Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

କୋଦଳା ରେ ଋଷିକୁଲ୍ୟା ରୟତ ମହାସଭା ର ଧାନ କିଣା ଉପରେ ମୁଖ୍ୟମନ୍ତ୍ରୀ ଙ୍କୁ ଆଠ ଦଫା ଦାବି ପତ୍ର ପ୍ରଦାନ |

16-Dec-2025

କୋଦଳାରେ ରୁଷିକୂଲ୍ଯା ରୟତ ମହାସଭାର ଧାନକିଣା ସଚେତନତା
୮ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 
 ଓଡିଶା ଜନ ମତ,ବେଗୁନିଆପଡାସୂର୍ଯ୍ ନାରାୟ ବଡ

,  ତା -୧୬/୦୮ /୨୦୨୫, 

ଗଞ୍ଜାମ ଜିଲ୍ଲା କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଙ୍କ ମନ୍ଦିର ପୀଠରେ ରୁଷିକୂଲ୍ଯା ରୟତ ମହାସଭାର ଧାନମଣ୍ଡି ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଧାନକିଣା ସଚେତନତାକୁ ନେଇ ଅନୁଷ୍ଠିତ ଉକ୍ତ ବୈଠକରେ ରୁଷିକୂଲ୍ଯା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ, ଆବାହକ ବିଜୟ ସ୍ବାଇଁ,ସମେତ କୋଦଳା ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ। ବର୍ତ୍ତମାନ 70 ପ୍ରତିଶତରୁ ଉର୍ଦ୍ଧ୍ବ ଧାନ ଅମଳ ହୋଇ ସାରିଛି। ସରକାର ମଣ୍ଡି ମାଧ୍ୟମରେ କିପରି ସମସ୍ତ ଧାନ କିଣିବେ ସେ ନେଇ ସଚେତନତା କରାଯିବା ସହ ପ୍ରତି ସୋସାଇଟିରେ ଗୋଟିଏ ଗୋଟିଏ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚାଷୀଙ୍କର ଧାନ କିଣା ସମସ୍ଯା ଓ ଫସଲ ବୀମା ସମସ୍ଯାର ସମାଧାନ ପାଇଁ ଶତାଧିକ ଚାଷୀ ଏକ ବିରାଟ ପଟୁଆର ରେ କୋଦଳା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାର ମନୋରଞ୍ଜନ ନାୟକ ଙ୍କୁ ପ୍ରଦାନ କରିଥିଲେ। ସୁବ୍ଯବସ୍ଥାକରଣ କରି ମଣ୍ଡି ଖୋଲାଯିବା ଏବଂ ସମସ୍ତ ଧାନ ମଣ୍ଡିରେ କ୍ରୟ କରିବା, ମଣ୍ଡିରେ ଯେପରି ଧାନ ନଷ୍ଟ ନହୁଏ ସେଥିପାଇଁ ବ୍ଯବସ୍ଥା କରିବା, ପ୍ରତି ଗ୍ରାମରେ ୩ ଜଣିଆ ଧାନ କିଣା କମିଟି ଗଠନ, କଟନି ଛଟଣି ବନ୍ଦ କରାଯିବା, ସରକାରୀ ନିୟମ ଅନୁଯାୟୀ ଦୈନିକ ମଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା, ପ୍ରତିବର୍ଷ ଜିଲ୍ଲାରେ ଜାନୁଆରୀ ମାସରୁ ଧାନ କିଣା ଆରମ୍ଭ ହେଉଥିବାରୁ ଏହାର ଅବଧି ଏପ୍ରିଲ୍ ପର୍ଯ୍ୟନ୍ତ ବଢାଇବା, ଚାଷୀଙ୍କ ସହାୟତା ପାଇଁ ବ୍ଲକରେ ଟୋଲ୍ ଫ୍ରି ନମ୍ବର ଜାରି କରିବା, ଫସଲ ବୀମା କରିଥିବା ଚାଷୀ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସରକାରୀ ସହାୟତା ତଥା ବୀମା ରାଶି ପ୍ରଦାନ, ଏକର ପିଛା ୨୫ କୁଇଣ୍ଟାଲ ଧାନ କିଣିବା ପାଇଁ ବ୍ଯବସ୍ଥା କରାଯିବା, ତୁରନ୍ତ ଧାନମଣ୍ଡି ଖୋଲି ଧାନ ସଂଗ୍ରହ କରିବା, ଗତ ଡିସେମ୍ବର ୨୦୨୪ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଆଦି ଦାବି କରିଛି ରୁଷିକୂଲ୍ଯା ରୟତ ମହାସଭା। ଲିକୁ ପ୍ରଧାନ, ରାଜା ରଣା, ଅଜିତ୍ ମୁନୀ, ବସନ୍ତ ଭୂୟାଁ, ବଂଶୀଧର ପଳତା, ଅଚ୍ୟୁତ ଜେନା, ଶୁଭ ପ୍ରଧାନ, ଜୋହନ୍ ସ୍ବାଇଁ, ନବ ସ୍ବାଇଁ, ମନୋଜ ସାହୁ, ଭଗବାନ ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।ଏକ ନିର୍ଦ୍ଧିଷ୍ଟ ଦିନରେ ଚାଷୀ ମାନଙ୍କ ସହିତ ଆଲୋଚନା କରିବା ନିମନ୍ତେ ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି !

News Comment

You Might Also Like

BACK TO TOP