Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

ନୂଆଁବର୍ଷରେ ମାଆ ତାରା ତାରିଣୀ ଙ୍କ ପିଠରେ ଭକ୍ତଙ୍କ ପ୍ରବଳ ଗହଳି |

01-Jan-2025

ନବବର୍ଷରେ  ତାରା ତାରିଣୀ ମନ୍ଦିର ରେ ମାଆଙ୍କ ଦର୍ଶନ ସହିତ ବଣଭୋଜି ପାଈଁ  ପ୍ରବଳ ଭିଡ଼ |

                     ଓଡିଶା ଜନମତ ବ୍ୟୁରୋ ,

ଆଜି ଇଂରାଜୀ ନବବର୍ଷ  ଯୋଗୁଁ ଚଳ ଚଞ୍ଚଳ  ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଲା ର  ଅଧିଷ୍ଠାତ୍ରୀ ଦେବୀ  ମାଆ ତାରା ତାରିଣୀ ଙ୍କ ପୀଠ |ଜିଲ୍ଲା ତଥା ରାଜ୍ୟ ବାହାରୁ ଆସୁଥିବା  ଭକ୍ତ ମାନେ ମାଆ ଙ୍କୁ ଦର୍ଶନ କରି ନୂଆଁ ବର୍ଷରେ ଭକ୍ତ ମାନେ ସେମାନଙ୍କ ପରିବାର ସହିତ ଆସି ମାଆଙ୍କ ସାନିଧ୍ୟ ପାଇବା ସହ ତାଙ୍କ ଚରଣରେ  ପ୍ରଣିପାତ କରିଥିଲେ  | ଅଧିକାଂଶ ଲୋକ ଇଂରାଜୀ ନବବର୍ଷ କୁ ପାଳନ କରନ୍ତି | ନୁଆଁ ବର୍ଷ ରେ ପ୍ରାୟଲୋକ  ଭୋଜି କରିଥାନ୍ତି | ପୁରୁଣା ଦିନକୁ ମନେରଖିବାପାଇଁ ନୁଆଁ ବର୍ଷ ରେ ବହୁଦିନର ପୁରାତନ ସାଙ୍ଗସାଥି  ଙ୍କ ମିଳନ, ହେବା ସହ ଭୋଜିଭାତର ଆଶାର ଜମିଥାଏ | ନୂଆଁ ବର୍ଷରେ ମାଆ ତାରା ତାରିଣୀ ଙ୍କୁ ନୂଆଁ ବେଶ କରାଯାଇ ଥାଏ, ଓ ସୁନା ରୂପାର ଅଳଙ୍କାରମାନ ମାଆଙ୍କୁ  ଆଭୂଷଣ କରାଯାଇ ନିତିକାନ୍ତି ଅନୁସାରେ  ଭୋଗ,ରାଗ କରାଯାଇ ଥାଏ  | ଭକ୍ତ ମାନେ ଯେପରି  ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ  ସେଥି ନିମନ୍ତେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ  ରଜନୀ କାନ୍ତ ସାମଲ, ଥାନା ଅଧିକାରୀ  ରାଜେଶ କୁମାର ନାୟକ  , ଓ ଷ୍ଟାଫ  ମାନେ ଉପସ୍ଥିତ ରହି  ଯାତ୍ରୀଙ୍କୁ ସହଯୋଗ ପ୍ରଦାନ କରିଥିଲେ |  ତଳେ ଦୂର, ଦୁରାନ୍ତ ରୁ ଆସୁଥିବା ଭକ୍ତମାନେ  ବଣର  ଅଧିକାଂଶ ସ୍ଥାନରେ  ଭୋଜି ଭାତ, ନାଚ, ଗୀତର ଆଶାର ଜମାଇ ଥିଲେ  |  ପ୍ରାୟ 2ଲକ୍ଷ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇ ଥିଲା  | ସେବାୟତ ମାନେ ମଧ୍ୟ ଭକ୍ତଙ୍କ ଭୋଗରାଗ କରି  ଦର୍ଶନ କରାଇ  ଛାଡୁଥିଲେ  | ଆଜି ବହୁ ସରକାରୀ ଅଧିକାରୀ, କର୍ମଚାରୀ  ଙ୍କ ସହିତ ସ୍କୁଲ କଲେଜ ଛାତ୍ର, ଛାତ୍ରୀ  ଓ ବହୁ ପର୍ଯ୍ୟଟକ  ମାଆଙ୍କୁ ଦର୍ଶନ କରିବା ସହିତ ବଡ଼ଖୁସିରେ ଘରକୁଫେରିଥିଲେ |ସମସ୍ତେ ଜଗତରମଙ୍ଗଳକାମନା କରିଥିଲେ | ମାଆଙ୍କ ମୁଖ୍ୟ ସେବାୟତ ବାପୁଜୀ ରଣା ସହିତ ବହୁ ସେବା ୟତ ଓ ପୁରୁଷୋତ୍ତମ ପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେରେଡି,ଉପସ୍ଥିତ ଥିଲେ  |

News Comment

You Might Also Like

BACK TO TOP