Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ରଘୁନାଥ ପୁର ବ୍ଳକ ଜନ ସାଧାରଣ ଯୋଗାଣ ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟରେ ଅସନୁଷ୍ଟ ହୋଈ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଅଭିଯୋଗ ||

06-Jul-2026

ରଘୁନାଥ ପୁର ବ୍ଳକ ର ଯୋଗାଣ ଅଧିକାରୀ ଙ୍କ ମନ ମୁଖୀ କାର୍ଯ୍ୟ ପାଇଁ  ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଗ୍ରାମବାସୀ |

ଓଡିଶା ଜନ ମତ ବ୍ୟୁରୋ

ଓଡିଶା  ରାଜ୍ୟ ସରକାର ଓ ମାନ୍ୟବର ଖାଉଟି ମନ୍ତ୍ରୀ ଓ ସଚିବ  ପ୍ରତି ବ୍ଲକରେ ଲୋକଙ୍କ ବିଭିନ୍ନ  ରାସନ ଠାରୁ ଆରମ୍ଭ କରି ଖାଦ୍ୟ ପଦାର୍ଥ ର ଯାଞ୍ଚ ସହ ଜନ ସାଧାରଣ ଙ୍କୁ ଉର୍ନ୍ନତ ମାନର ସେବା ଯୋଗାଇବା ନିମନ୍ତେ  ପ୍ରତି ବ୍ଲକରେ  ନିଯୁକ୍ତ ହୋଇଥାଆନ୍ତି ଯୋଗାଣ ଅଧିକାରୀ  |କିନ୍ତୁ ସେହି  ଅଧିକାରୀ ଯଦି ଜନ ସାଧାରଣ ଙ୍କୁ ଉର୍ନ୍ନତ ସେବାବଦଳରେ ତାଙ୍କୁଦୁର୍ବ୍ୟବହାର ପ୍ରଦର୍ଶନକରିବା ସହ ନିର୍ଯ୍ୟାତନା ଦେଉଥିବାରୁ ଜଗତସିଂହ ପୁର ଜିଲ୍ଳାର ରଘୁନାଥ ପୁର ବ୍ଳକ ବାସିନ୍ଦା ବଡ଼ ଦୁଃଖ ରେ ଏହି କଥାକୁ ସହ୍ୟ କରୁଛନ୍ତି  | ସେମାନେ ଏଥିପାଇଁ ଜଗତସିଂହପୁର ଜିଲ୍ଲା ପାଳ, ଙ୍କୁ ମଧ୍ୟ ଜଣାଇ ଥିଲେ ଏବଂ ତାଙ୍କର ବଦଳି ଆଡର ଗତ18/11/2024 ରିଖରେବାହାର କରଯାଇ ସନ୍ଦୀପ ଦାସ ଙ୍କୁ ବିରିଡି ବ୍ଲକରେ ଯୋଗ ଦେବାପାଇଁ କୁହା ଯାଇଥିଲା |ତେବେ କେଉଁ ରାଜନୈତିକ ବ୍ୟକ୍ତିଙ୍କ ନା ବିଧାୟକ ଙ୍କ ବଳରେ ଯୋଗାଣ ଅଧିକାରୀ ସେହି ବଦଳି କୁ କେନସଲ କରି ପୁଣି ରଘୁନାଥ ପୁରବ୍ଳକ ରେ ଯୋଗ ଦେଇଛନ୍ତି  | ଯୋଗାଣ ଅଧିକାରୀ ଙ୍କ ଶଶୁର ଘର ଏହି ବ୍ଲକରେ ରେ ଅବସ୍ତିତ ଥିବାରୁ ତାଙ୍କୁ ଏହି ବ୍ଳକରୁ କେହି ହଟାଇ ପାରୁ ନାହାନ୍ତି |  ଯାହାଫଳରେ ଯୋଗାଣ ଅଧିକାରୀ ଅଧିକାଂଶ ଦିନ  12 ଘଣ୍ଟକୁ ଆସି ପୁଣି ଦୁଇଘଣ୍ଟ ରହି ଡିଲର ମାନଙ୍କ ଘରେ ରହି ଯେଉଁମାନେ ଲାଞ୍ଚ ଦେଉଛନ୍ତି ତାଙ୍କ ନାମକୁ ରାସନ କାର୍ଡ ରେ ଯୋଡି ଦେଉଛନ୍ତି ଏବଂ ବ୍ଲକ କୁ ଗରିବ ଲୋକମାନେ ବାରମ୍ବାର ସେମାନଙ୍କ ରାସନ କାର୍ଡ ପାଇଁ ଆସୁଛନ୍ତି ସେମାନଙ୍କୁ ନିରାଶ କରୁଛନ୍ତି | ଏହି କାରଣ ଯୋଗୁଁ ବ୍ଳକ ବାସି ବାଧ୍ୟ ହୋଈ ଓଡିଶା ମୁଖ୍ୟମନ୍ତ୍ରୀ  ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଆକୁଳ ନିବେଦନ କରି ଯୋଗାଣ ଅଧିକାରୀସନ୍ଦୀପ ଦାଶ ଙ୍କ କଳା କାରନାମା, ମନମୁଖୀ କାର୍ଯ୍ୟ, ଉତ୍କୋଚ ଗ୍ରହଣ, ଗରିବ ଲୋକଙ୍କୁ ରାସନ ପାଇଁ ବ୍ଲକକୁ  ବାରମ୍ବାର ଦୌଡ଼ାଇ ନୟାନ୍ତ କରିବା ସହିତ ଅର୍ଥ ବର୍ବାଦ କରିବା,କୌଣସି କଥା କିଏ କହିଲେ ତାଙ୍କୁ ରାଜ ନୀତିର ଭୟ ଦେଖାଇବା , ସହିତ ଗାଳିଗୁଲଜ କରିବା ଇତ୍ୟାଦି କାର୍ଯ୍ୟର ପ୍ରକୃତ ତଦନ୍ତ କରି ଲୋକଙ୍କୁ ଉପଯୁକ୍ତ ନ୍ୟୟ ପ୍ରଧାନ କଲେ  ଲୋକମାନେ ଟିକେ ଆଶ୍ବସ୍ତି ଅନୁଭବ କରିବା ସହିତ ନୂତନ ଯୋଗାଣ  ଅଧିକାରୀ ଆସିଲେ ଗରିବ ଲୋକଙ୍କ କାର୍ଯ୍ୟ କରିବେ |   ତେଣୁ ଶ୍ରୀଯୁକ୍ତ  ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ଏହାଉପରେ ଟିକେଧ୍ୟାନଦେଈ ଯୋଗାଣ ଅଧିକାରୀ ଙ୍କୁ ରଘୁନାଥ ପୁର ବ୍ଳକ ରୁ ବିଦାୟ କରିବେ ବୋଲି ଆଶା ଓ ଭରଷା  ରଖିଛନ୍ତି | ଯଦି ଏହା ଉପରେ  ଆସନ୍ତା 15 ଦିନ ମଧ୍ୟରେ କୌଣସି ସୁଫଳ ନହୁଏ ତେବେ ବ୍ଳକର ସମସ୍ତ ଗ୍ରାମବାସୀ ବାଧ୍ୟ ହୋଈ ବ୍ଳକ ଆଗରେ ଅନଶନ କରିବେ | ଆଉ ସେହି ଅନଶନ ସମୟରେ ଯଦି କୌଣସି ଅପ୍ରିତିକାର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ  ରାଜ୍ୟ ସରକାର ଦାୟି ରହିବେ ବୋଲି ଜନ ସାଧାରଣ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇ ଛନ୍ତି | ବିଗତ ଦୁଇ ବର୍ଷରେ ଯୋଗାଣ ଅଧିକାରୀ ଜନ ସାଧାରଣ ଙ୍କୁ ଯେଉଁ ଦୁଃଖ, କଷ୍ଟ ଦେଇଛନ୍ତି ତାର କଡା ଗଣ୍ଡା କରି ସୁଧ ଅସୁଲ କରିବେ ବୋଲି ଲୋକମାନେ କହିଛନ୍ତି | ତେଣୁ ରାଜ୍ୟର ସର୍ବୋମୟ କର୍ତ୍ତା କଣ କରୁଛନ୍ତି ତାକୁ ଦେଖିବାକୁ  ବାକି ରହିଛି ବୋଲି ଲୋକମାନେ କହିଛନ୍ତି |

News Comment

You Might Also Like

BACK TO TOP