Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଖୋର୍ଦ୍ଧା ଠିକାଦାର ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ |

09-Jan-2026

ଖୋର୍ଦ୍ଧା ଠିକାଦାର ସଂଘର ସାଧାରଣ ବୈଠକ ::ସଭାପତି-ନିକୁଞ୍ଜ ପଟ୍ଟନାୟକ, ସମ୍ପାଦକ--ପ୍ରକାଶ ରଣସିଂହ,,କୋଷାଧ୍ୟକ-ରବୀନ୍ଦ୍ର ରାଉତରାୟ ମନୋନୀତ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ,

ଖୋର୍ଦ୍ଧା (ନିପ୍ର )ଆଜି ଖୋର୍ଦ୍ଧା ନୂଆ ବସ ଷ୍ଟାଣ୍ଡ ନିକଟ ଗ୍ରାମ୍ୟ ଉନ୍ନୟନ ଡାକ ବଙ୍ଗଳା ଠାରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୋର୍ଦ୍ଧାବ୍ଲକ, ଟାଙ୍ଗୀବ୍ଲକ ଓ ଖୋର୍ଦ୍ଧା ପୌର ପରିଷଦ ର ଠିକାଦାର ମାନଙ୍କୁ ନେଇ ଖୋର୍ଦ୍ଧା ଠିକାଦାର ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପାଖାପାଖି 100 ରୁ ଉର୍ଦ୍ଧ ଠିକାଦାର ଉପସ୍ଥିତ ଥିଲା ବେଳେ ସେମାନଙ୍କର ବିଭିନ୍ନ ସମସ୍ୟା, ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ସେମାନଙ୍କ ର ଭାଗିଦାରୀତା ଉପରେ ଆଲୋଚନା ହୋଇଥଲା  ପରେ ଉପସ୍ଥିତ ସମସ୍ତ ସଭ୍ୟ ମାନେ ସର୍ବ ସଂମ୍ମତି କ୍ରମେ ନୂତନ ସଭ୍ୟ ସଭ୍ୟା ଙ୍କୁ ମନୋନୀତ କରିଥିଲେ l ସଭାପତି ରୂପେ ନିକୁଞ୍ଜ କିଶୋର ପଟ୍ଟନାୟକ, ସମ୍ପାଦକ ରୂପେ ପ୍ରକାଶ କୁମାର ରଣସିଂହ,କୋଷାଧକ୍ଷ ରୂପେ ରବୀନ୍ଦ୍ର ରାଉତରାୟ,ପ୍ରଦୀପ୍ତ କୁମାର ମିଶ୍ର,ଉପସଭାପତି ରୂପେ ବିଭୁ ପ୍ରସାଦ ସାହୁ, ଚିତ୍ତ ରଞ୍ଜନ ମହାନ୍ତି,ବିଜୟ କୁମାର ବିଶ୍ୱାଳ,ଯୁଗ୍ମ ସମ୍ପାଦକ ରୂପେ ଅମିତ କୁମାର ହାତୀ,ପ୍ରଣୟ ପତି ପଟ୍ଟନାୟକ,ପର୍ଶୁରାମ ଦଳାଇ,ଆଡଭାଇଜର କମିଟିରେ ଦିଲ୍ଲୀପ କୁମାର ହୋତା, ପ୍ରଫୁଲ୍ଲ କୁମାର ଦଳାଇ,ରୁଦ୍ରଭାନୁ ନରେନ୍ଦ୍ରସିଂ,ଭାଗିରଥି ସାମନ୍ତରାୟ, ବିଜୟ ସୁନ୍ଦରାୟ,କାର୍ଯ୍ୟକାରୀ କମିଟିରେ ଉପେନ୍ଦ୍ର ଭଞ୍ଜ, ରମେଶ ସାହୁ,କରୁଣାକର ରାଉତ, ପ୍ରଫୁଲ ସାହୁ,ଜୀବନ କୃଷ୍ଣ ପରିଜା,ପୂର୍ଣ୍ଣଚନ୍ଦ୍ର ସାହୁ,ଜଗବନ୍ଧୁ ରାଉତରାୟ,ଅମିନ ବରୀଶଲ ପ୍ରମୁଖ ମନୋନୀତ ହୋଇଥିଲେ l ମନୋନୀତ  ପରେ ବିଶେଷ ଆଲୋଚନା ହୋଇଥିଲା l ବିଶେଷ କରି ସରକାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ପାଇଁ କରୁଥିବା ଟେଣ୍ଡର ପକ୍ରିୟା ସମୟରେ  ଧାର୍ଯ୍ୟ ମୂଲ୍ୟ ଠାରୁ କୌଣସି ଠିକାଦାର କମ ଦର ରେ ଟେଣ୍ଡର ନ ପକାଇବା ପାଇଁ ସର୍ବ ସଂମ୍ମତି କ୍ରମେ ନିଷ୍ପତ ହୋଇଥିଲା l କାରଣ ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ କିଛି ଠିକାଦାର କମ ରେ ଟେଣ୍ଡର ପକାଇବା ଫଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନ ମାନର ହେଉଛି l ଫଳରେ ସାଧାରଣ ଲୋକ ଉକ୍ତ ନିମ୍ନ ମାନର କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସରକାର ମଧ୍ୟ ନିନ୍ଦିତ ହେଉଛନ୍ତି l ତେଣୁ ବର୍ତମାନ ର ସରକାର ଙ୍କ ଲକ୍ଷ ପ୍ରତ୍ୟକ ଉନ୍ନୟନ ମୂଳକ କାର୍ଯ୍ୟ ଯେପରି ସଠିକ ରୂପେ ହେବ ଏବଂ ତାହା ଦୀର୍ଘସ୍ଥାୟୀ ରହିବ l ତେଣୁ ସରକାରଙ୍କ ଉଦ୍ୟସ ଓ ଚିନ୍ତାଧାରାକୁ ଉଚିତ ମନେ କରି ଖୋର୍ଦ୍ଧା ଠିକାଦାର ସଙ୍ଘ ଏହି ନିଷ୍ପତି ନେଇଥିବା ସଭାପତି ନିକୁଞ୍ଜ ପଟ୍ଟନାୟକ ସୂଚନା ଦେଇଛନ୍ତି,l ରିପୋର୍ଟ --ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP