Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

କାର ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳଣା ଯୋଗୁଁ, ଜଣେ ମୃତ, ତିନି ଆହାତ |

10-Dec-2025

ରାସ୍ତାପାର୍ଶ୍ଵ ରେ ଠିଆ ହୋଇ ଥିବା  ଜଣେ ବୃଦ୍ଧ ଓ ଅନ୍ୟ ତିନି ଜଣଙ୍କ ଉପରେ ଚଢିଗଲା କାର୍, ଜଣଙ୍କର ମୃତ୍ୟୁ,

     ଓଡିଶା ଜନ ମତବ୍ୟୁରୋ, 

ବେଳେ ବେଳେ ଡ୍ରାଇଭର ମାନଙ୍କ ବେପରୁଆ ଗାଡି ଚାଳନା ପାଇଁ କେତେଯେ ନିରୀହ ଲୋକଙ୍କ ଜୀବନ ଚାଲି ଯାଏ ଏବଂ କିଛି ଲୋକ ଆହାତ ହୋଇ ଅକ୍ରମଣ୍ୟ ହୋଇ ନିଜ ଜୀବନ କୁ ଦୁଃଖ କଷ୍ଟରେ କାଳ ତିପାତ କରନ୍ତି , ସେମାନଙ୍କ  ପରିବାର ଓ ସେମାନଙ୍କ ପିଲାଛୁଆଙ୍କ ଜୀବନ କିପରି ବିତୁଛି ତାହା ର ଗୁରୁତ୍ୱ କିଏବି ବୁଝିପାରେ ନାହିଁ  | ତେବେ ଏହି ଡ୍ରାଇଭର ଙ୍କ ହିନମାନ୍ୟତା ଅଶୋଭ ନୀୟତା ଯୋଗୁଁ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହେବାସହତିନି ଜଣ ଆହାତ ହୋଇଛନ୍ତି |  ଉକ୍ତ ଘଟଣା ପରେ ଅଭିଯୁକ୍ତ କାର ନେଇ ଖୁବ୍ ଜୋରରେ ଘଟଣାଟି ଫେରାର ହୋଇ ଯାଇଥିଲା। ଘଟଣାଟି ଘଟିଛି ଦାନପୁର ଥାନା ଅଞ୍ଚଳର ଗୋଲା ସ୍ଥିତ ଝଖଡ଼ି ମହାଦେବ ରୋଡରେ |ଡ୍ରାଇଭର କାର ଟିକୁ ଦ୍ରୁତ ଗତିରେ ମୁଖ୍ୟ ରାସ୍ତା ଛାଡ଼ିଯେଉଁରାସ୍ତା(ନୋୱେ ଜୋନ)ରେ ପଶି ଚାରି ଜଣଙ୍କ ଉପରେ ଚଢେଇ ଦେଇଛି |  ଯାହା ଫଳରେ ଜଣେ ବୃଦ୍ଧ ଙ୍କର ମୃତ୍ୟୁ ହେବା ସହ ତିନି ଜଣ ଆହାତ ହୋଇଥିବାର ଜଣା ପଡିଛି  | ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଭୁଲ୍ ପାର୍ଶ୍ବରେ ପଶି  କାରଟି ଚାରି ଜଣ ଲୋକଙ୍କ ଉପରେ ଚଢି ଯାଇଛି ଏବଂ ଗାଡ଼ି ତଳେ ଫସି ରହିଥ‌ିବା ଲୋକକୁ ଆଉଥରେ ଗାଡି ଚଡେଇ ଦେଈ  ଚାଲି ଯାଇଥିଲା। । ଏହି ସମୟରେ ଲୋକେ ଉକ୍ତ କାରକୁ ରୋକିବା ବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡ୍ରାଇଭର କାରର ଗତି ଖୁବ୍ ବଢାଇ ଦେଇ ଥିଲା ଏବଂ ସେଠାରୁ ଫେରାର ହୋଇଯାଇ ଥିଲା। ଲାଇଭ ହିନ୍ଦୁସ୍ତାନ ଡଟ୍ କମ୍ ଅନୁସାରେ, ଏହି ଭୟାନଙ୍କ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡ଼ି ଆରେ ରେ ଖୁବଜୋର ରେ ଭାଇରାଲ ହେଉଛି। ଭିଡ଼ିଓ ଏତେ ହୃଦୟ ବିଦାରକ ଯେ, ଆପଣ ଏହାକୁ ଦେଖ୍ ପାରିବେ ନାହିଁ। ଉକ୍ତ ଘଟଣାରେ ମୃତକ ଜଣଙ୍କ ହେଉଛନ୍ତି ୬୦ ବର୍ଷିୟ ଚାନ୍ତି ରାୟ। ଭିଡ଼ିଓରେ ଦେଖୁବାକୁ ପାଇଲେ ପ୍ରଥମେ ଦ୍ରୁତ ଗତିରେ କାରଟି ଆସି ଏକ କୁକୁର ଉପରେ ଚଢି ଯାଉଛି ଏବଂ ଏହାପରେ ଖୁବ୍ ଜୋରରେ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢି ଯାଉଛି। ଏହି ସମୟରେ ଦୁଇ ଜଣ ଲୋକ କାର ତଳକୁ ଆସି ଯାଉଛନ୍ତି। ଏହାସତ୍ତ୍ବେ କାରଚାଳକ ତାଙ୍କଉପରେ ଗାଡ଼ିକୁ ଚଢାଇ ଦ୍ରୁତ ଗତିରେ ନେଇ ଫେରାର ହୋଇ ଯାଉଛି।ସୂଚନା ପାଇବା କ୍ଷଣି ପୁଲିସ ଓ ଟ୍ରାଫିକ୍ ପୁଲିସ ଘଟଣା ସ୍ଥଳ ସ୍ଥଳରେ ପହଞ୍ଚି ମାମଲାର ଛାନଭିନ ଆରମ୍ଭ କରି ଦେଇଛି। ଆଖାପାଖର  ସି ସି ଟି ଭି ଫୁlଟେଜରୁ ଜଣାପଡ଼ିଛି ଯେ, ଡ୍ରାଇଭର କାର ନେଇ ମରିନ ଡ୍ରାଇଭ୍ ଆଡ଼କୁ ପଳାଉଛି। ଟ୍ରାଫିକ୍ ପୁଲସ୍ ଗାଡ଼ିର ନମ୍ବର ଆଧାରରେ ଡ୍ରାଇଭରକୁ ଚିହ୍ନଟ କରିବାରେ ଲାଗି ପଡ଼ିଛି। ବର୍ତମାନ ଏବେସୁଦ୍ଧା ଅଭିଯୁକ୍ତର ପରିଚୟ ମିଳି ପାରିନାହିଁ ।  ତେବେ ସେମାନଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ହେବ ତାହତ ସମୟ କହିବ ତେବେ  ଯେଉଁ ନିରୀହ ଲୋକ ମରିଗଲେ ସେମାନଙ୍କ ପରିବାର ର କ୍ଷତିକୁ କିଏ ଭରଣା କରିବ କିଏ ତାଙ୍କ ପରିବାର କୁ ଆଶ୍ବସନା ଯୋଗାଇବ,ଏବଂ ସେମାନଙ୍କ ଯେଉଁ ସ୍ବପ୍ନ ଅଧୁରା ରହିଗଲା ତାହା କୁ କିଏବି ପୂରଣ କରିପାରିବ ନାହିଁ  |

News Comment

You Might Also Like

BACK TO TOP