Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଚାଷୀଙ୍କୁ ଶୀଘ୍ର ଟୋକେନ ଦେବାକୁ ଯୋଗାଣ ମନ୍ତ୍ରୀ ଙ୍କ ନିର୍ଦ୍ଧେଶ |

16-Dec-2025

ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ ଚାଷୀଙ୍କୁ ଶୀଘ୍ର ଟୋକେନ ଦିଅ,

        ଓଡିଶା ଜନ ମତ  ବ୍ୟୁରୋ,

ଧାନ କଟା ପରେ ଧାନ ଉଡାଇ ବିଭିନ୍ନ ସ୍ଥାନରେ ଧାନବସ୍ଥା ରଖି ଚିନ୍ତାରେ ଚାଷୀ | କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଟୋକେନ ମିଳିନଥିବାରୁ ବାହାରେ ଧାନ ରଖି ହଟ, ହଟା ହେଉଛି ଚାଷୀ | ତେବେ ଯୋଗଣ ମନ୍ତ୍ରୀଙ୍କ ନିର୍ଦେଶ  ଚାଷୀଙ୍କୁ ଶୀଘ୍ର ଟୋକେନ ଦିଅ |ଚାଷୀଙ୍କଠୁ ନିର୍ଦ୍ଧାରିତ ଧାନ ଉଠାଇବେ ସରକାର। ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟୋକେନ ପରେ ଧାନ ବଳିଲେ ଖୋଲା ବଜାରରେ ଚାଷୀ ବିକି ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର। ସେ ଆହୁରି କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍, ବଲାଙ୍ଗୀର ରେ ୯୬ ମେଟ୍ରିକ୍ ଟନ୍, କଳାହାଣ୍ଡି ୭ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଳପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍‌ ଏବଂ ସୁବର୍ଷପୁରରେ ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ ୧ ଲକ୍ଷ ୨୫ ହଜାର ୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ହେବ ତାହା ଜିଲ୍ଲାଓ୍ବାରୀ ଡି ଏଲ୍‌ ପିସି କମିଟିରେ ନିଷ୍ପତି ହେଉଛି। ଗତକାଲି ଏକ ଉଚ୍ଚସ୍ତରୀୟ
କମିଟି ବୈଠକ ବସିଥିଲା । ଟୋଳେନ ସମସ୍ୟା ଦୂର କରିବାକୁ ସରକାର୍ ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ, କେହି ଅସୁବିଧା ରେ ପଡ଼ିବେନି । ବଳକା ଧାନ ଚାଷୀ ଖୋଲା ବଜାରରେ ବିକ୍ରି କରିପାରିବେ । ଧାନ ଅମଳ ଆଭରେଜ୍ ଅନୁସାରେ ଜଳସେଚିତ ଜମିରେ ଏକର ପିଛା ୧୯ କ୍ଲିଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ଏକର ପିଛା ୧୩ କ୍ରିଣ୍ଟାଲ ଧାନ ସରକାର୍ ସଂଗ୍ରହ କରିବେ । ମିଲରଙ୍କ ପାଖେ ପର୍ଯ୍ୟାପ୍ତ ଜାଗା ଅଛି। ବଳକା ଚାଉଳକୁ ସରକାର୍ ଅକ୍ସନ୍ କରି ଖାଲି କରାଇବାକୁ ଯୋଜନା କରିଛନ୍ତି, ତାହା ସମସ୍ୟା ହେବ ନାହିଁ । ଯେଉଁମାନେ ଟୋକେନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ଟୋକେନ ଦେବାକୁ କୁହାଯାଇଛି । ଟୋକେନ ବାଦ ଯେଉଁ ଧାନ ବଳିବ ତାହା ଖାଇବା ପାଇଁ ରଖିବେ ଏବଂ ମାର୍କେଟ ରେ ବିକି ପାରିବେ । ସରକାରୀ ନିର୍ଦ୍ଧାରିତ ହିସାବରେ ଧାନ କିଣା ଯିବ । ଏହି କଥା ଶୁଣିଲା ପରେ ଚାଷୀଙ୍କ ମନରେ ଯେଉଁ ହତାଶ ଭାବ ଥିଲା ତାହା କିଛି ମାତ୍ରାରେ ପ୍ରସମିତ ହୋଇ ପାରିଛି  |

News Comment

You Might Also Like

BACK TO TOP