Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଦୁଇ ମାସ ହେଲା ବାପାଙ୍କ ପାଖରୁ ଫେରି ଘରକୁ ଆସିନି ପୁଅ |

15-Jun-2026

ଦୁଇ ମାସରୁ ଅଧିକ ହେବ ଯୁବକ ନିଖୋଜ  ଥାନାରେ ଅଭିଯୋଗ,

ଓଡିଶା ଜନ ମତ ବ୍ୟୁରୋ,

  ନିଜ ବାପାଙ୍କ ପାଖରେ କିଛି ଦିନ ରହିଲା ପରେ ନିଜ ଗାଁକୁ  ଫେରିବା ପାଇଁ  କେନ୍ଦ୍ରାପବ୍ଦା  ବସଷ୍ଟାଣ୍ଡ କୁ ଯାଇଥିଲେ ହେଲେ ଦୀର୍ଘ ଦୁଇମାସ ହେଲା ସେ ଆଜିପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି  |ଯୁବକ ଜଣକ ନିଖୋଜ  ହୋଇଛନ୍ତି ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ କୁର୍ଡା ପଞ୍ଚାୟତ ଅଧିନସ୍ଥ ସାନନୁଆଗାଁ ଗ୍ରାମର ହେରମାନ ମୁଣ୍ଡାକଂର ପୁତ୍ର ବିଶାଳ ମୁଣ୍ଡା ତାକଂ ସାନନୁଆଗାଁ ଗାଁରୁ କେନ୍ଦ୍ରାପଡା ଜିଲ୍ଲାର ଶ୍ୟାମ ସୁନ୍ଦରପୁର ରହୁଥିବା ତାର ବାପା ହେରମାନ ମୁଣ୍ଡାଙ୍କ ପାଖକୁ ଯାଇଥିଲା। ଫଳରେ ସେଠାରେ ସେ କିଛ ଦିନ ରହିବା ପରେ ପୁଅ ବିଶାଳ ମୁଣ୍ଡା  ନିଜ ଘର ବଣାଇଁ ଆସିବା ପାଇଁ ଗତ ୦୩-୦୪-୨୦୨୬  ତାରିଖ ଦିନ କେନ୍ଦ୍ରାପଡା ଜିଲ୍ଲା ଶ୍ୟାମ ସୁନ୍ଦରପୁର ବାହାରି କେନ୍ଦ୍ରାପଡା ବସଷ୍ଟାଣ୍ଡ ଯାଇଥିବା ବେଳେ ସେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ତାଲବାହାଲି ନିକଟ ସାନନୁଆଗାଁ ଗାଁକୁ ଘରକୁ ଫେରି ନାହାନ୍ତି। ଏହି ନିଖୋଜ ଯୁବକ ହୋଇ ଥିବାରୁ ତାଙ୍କ ବାପା କେନ୍ଦ୍ରାପଡା ଥାନାରେ ଏତଲା ଦେଇଛନ୍ତି ବୋଲି ଜଣାପଡିଛି। ତେବେ ପରିବାର ଲୋକଙ୍କ କହିବା ଅନୁସାରେ କୌଣସି ଜିଲ୍ଲାରେ ଯଦି କେହି ଏହି ଯୁବକ ଦେଖି ଥାନ୍ତି ତାହା ହେଲେ ନିକଟସ୍ଥ ଥାନା ଜଣାଇବା ସହ ତାଙ୍କର ପରିବାର ଲୋକଙ୍କ ଏହି ଫୋନ 7853843262 ନମ୍ବର ସହିତ ଯୋଗାଯୋଗ କରି ତାଙ୍କ ପରିବାରକୁ ଜଣାଇ ପାରନ୍ତି ।ତେବେ ଏହି ନିଖୋଜ ଯୁବକ ଜଣକଂ ସବୁ କିଛି ଶୁଣି ପାରୁଛନ୍ତି କିନ୍ତୁ ମୁହଁରେ କହି ପାରୁ ନାହାନ୍ତି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP