Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଆମ୍ବେଦ କର ପ୍ରେମ ଓ ବହୁଜନ ସମାଜ ପାର୍ଟିର ବରିଷ୍ଟ ସମାଜ ସେଵୀଙ୍କ ଦେହାନ୍ତ |

26-May-2026

ସମାଜସେବୀ ତଥା ଆମ୍ବେଦକର ବାଦୀ ବହୁଜନ ର ସହାୟକ ଙ୍କ ଦେହାନ୍ତ

ଓଡିଶା ଜନମତ ରାୟଗଡା, ୨୬/୦୫,

କାମେଶ୍ୱର କରକରିଆ :----

ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବହୁଜନ ସମାଜ ପାର୍ଟିର ବରିଷ୍ଠ ସମାଜ ସେବି ଆମ୍ବେଦକର ପ୍ରେମି ଗରିବ ଦୁଃଖି ସମାଜର ସାହାଯ୍ୟ କlରି ତଥା ଧର୍ମ ପାରାୟଣ ବ୍ୟକ୍ତି ସୁନାକଣ୍ଡି ପଞ୍ଚାୟତ ଅଧୀନରେ ଥିବା ଆମ୍ବେଦକର ନଗର ବାସିନ୍ଧା ଧିମାନ କାରିମିଞ୍ଚି ରତ୍ନାଜୀ ଙ୍କ ର ଆଜି ସକାଳ ୯:୩୦ ମିନିଟ ସମୟରେ ଦେହାନ୍ତ ହୋଇଯାଇଛି l ସେ ଏହି ଅଞ୍ଚଳର ଜଣେ ଜଣା ଶୁଣା ଷୋଶିତ ଦଳିତ ଅସହାୟ ଲୋକଙ୍କ ତ୍ରାଣକର୍ତା,କାରଣ ସୁନାଖଣ୍ଡି ପଞ୍ଚାୟତର ଜମିହୀନ ଲୋକଙ୍କୁ ଘରଡ଼ିହ ଦାନ କରି ଅଞ୍ଚଳ ବାସୀଙ୍କ ମନକୁ ଜିଣି ସେ ମହାନ ସମାଜ ସେବୀ ଓ ବହୁଜନ ସମାଜର ବରିଷ୍ଠ କର୍ମୀ ପାଲଟି ଯାଇଥିଲେ l ଏହିପରି ଜଣେ ବ୍ୟକ୍ତି ଙ୍କୁ ହରାଇ ବହୁଜନ ସମାଜ ପାର୍ଟି ବହୁତ ବଡ଼ କ୍ଷତି ଭୋଗ କରିଛି l ଏଥି ସହ ସେ ଥିଲେ ଜଣେ ଆମ୍ବେଦର ବାଦୀ ଓ ସମାଜ ସେବୀ ସେ ନିଜ ଘର ସମ୍ମୁଖରେ ଆମ୍ବେଦକର ଓ ଧର୍ତ୍ତି ଆବା ବିର୍ସାମୁଣ୍ଡ ଙ୍କ ପ୍ରତିମୂର୍ତ୍ତି କୁ ନିଜ କରକମଳ ରେ ପ୍ରତିଷ୍ଠା କରିଥିଲେ | ଏହିପରି ବ୍ୟକ୍ତିଙ୍କ ପରଲୋକ ଫଳରେ ସମଗ୍ର ଅଞ୍ଚକରେ ଶୋକର ଛାୟା ଖେଳିଯାଇଛି l ପୁଣି ତାଙ୍କ ନିକଟକୁ ଯେ କୋୖଣସି ଅସହାୟ ଲୋକ ଯାଆନ୍ତି ତାଙ୍କୁ କିଛି ନା କିଛି ସାହାଯ୍ୟ ସହଯୋଗ କରିଥାନ୍ତି l

News Comment

You Might Also Like

BACK TO TOP