Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ତାପଙ୍ଗ ଖଣିରେ ରିଲସ କରୁ ଥିଲା ବେଳେ ପାଣିରେ ଖସିଗଲେ ଯୁବକ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ସାଙ୍ଗ ବି ବୁଡିଗଲେ ପାଣିରେ |

31-Oct-2025

ରିଲ୍ସ କଲା ବେଳେ  ଯୁବକ ଙ୍କ ଖସିଗଲା ଗୋଡ଼ । ଆଉ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପଥର ଖଣିରେ ବୁଡ଼ିଗଲେଦୁଇସାଙ୍ଗ ।

ଓଡିଶା ଜନ ମତ ବ୍ୟୁରୋ,

ବର୍ତମାନ ଆଜିକାଲି ରିଲସ କରିବା ପାଈଁ ଯୁବକ ମାନେ ଯେପରି ବ୍ୟସ୍ତ ଓ ହେଉଛନ୍ତି ଏବଂ ମୃତ୍ୟୁ ମୁଖରେପଡିବା ସହ ସହିତ ଆହାତ ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବାର ଖବର ସୋସିଆଲ ମିଡ଼ିଆ ରେ ପ୍ରଚାର ହେଉଛି | ଜଣେ ଯୁବକ ଏକ ବିପଦ ପୂର୍ଣ୍ଣ ସ୍ଥାନରେ ରିଲସ କରି ପାଣିରେ ପଡି ବୁଡି ଯାଉଛନ୍ତି |ଏପରିଏକ  ଘଟଣା  ଘଟିଛି ଖୋର୍ଦ୍ଧା  ଜିଲ୍ଲା ତାପଙ୍ଗ ପଥର ଖଣିରେ  । ଜଣେ ଯୁବକ ଖୋର୍ଦ୍ଧା ଜିଲ୍ଳାର ଏକ ପଥର ଖାଦାନ ଉପରେ ରହି ନିଜ ମୋବାଇଲ ରେ ରିଲସ କରିଲା ବେଳେ ଅସୁବିଧା ବଶତଃ ଗୋଡ଼ ଖସି ତଳେ ଥିବା ପାଣିରେ ପଡି ବୁଡ଼ିଯାଇ ଥିଲେ | ଏହିସମୟରେ ତାଙ୍କ ପାଖରେ ଥିବା ତାଙ୍କ ସାଙ୍ଗ ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ସେମଧ୍ୟ ପାଣିରେ ପଡିବୁଡି ଯାଇଥିଲେ | ତେବେ ଗଭୀର ପାଣି ଭିତରେ ରିଲସ କରୁଥିବା ଯୁବକଙ୍କ ମୋବାଇଲ ଟି ପଡିଯାଇ ଥିଲା ବେଳେ ଜଣଙ୍କୁ  ଗାଡି ଡ୍ରାଇଭର ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଓ ଉଦ୍ଧାର କରା ଯାଇଥିବା ଯୁବକଙ୍କୁ ମେଡିକାଲ ରେ ଭର୍ତ୍ତି କରା ଯାଇଛି | ଏବଂ ସେ ମେଡ଼ିକାଲ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି । ତେବେ ଅନ୍ୟଜଣେ ସାଙ୍ଗକୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି | ରିଲସ କରୁଥିବା ଯୁବକ ସିମ୍ଫୋନୀ ମଲ୍‌ଠାରୁ ଟ୍ୟାକ୍ସି ଭଡ଼ା କରି ଓମ ପ୍ରକାଶ ରଥ, ତାଙ୍କର ଜଣେ ବନ୍ଧୁ ଓ ଜଣେ ଯୁବତୀ ଖୋର୍ଦ୍ଧା ତାପଙ୍ଗ ଯାଇଥିଲେ । ଟ୍ୟାକ୍ସି ଚାଳକଙ୍କ ବାରଣ ସତ୍ତ୍ବେ ସେମାନେ ବେଆଇନ୍ ଭାବେ ଖୋଳା ଯାଇଥିବା ପଥର ଖଣିରେ ପାଣିରେ ପଶି ରିଲ୍ସ କରୁଥିଲେ। ଅସାବଧାନତା ଯୋଗୁ ସେମାନଙ୍କ ଭିତରୁ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା । ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ଯାଇଥିଲେ ଓମ୍ ପ୍ରକାଶ ରଥ। ହେଲେ ସେ ମଧ୍ୟ ବୁଡ଼ି ଯାଇଥିଲେ । ପାଖରେ ଥିବା ଯୁବତୀଙ୍କ ଚିତ୍କାର ଶୁଣି ପାଣି ଭିତରେ ପଶି ପ୍ରଥମେ ବୁଡ଼ିଥିବା ଯୁବକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରିଥିଲେ ଟ୍ୟାକ୍ସି ଡ୍ରାଇଭର । ହେଲେ ସେତେବେଳକୁ ଓମ ପ୍ରକାଶ ରଥ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ । ଗଣ୍ଡରେ ପ୍ରବଳ ପାଣିଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ଯିବାକୁ ସାହସ କରିନଥିଲେ। ଟ୍ୟାକ୍ସି ଡ୍ରାଇଭର ସଙ୍ଗେ ସଙ୍ଗେ ଅଗ୍ନିଶମ ଓ ପୁଲିସ୍‌କୁ ଖବର ଦେଇଥିଲେ। ପାଣିରୁ ଉଦ୍ଧାର ହୋଇଥ‌ିବା ଯୁବକଙ୍କୁ ପୁଲିସ୍ ମେଡିକାଲ୍‌ରେ ଭର୍ତ୍ତି କରି ଚିକିତ୍ସା କରୁଛି । ରିଲ୍ସ କରୁଥିବା  ଯୁବକଙ୍କ ପାଖେ ଯୁବତୀ ଜଣଙ୍କ ଅଛନ୍ତି ।ଓମ ପ୍ରକାଶ ରଥଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ଟିମ୍ ପାଣି ଭିତରକୁ ଯାଇଥିଲା । ଦୀର୍ଘ ସାତ ଘଣ୍ଟାର ଅବିଶ୍ରାନ୍ତ ପରିଶ୍ରମ ପରେ ମଧ୍ଯ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିପାରିନଥ୍‌ଲା । ୱାଟର କ୍ୟାମେରା, ସ୍କୁବା ଡ୍ରାଇଭଟିମ୍, ଓଡ୍ରାଫ୍ ଟିମ୍‌ର ଦୁଇଟି ବୋଟ ସାହାଯ୍ୟରେ ସର୍ଚ୍ଚ ଅପରେସନ ଜାରି ରହିଛି । ଘଟଣା ସ୍ଥଳରେ ସଦର ଥାନା ପୁଲିସ, ଖୋର୍ଦ୍ଧା ତହସିଲଦାର ପ୍ରମୁଖ ଉପସ୍ଥିତ ଅଛନ୍ତି । ତେବେ ରିଲସ କରିବାର କରୁଣ ପରିସ୍ଥିତି ଏବଂ ଅଟୋ ଡ୍ରାଇଭର ଙ୍କ ବାରଣ ସତ୍ୱେ ଏମାନେ ଯେଉଁ ଦୁଃସାହସିକ କାର୍ଯ୍ୟ କଲେ ତାର ପରିଣତି ସେମାନେ ଭୋଗ କରିବା ସହିତ ସମସ୍ତ ବିଭାଗ, ପ୍ରଶାସନ, ପୋଲିସ ଓ ଘରଲୋକେ କେତେ ଅସୁବିଧା ଭୋଗ କରିଛନ୍ତି | ତେବେ  ଓମଙ୍କ ଅବସ୍ଥା କଣ ଥିବ ଓ ସେ କେତେବେଳେ ବାହାରିବେ ତାହା ଭଗବାନ ଙ୍କୁ ଜଣା ଥିବ |

News Comment

You Might Also Like

BACK TO TOP