେ ସେ ସିଧାସଳଖ କହିଥିଲେ ଯେ ତଦନ୍ତ ଘଟଣାରେ ସରକାରୀ ବାବୁ ମାନେ ଆମକୁ ସାମିଲ କରିନଥିଲେ କି ଆମର ସହଯୋଗ ଲୋଡି ନଥିଲେ,  ଯେଉଁ କେଲେଙ୍କାରୀ ଘଟଣା ସବୁ ଘଟିଛି ସେଥିପାଇଁ ସହାୟକ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ ପଣ୍ଡା ହିଁ ଦାୟୀ ବୋଲି କହିବା ସହିତ ଏ ଘଟଣା ସବୁର ଏକ ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

News Comment

You Might Also Like

BACK TO TOP