Breaking News

ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||     

ଲୁଟ କରି ଫେରାର ହୋଇଥିବା ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ଓକୋର୍ଟ ଚାଲାଣ ||

31-Jan-2026

ବ୍ୟବସାୟୀ ଙ୍କୁ ବନ୍ଧୁକ ଦେଖାଇ ଲୁଟ କରି ଫେରାର ହୋଇଥିବା ଅଭିଯୁକ୍ତ ଗିରଫ,

      ଓଡିଶା ଜନ ମତ ବ୍ୟୁରୋ,

ପୁରୀ ଜିଲ୍ଲା କାକଟପୁର ଥାନା ଅଂଚଳରେ ବ୍ୟବସାୟୀଙ୍କୁ  ବନ୍ଧୁକ ଦେଖାଇଟଙ୍କା ଲୁଟ କରିଥିବା ଅଭିଯୋଗରେ ଡିସେମ୍ବର ମାସରେ ୩ ଜଣ ଲୁଟେରା ଙ୍କୁ ପୋଲିସ ଧରି ଥିବା ବେଳେ ଜଣେ ଫରାର ହୋଇଥିଲେ । ଖବର – ମୁତାବକ, କାକଟପୁର ଥାନା ଅନ୍ତର୍ଗତ କାକଟପୁରରୁ ନିମାପଡା ମୁଖ୍ୟ ରାସ୍ତାରେ ସେପ୍ଟେମ୍ବର ୧ତାରିଖ ରାତ୍ର ଘ ୩୦ ମିନିଟରୁ ୯ ଘଟିକା ମଧରେ ସାର ଦୋକାନ ବନ୍ଦ କରି ସନ୍ତୋଷ କୁମାର ସାହୁ ନିଜ ଘରକୁ ଯିବା ବାଟରେ ଗୋବିନ୍ଦପୁର ମୌଜା ବ୍ରାହ୍ମଣ ଘର ପାଖରେ ଅନ୍ଧାର ସୁଯୋଗ ନେଇ ୪ ଜଣ ଅଜଣା ଦୁର୍ବୃତ୍ତ ପଛକୁ ଧକ୍କା ମାରିଥିଲେ। ଯାଉଥିବା ସ୍କୁଟି କୁ ଫୋଫାଡ଼ି ଏକ ମରଣାସ୍ତ୍ର, ବନ୍ଧୁକ ଦେଖାଇ ବ୍ୟାଗ ଛଡାଇ ନେଇଥିଲେ । ବ୍ୟାଗ ଭିତରେ ଷ୍ଟକ ରେଜିଷ୍ଟର, ପି ଓ ଏସ ମେସିନ, ଲାପଟପ ସମେତ ୨ଲକ୍ଷ ୧୨ହଜାର ଟଙ୍କା ଥିଲା। ବେଗ କୁ ସନ୍ତୋଷ ସନ୍ତୋଷ କୁମାର ସାହୁ ନ ଦେବାରୁ ଦୁର୍ବୁତ୍ତ ମାନେ ବନ୍ଧୁକରେ ମୁଣ୍ଡକୁ ଶକ୍ତ ଆଘାତ ଦେବା ପରେସନ୍ତୋଷ ତଳେ ପଡ଼ିଥିବା ବେଳେ ଦୁର୍ବୁତ୍ତ ବ୍ୟାଗ ଟିକୁ ଛଡାଇ ନେଇଥିଲେ। ଅନ୍ଧାର ହୋଇଥିବାରୁସନ୍ତୋଷ ଦୁର୍ବୃତ୍ତଙ୍କୁ ଚିହ୍ନି ପାରି ନଥିଲେ। ଦୁଇଟି ବାଇକ୍‌ରେ  ୪ ଜଣ ଯୁବକ ଆସିଥିଲେ । ଏ ନେଇ ସେପ୍ଟେମ୍ବର ୩ତାରିଖରେ ସନ୍ତୋଷ ସାହୁ କାକଟପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।  ଅଭିଯୋଗକୁ ଭିଭିକରି କାକଟପୁର ଥାନା କେଶ ନମ୍ବର ୨୫୬/୨୫ରେ ମାମଲା ରୁଜୁ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ କାକଟପୁର ଥାନାଧିକାରୀ ବସନ୍ତ କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ଶବ  ଇନ୍ସପେକ୍ଟର ଗୌରୀ ଶଙ୍କର ସେଠୀଙ୍କ ନେତୃତ୍ବରେ ଦୁର୍ବୃତ୍ତଙ୍କୁ ଧରିବାକୁସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା । ଦୁର୍ବୃତ୍ତଙ୍କୁ ଜଗତସିଂହପୁର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି କାକଟପୁର ପୋଲିସ। ଦୁଇ ଅଭିଯୁକ୍ତ ହେଲେ ନାଉଗାଁ ଅଂଚଳର ଶୁଭମ ଦାସ ଓରଫ ତପୁ (୨୯), ମହିରା ଗ୍ରାମର ଶକ୍ତି ଚନ୍ଦନ ମହାନ୍ତି ଓରଫ ମିଲୁ (୨୬) ଙ୍କୁ ଗିରଫ କରି ଉଭୟଙ୍କୁ ଡିସେମ୍ବର ୧୭ତାରିଖ  କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ଯରୁ ଗୋପ ବ୍ଳକ ଧୂମାଳ ଅଂଚଳର ବିଜୟ ଖଟୋଇ ଙ୍କୁ ଡିସେମ୍ବର ୧୮ ତାରିଖ ରେ ଗିରଫ କରି ଅଦାଲତ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ ପଠା ଯାଇଛି । କିନ୍ତୁ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ କାକଟପୁର ପୁଲିସ ସ୍ୱତନ୍ତ୍ର ଟିମ୍  ଗଠନ କରି ଅନ୍ୟ ଜଣେ ଅଭିଯୁକ୍ତ ରାଜେଶ ସ୍ୱାଇଁ ଓରଫ ରାଜୁ (୨୭) ଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗଙ୍ଗଦା ଗୋବରୀକୂଳ ଗାଁରୁ ଅଭିଯୁକ୍ତ କୁ ଗୁରୁବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ରୁ ବିଚାର ବିଚାର  ବିଭାଗୀୟ ହାଜତ କୁ  ପଠାଯାଇଛି। ଯାହା ସୂଚନା ଦେଇଛନ୍ତି କାକଟପୁର ଥାନା  ଅଧିକାରୀ ବସନ୍ତ କୁମାର ସାହୁ ।

News Comment

You Might Also Like

BACK TO TOP