Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କର୍କଟ ପୀଡ଼ିତ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ ଜଣେ ଯୁବକ ଙ୍କୁ ବିବାହ କରିବା ମହଙ୍ଗା ପଡିଲା |

23-Jul-2026

ଅନ୍ୟ ଯୁବକଙ୍କୁ ବିବାହ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା କର୍କଟ ପୀଡ଼ିତ ସ୍ୱମୀଙ୍କୁ ଛାଡ଼ି ଥିବାରୁ  |

ଓଡିଶା ଜନ ମତ ବ୍ୟୁରୋ,

  ସ୍ୱାମୀ ସ୍ତ୍ରୀ ଦୁହେଁ ଜଣେ ଅନ୍ୟଜଣଙ୍କୁ ସବୁ ସମୟ ରେ ସୁଖ ଦୁଃଖ ରେ ସାଥୀ ରହିବାକୁ ମିଶି ଅଗ୍ନିଙ୍କୁ ସାକ୍ଷୀ ରଖି ହେଉ କିମ୍ବା କୋର୍ଟର ପବିତ୍ର କୋର୍ଟ ରେ ଜଜ ଙ୍କ ସମ୍ମୁଖରେ ହେଉ କିମ୍ବା କୌଣସି ଦେବ, ଦେବୀଙ୍କ   ମନ୍ଦିର ସାମ୍ନାରେ ଯେତେବେଳେ ଫୁଲ ମାଳ, କିମ୍ବା ବରଣ ମାଳ ପକାଇ  ଜୀବନ ସାଥୀ କରିବାକୁ ଶପଥ କିମ୍ବା ବଚନ ଦେଇଥାନ୍ତି  ତାହାକୁ ପୁଣି ଜଣଙ୍କ ଅସୁବିଧା ରେ ଛାଡ଼ିଦେବା କେତେଦୂର ଯୁକ୍ତି ଯୁକ୍ତ , ନା ଆଇନ ସମ୍ମତ, ନା ଧର୍ମ ର ବିଚାର |ଏପରି ଜଣେ ବିବାହିତ ସ୍ତ୍ରୀ ସ୍ୱାମୀଙ୍କୁ ଯେତେବେଳେ କେନସର ହୋଈ ଥିବାରଜାଣି ଛାଡ଼ି ଦେଈ କୋର୍ଟ ରେ କେଶ କରି ଡିଭୋର୍ସ ପାଈଁ ଆବେଦନ କରିଥିଲେ | କିନ୍ତୁ ଡିଭୋର୍ସ ପୂର୍ବରୁ ସେ  ଆଉଜଣେ ଯୁବକଙ୍କୁ ବାହା ହୋଈ ଯାଇଥିଲେ | ଆସନ୍ତୁ ଜାଣିବା ସେହି ମହିଳା ଙ୍କ ବିଷୟରେ  | ପ୍ରଥମେ ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀର ଏକ ସୁନ୍ଦର ଅନ୍ତ ଘଟିଥିଲା। ଦୁହେଁ ବିବାହ କରିଥିଲେ, ପରିବାରର ଅନୁମୋଦନ ପାଇଥିଲେ ଏବଂ ଏକ ନୂଆ ଜୀବନ ଆରମ୍ଭ କରିଥିଲେ। କିନ୍ତୁ କିଛି ମାସ ପରେ ପରିସ୍ଥିତି ଖରାପ ଆଡ଼କୁ ଗତି କରିଥିଲା, ଯାହା ସମ୍ପର୍କକୁ କୋର୍ଟ ପର୍ଯ୍ୟନ୍ତ ନେଇ ପହଞ୍ଚି ଯାଇଛି। କର୍କଟ ରୋଗରେ ପୀଡିତ ସ୍ବାମୀଙ୍କୁ ଛାଡ଼ି ମହିଳା ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ ହୋଇଛି। କୋର୍ଟ ବର୍ତ୍ତମାନ ଅଭିଯୁକ୍ତ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ ପରୱାନା ଜାରି କରିଛନ୍ତି।ଇନ୍ଦୋରର ରାଜସ୍ୱ କଲୋନୀର ବାସିନ୍ଦା ଆକାଶ ଜାଟ ଇନଷ୍ଟାଗ୍ରାମ ଜରିଆରେ ରତଲାମର ସାକ୍ଷୀ ନାକୁମଙ୍କୁ ଭେଟିଥିଲେ। ଦୁହେଁ କିଛିଦିନ କଥାବାର୍ତ୍ତା ହେବାପରେ ଭଲ ବନ୍ଧୁ ହୋଇ ଯାଇଥିଲେ। ଏହି ବନ୍ଧୁତାର ଡୋରି ପରବର୍ତ୍ତୀ ସମୟରେ ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ସମ୍ପର୍କକୁ ଆଗକୁ ବଢ଼ାଇ ଆକାଶ ଓ ସାକ୍ଷୀ ୨୦୨୨ ନଭେମ୍ବର ୨୦ରେ ଇନ୍ଦୋରର ଆର୍ଯ୍ୟ ସମାଜ ମନ୍ଦିରରକୁ ଯାଇ ବିବାହ କରିଥିଲେ। ଉଭୟ ପରିବାରର ସମ୍ମତି ପାଇବା ପରେ ସାମାଜିକ ରୀତିନୀତି ଅନୁସାରେ ୨୦୨୨ ଡିସେମ୍ବର ୧୩ରେ ରତଲାମରେ ପୁନଃ ବିବାହ କରିଥିଲେ।ବିବାହର କିଛି ମାସ ପରେ ଗୁରୁତର ଅସୁସ୍ଥତା ଆକାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ୨୦୨୩ ଏପ୍ରିଲ ୧୦ରେ ହୋଇଥିବା ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ଶ୍ୱାସନଳୀରେ କର୍କଟ ଚିହ୍ନଟ ହୋଇଥିଲା। ଆକାଶ ଅଭିଯୋଗ କରି କହିଛନ୍ତି, ‘ମୋ ଅସୁସ୍ଥତା ବିଷୟରେ ଜାଣିବା ପରେ ହଠାତ ସ୍ତ୍ରୀର ବ୍ୟବହାର ମୋ ପ୍ରତି ବଦଳିଗଲା। କଥାକଥାରେ ଝଗଡ଼ା କରିବା ଆରମ୍ଭ କଲା। କର୍କଟ ଚିକିତ୍ସା ଚାଲିଥିବା ସମୟରେ ମହିଳା ଥାନାରେ ସାକ୍ଷୀ ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କଲା। ପରବର୍ତ୍ତୀ ସମୟରେ ସାକ୍ଷୀଙ୍କ ପରିବାର କୋର୍ଟରେ ଛାଡପତ୍ର ଆବେଦନ ଦାଖଲ କରିଥିଲେ।ଆକାଶ ତାଙ୍କ ଅଭିଯୋଗରେ କହିଛନ୍ତି,‘  ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ମୋ ସ୍ତ୍ରୀ ୨୦୨୪  ଜୁନ୍ ୧୦ରେ ଛତରପୁରର ଜଣେ ଯୁବକଙ୍କୁ ବିବାହ କରିଥିଲା। ଏହି ବିବାହରୁ ସେମାନଙ୍କର ଏକ ଝିଅ ଅଛି ବୋଲି ମୁଁ ଜାଣିବା ପରେ ସ୍ତବ୍ଧ ହୋଇଯାଇଥିଲି। ଏହାପରେ ମୁଁ ମୋର ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ଓକିଲ ରଜନୀଶ ଶର୍ମାଙ୍କ ମାଧ୍ୟମରେ କୋର୍ଟରେ ଏକ ଫୌଜଦାରୀ ଅଭିଯୋଗ ଦାଖଲ କରିଥିଲି।’ ୨୦୨୬ ଏପ୍ରିଲ ୧୮ରେ ପରିବାର କୋର୍ଟ ସାକ୍ଷୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ସାକ୍ଷୀ କରିଥିବା ଅଭିଯୋଗ ର କୌଣସି ପ୍ରମାଣନଥିଲା। କୋର୍ଟ ଅନେକ ଥର ସମନ ଜାରି କରିଥିଲେ, କିନ୍ତୁ ସାକ୍ଷୀ ହାଜର ନହେବାରୁ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି। କୋର୍ଟ ତାଙ୍କୁ ୨୦୨୬  ଜୁଲାଇ ୨୫ ସୁଦ୍ଧାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି

News Comment

You Might Also Like

BACK TO TOP