Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖୋର୍ଦ୍ଧା ମଙ୍ଗଳା ନଗର କିଡ଼ଜି ସ୍କୁଲର ଦ୍ୱ୍ୱତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ |

10-Jan-2026

ଖୋର୍ଦ୍ଧା ମଙ୍ଗଳାନଗର କିଡ଼ଜି ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ::ପିଲାଙ୍କ ଶାରୀରିକ, ମାନସିକ ବୃଦ୍ଧି ପାଇଁ କିଡ଼ିଜ ସ୍କୁଲ କୁ ପ୍ରଶଂସା କଲେ ଅତିଥି

ଓଡିଶା, ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଖୋର୍ଦ୍ଧା (ନିପ୍ର )ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ମଙ୍ଗଳା ନଗର ଠାରେ ସ୍ଥାପିତ କିଡ଼ଜି ପ୍ଲେ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ  ବିଦ୍ୟାଳୟ ର ପ୍ରିନ୍ସିପାଲ ଜୟପ୍ରଦା ତ୍ରିପାଠୀ ଙ୍କ ଆୟୋଜନ ରେ ଅନୁଷ୍ଠିତ ହୋଇଯାଇଛି l ଅତିଥି ରୂପେ ସୋଆ ର ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କିଡ଼ିଜ ପ୍ଲେ ସ୍କୁଲର ଏକାଡେମୀ ସେଲ ର ଅଧ୍ୟକ୍ଷ ଆତ୍ରୀ ସରକାର, ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ବରିଷ୍ଠ ଶିକ୍ଷାବିତ ଡ଼ ବୃନ୍ଦାବନ ପଣ୍ଡା ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଖୋର୍ଦ୍ଧା ସହରରେ କିଡ଼ିଜ ସ୍କୁଲ ଅଳ୍ପ ଦିନ ଭିତରେ  ଛୋଟ ଛୋଟ ପିଲାଙ୍କ ମାନସିକ, ଶାରୀରିକ ଅଭିବୃଦ୍ଧି ପାଇଁ ଅଭିଭାବକ ଙ୍କ ପ୍ରଶଂସା ର ଯୋଗ୍ୟ ହୋଇପାରିଛି ବୋଲି କହିଥିଲେ l  ସାରା ଭାରତ ବର୍ଷ ରେ  2500 ସ୍କୁଲ ଓ ଓଡ଼ିଶାରେ 65 ଟି କିଡ଼ଜି ସ୍କୁଲ ଚାଲି ଥିବା ବେଳେ ଖୋର୍ଦ୍ଧା ରେ 10 ଜଣ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସ୍କୁଲରେ ବର୍ତମାନ 90 ଜଣ ପିଲା ଥିବା ଅଧ୍ୟକ୍ଷା ତ୍ରିପାଠୀ କହିଥିଲେ l ପ୍ଲେ ସ୍କୁଲ ଠାରୁ ସିନିଅର କେଜି ପର୍ଯ୍ୟନ୍ତ ଚାଲୁଥିବା ଏହି ସ୍କୁଲରେ କୋମଳମତି ପିଲାଙ୍କୁ ଖେଳ, ନାଚ, ଗୀତ ମାଧ୍ୟମରେ ଶିକ୍ଷା ଦାନ କରିବା ଦ୍ୱାରା ପିଲାଙ୍କ ବ୍ରେନ ଡେଭେଲପମେଣ୍ଟ ହୋଇପାରୁଛି ସେଥିପାଇଁ ପିଲାଙ୍କ ରୁଚି କୁ ନେଇ ଛୋଟ ପିଲା କଣ ଚାହୁଁଛି ତାକୁ ଅନୁଧ୍ୟାନ କରି ଶିକ୍ଷାଦାନ ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ମଧ୍ୟ କହିଥିଲେ l ସେହିପରି ଆଜି ପିଲାଙ୍କ ଦ୍ୱାରା ନାଚ, ଗୀତ କରାଯିବା ସହିତ ପୁରସ୍କାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l l ପିଲାଙ୍କୁ କିଭଳି ଶୈକ୍ଷିକ ବାତାବରଣ ରେ ଉଚ୍ଚ ଉନ୍ନତ ମାନର ଶିକ୍ଷା ଦିଆଯିବ ସେଥିପାଇଁ ଚେଷ୍ଟା ଚାଲିଥିବାରୁ ଅଭିଭାବକ ମାନେ କିଡ଼ିଜ ସ୍କୁଲ କୁ ପ୍ରଶଂସା କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଙ୍କ ସହିତ ବହୁ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ପିଲାଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରିପୋର୍ଟ ---ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP