Breaking News

ତାରା ତାରିଣୀ ମନ୍ଦିର ଥରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||     

ତାଲୁକା ଆଇନା ସେବା ପ୍ରାଧିକରଣ ପୋଲସରା ପକ୍ଷରୁ 77ତମ ବନ ମହୋତ୍ସବ ପାଳିତ |

03-Jul-2026

ତାଲୁକା ଆଇନ ସେବା ପ୍ରାଧିକରଣ, ପୋଲସରା ପକ୍ଷରୁ ୭୭ତମ ବନମହୋତ୍ସବ ପାଳନ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା 
 ତା. ୦୩/୦୭/୨୦୨୬:-----

 ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସବୁଜ ପୃଥିବୀ ଗଠନର ମହାନ ସଙ୍କଳ୍ପକୁ ସାକାର କରିବା ଉଦ୍ଦେଶ୍ୟରେ ତାଲୁକା ଆଇନ ସେବା ପ୍ରାଧିକରଣ, ପୋଲସରା ଆନୁକୂଲ୍ୟରେ ସ୍ଥାନୀୟ ବିଚାର ବିଭାଗର ନିର୍ମାଣ ଜଣ ନୂତନ କୋଠା ପରିସରରେ ୭୭ତମ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ତାଲୁକା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଏ. ଅବିନାଶ ନାଇଡୁ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲସରା ଓକିଲ ସଂଘର ସଭାପତି କବିରାଜ ଦାସଙ୍କ ସମେତ ଅକ୍ଷୟ ଦାସ, ବିଜୟ କୁମାର ସାସମଲ, ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଗୌରହରି ବିଷୋୟୀ, ଶରତ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ପାଢ଼ୀ, କାହ୍ନୁ ଚରଣ ସାହୁ, ସୁଶାନ୍ତ କୁମାର ସାହୁ, ପ୍ରହଲ୍ଲାଦ ବିଷୋୟୀ, ବଳରାମ ପ୍ରଧାନ, ସୀତାକାନ୍ତ ମିଶ୍ର, ଅନିଲ କୁମାର ଗୌଡ଼, ଦେବାଶିଷ ପାତ୍ର, ବାସୁଦେବ ଡାକୁଆ, ନାରାୟଣ ସାହୁ ପ୍ରମୁଖ ଓକିଲମାନେ ଉପସ୍ଥିତ ଥିଲେ।ପୋଲସରା ବନବିଭାଗ କାର୍ଯ୍ୟାଳୟ ଅଧୀନ ସମସ୍ତ ବନପାଳ ମୁନା ଦାସ, ଭୋଳେଶ୍ୱର ମଲ୍ଲିକ, ସୁବୋଧ କୁମାର ବେହେରାଙ୍କ ସମେତ ପ୍ରାୟ ସମସ୍ତ ବନରକ୍ଷକ ବାଳକୃଷ୍ଣ ପାଣିଗ୍ରାହୀ, ଅନିତା କୁମାରୀ ସେଠୀ, ପୂଜା ବେହେରା, କାର୍ତ୍ତିକ ସାହୁ, ଅର୍ଜୁନ ସୋରେନ ଓ ଜଗନ୍ନାଥ ନାୟକ ପ୍ରମୁଖ ବନ କର୍ମଚାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ। ସେହିପରି ସ୍ଥାନୀୟ ନ୍ୟାୟାଳୟର ପ୍ରଭାତ କୁମାର ପଣ୍ଡା, ସନ୍ଦୀପ କୁମାର ପ୍ରଧାନ, ସେରୁ ସାସମଲ, ରାଜଶ୍ରୀ ପ୍ରଧାନ, ଚିନ୍ମୟୀଙ୍କ ସମେତ ସମସ୍ତ କୋର୍ଟ କର୍ମଚାରୀ କାର୍ଯ୍ୟକ୍ରମର ସୁପରିଚାଳନା, ଶୃଙ୍ଖଳା ରକ୍ଷା ଓ ସଫଳ ଆୟୋଜନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।ବିଚାର ବିଭାଗ, ତାଲୁକା ଆଇନ ସେବା ପ୍ରାଧିକରଣ, ବନ ବିଭାଗ, ଅଧିବକ୍ତା ସଂଘ ଓ ନ୍ୟାୟାଳୟ କର୍ମଚାରୀଙ୍କ ମଧ୍ୟରେ ଦେଖାଯାଇଥିବା ସୁଦୃଢ଼ ସମନ୍ୱୟ ଓ ପରସ୍ପର ସହଯୋଗ କାର୍ଯ୍ୟକ୍ରମକୁ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚାଇଥିଲା। ଉପସ୍ଥିତ ସମସ୍ତ ଅତିଥି, ଅଧିକାରୀ, କର୍ମଚାରୀ ଓ ଓକିଲମାନେ ବିଭିନ୍ନ ପ୍ରଜାତିର ବୃକ୍ଷଚାରା ରୋପଣ କରି ପରିବେଶ ସଂରକ୍ଷଣ ପ୍ରତି ଦୃଢୋକ୍ତି ପ୍ରକାଶ କରିଥିଲେ।ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ହ୍ରାସ, ଭୂତଳ ଜଳସ୍ତରର ସଂରକ୍ଷଣ ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ଗଠନ ନିମନ୍ତେ ବୃକ୍ଷରୋପଣର କୌଣସି ବିକଳ୍ପ ନାହିଁ। ପ୍ରତ୍ୟେକ ନାଗରିକ ବର୍ଷକୁ ଅତି କମରେ ଗୋଟିଏ ବୃକ୍ଷରୋପଣ କରି ତାହାର ଯତ୍ନ ନେବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଶେଷରେ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ, ସକ୍ରିୟ ଅଂଶଗ୍ରହଣ ଓ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା। ପରିବେଶ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି ଦିଗରେ ଏହା ଏକ ପ୍ରେରଣାଦାୟକ ପଦକ୍ଷେପ ବୋଲି ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ମତ ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP