Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ପଶୁ ଶିକାର ପାଇଁ ଯୋଜନା କରୁଥିଲା ବେଳେ ମାଡ଼ିବସିଲା ବନ ବିଭାଗ , ବନ୍ଧୁକ ବାଇକ ସହ ଅଭିଯୁକ୍ତ ଗିରଫ |

10-Jul-2026

କୌଣସି ସୂତ୍ରରୁ ଖବର ପାଇ ପଶୁ ଶିକାର ପାଇଁ ଯୋଜନା କରିବା ବେଳେ ବନ ବିଭାଗ ଦ୍ଵାରା ଦୁଇଟି ବନ୍ଧୁକ ସହ ବାଇକ୍ ଜବତ; ଜଣେ ଗିରଫ, 

ଓଡିଶା ଜନ ମତ ବ୍ୟୁରୋ ,

ଆଜିକାଲି ପଶୁ, ପକ୍ଷୀ ଶିକାର ଉପରେ କୌଣସି ଲଗାମ ରହୁନଥିବା ଯୋଗୁଁ ତାହା ଅବାଧରେ ବଢ଼ି  ଚାଲିଛି | ଏପରି ଏକ ପଶୁଶିକାର ପାଇଁ ଯୋଜନା କରୁଥିଲାବେଳେ ମାଡ଼ିବସିଛି ବନ ବିଭାଗ  |;ଏପରି ଏଜ ଦୃଶ୍ୟ ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟ ଭିତରେ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିବା ଚଢାଉ କରି ଜଣଙ୍କୁ ଗିରଫ କରିଛି ବନ ବିଭାଗ। ମିଳିଥିବା ଖବର ଅନୁସାରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ପୁରୁଣାକୋଟ ବନାଞ୍ଚଳ ଅଧିକାରୀ ଗୌତ୍ତମ ପ୍ରଧାନ ଓ ଅନ୍ୟ କର୍ମଚାରୀ ବିଶେଷ ସୂତ୍ରରୁ ଖବର  ପାଇ ଚଢାଉ କରିଥିଲେ।ଏହି ଚଢାଉ ବେଳେ ଦୁଇ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିବା କରୁଥିବା ଜଣା ପଡ଼ିଥିଲା। ଯାହା ଫଳରେ ବନ ବିଭାଗକୁ ଦେଖି ଜଣେ ବ୍ୟକ୍ତି ବନ୍ଧୁକ ଛାଡି ଦୌଡି ପଳାଇ x ବନ ବିଭାଗ ପକ୍ଷରୁ କୁହାଯାଇଛି। ଉକ୍ତ ବ୍ୟକ୍ତିଙ୍କ ନାମ ରଞ୍ଜିତ୍ ପ୍ରଧାନ ଘର ପୁରୁଣାକୋଟ ଥାନା ଅନ୍ତର୍ଗତ ଗଞ୍ଜଡା ବୋଲି ସୂଚନା ମିଳିଛି। ସେହିପରି ବନ ବିଭାଗ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି ଦେଶୀ ବନ୍ଧୁକ, ଗନ୍ ପାଉଡର, ସହିତ ଅନ୍ୟାନ୍ୟ ସାମଗ୍ରୀ ଓ ଗୋଟିଏ ବାଇକ୍ ଜବତ କରିଛି। ଗିରଫ ବ୍ଯକ୍ତିଙ୍କ ଘର ମଧ୍ୟ ଗଞ୍ଜଡା ହୋଇଥିବା ବନାଞ୍ଚଳ ଅଧିକାରୀ ଗୌତ୍ତମ ପ୍ରଧାନ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP