Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପୀତବାସ ପଣ୍ଡାଙ୍କ ମୃତ୍ୟୁ ପ୍ରତିବାଦ ରେ ଆସନ୍ତା କାଲି ରାଜ୍ୟବ୍ୟାପୀ ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ |

07-Oct-2025

ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରପ୍ରତିବାଦ ରେ ଆସନ୍ତା କାଲି ରାଜ୍ୟବ୍ୟପି ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ  |

       ଓଡିଶା ଜନ ମତ ବ୍ୟୁରୋ,

ସ୍ୱରୂପ ତୀବ୍ର ନିନ୍ଦା କରିଛି ରାଜ୍ୟ ବାର କାଉନସିଲ ସଦସ୍ୟ ତଥା ବିଜେପିର ସଦସ୍ୟ ଥିବା ପୀତବାସ ପଣ୍ଡା ଙ୍କ ହତ୍ୟା ପ୍ରତିବାଦରେ ଆସନ୍ତା କାଲି ଅର୍ଥାତ ୮ ତାରିଖରେ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁରାଜ୍ୟ କାଉନସିଲଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ତାଙ୍କର ବାସ ଭବନ କୁ ଆସି ଅନ୍ତିମ ସଂସ୍କାର ରେ ଯୋଗ ଦେଇ ଥିବା ରାଜ୍ୟ ବାର କାଉନ ସିଲ ସଭାପତି ଓ ସଦସ୍ୟ ମାନେ ଆସନ୍ତା କାଲି କଲମ ଛାଡ଼ ଆନ୍ଦୋଳନ ନେଇ ଏକ ବିବୃତିରେ ସୂଚନା ଦେଇଛନ୍ତି |  ଏହା ସହିତ ପୋଲିସ ବିଭାଗ ଦୋଷୀମାନଙ୍କୁ ରୁ୍ରନ୍ତ ଗିରଫ କରି  ଉପଯୁକ୍ତ ଦଣ୍ଡ ଦେବାସହ ରାଜ୍ୟ ସରକାର ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ  ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ଯକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ କହିଛନ୍ତି | ରାଜ୍ୟ ବାର କାଉନସିଲର  ଭୋଟରେ ସର୍ବାଧିକ ଭୋଟ ରେ ନିର୍ବାଚିତ ସଦସ୍ୟ ପୀତବାସଙ୍କୁଗତକାଲି ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ ଯେଉଁଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ଆସନ୍ତା କାଲି ରାଜ୍ୟବ୍ୟାପୀ ଆଇନଜୀବୀ ମାନେ କଲମଛାଡ଼ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାରର ଆଇନଜୀବୀ ମାନେ ଏହି କାର୍ଯ୍ୟ କୁ ସମର୍ଥନ କରି କାର୍ଯ୍ୟ ବନ୍ଦ ରଖିଲେ  ସ୍ବର୍ଗତ ପୀତବାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବା ସହ ତାଙ୍କର ଆତ୍ମାସନ୍ତୋଷ ଲାଭ କରିବ |

News Comment

You Might Also Like

BACK TO TOP