Breaking News

ଖଲ୍ଲିକୋଟ ଡ଼ି ଆଇ ଇ ଟି ଠାରେ ଦୁଇଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ର ଉଦ ଘାଟନ |    (10-Jan-2025)       ||      ମାଲକାନା ଗିରି ସହର ର ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି |    (09-Jan-2025)       ||      ବୀର ଚକରା ବିଷୋୟୀ ଙ୍କ 202ତମ ଜୟନ୍ତୀ ପାଳିତ |    (09-Jan-2025)       ||      ଥଣ୍ଡା ପାନିଅ ରେ ନିଶା ଦେଇ କେମେରା ମେନ ଙ୍କ ଠାରୁ ଲୁଟ ଅଭିଯୋଗ |    (09-Jan-2025)       ||      ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର ରେ ଶାମ୍ବ ଦଶମୀ ବ୍ରତ ପାଳିତ,   (09-Jan-2025)       ||      ଜରାଜୀର୍ଣ ଅବସ୍ଥା ରେ ଖଲ୍ଲିକୋଟ ର 68 ବର୍ଷ ର ଚାରୁ ଓ କାରୁକଳା ମହାବିଦ୍ୟାଳୟ |   (09-Jan-2025)       ||      ଜାନୁୟାରୀ 13 ରୁଫେବୃୟାରୀ 26 ଯାଏଁ ଓଡିଶାରୁ କୁମ୍ଭ ମେଳା ପାଇଁ ଗଡିବ ଓ ଏସ ଆର ଟି ସି ବସ |    (09-Jan-2025)       ||      କୁନୀ ଝିଅ କୀର୍ତ୍ତି ମୟୀ ଙ୍କ ଇଣ୍ଡିଆ ବୁକ ଅଫ ରେକଡ଼ |    (09-Jan-2025)       ||      ଟାଟା ମୋଟର୍ସ ରେ ଚାକିରି ଦେବା ନାମରେ ଠକେଇ ମାମଲା ରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଆଶ୍ବସ୍ତି |    (08-Jan-2025)       ||      ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଦୁଈ ବ୍ୟକ୍ତି ଗିରଫ |    (08-Jan-2025)       ||      ନୃସିଂହ ନାଥ କୃଷକ ସଙ୍ଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |    (08-Jan-2025)       ||      ପୁରୁଷୋତ୍ତମପୁର ନଗର ବିଜେପି ମଣ୍ଡଳ ସଭାପତି ହେଲେ ଯୁବନେତା ସୂର୍ଯ୍ୟନାରାୟଣ ମହାରଣା |    (08-Jan-2025)       ||      25ତମ ବାର୍ଷିକ ଉତ୍ସବ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ |    (08-Jan-2025)       ||      ଖଲ୍ଲିକୋଟ ଦେବୀ ଝର କ୍ଷୁଦ୍ର ଜଳ ସେଚନ ର ପୁନଃ ରୁଦ୍ଧାର ପାଇଁ 92ଲକ୍ଷ38ହଜାର ଅନୁମୋଦନ |   (08-Jan-2025)       ||      148 ଜନ ଓ ଏ ଏସ ଙ୍କ ବଦଳି କଲେ ରାଜ୍ୟ ସରକାର |    (08-Jan-2025)       ||      ଶାଶୁ ଙ୍କୁ ଭରଣ ପୋଷଣ ଦେବେ ବୋହୁ, ପଞ୍ଜାବ ହରିୟାଣା କୋର୍ଟ ଙ୍କ ବଡ଼ ରାୟ ||   (08-Jan-2025)       ||      ଟିକିରି କୁ ବ୍ଲକ ମାନ୍ୟତା ଦାବିରେ, ଜନସାଧାରଣ ଙ୍କ 2ୟ ବୈଠକ ଅନୁଷ୍ଠିତ |   (07-Jan-2025)       ||      ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ବୈଠକ |   (07-Jan-2025)       ||      ବୃତ୍ତି ପରୀକ୍ଷା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର, ଛାତ୍ରୀ ଙ୍କ କୁର୍ତ୍ତିତ୍ୱ |   (07-Jan-2025)       ||      ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ମାନଙ୍କ ଅସ୍ତ୍ର, ଶସ୍ତ୍ର, ଧରି ଆନ୍ଦୋଳନ |    (07-Jan-2025)       ||     

ଖଲ୍ଲିକୋଟ ମର୍ଦରାଜ ମହୋତ୍ସବ ନିରାଡ଼ମ୍ବ ରେ ପାଳିତ ହେବ |

27-Dec-2024

ଖଲ୍ଲିକୋଟ : ମର୍ଦରାଜ ମହୋତ୍ସବ ନିରାଡମ୍ବର ରେ ପାଳିତ ହେବ 
                    __________________________

          ଓଡିଶା ଜନମତ ବ୍ୟୁରୋ,

ଖଲ୍ଲିକୋଟ ; 27/12  ଓଡିଶା ଏକତ୍ରି କରଣ ର ମହାନ ସାରଥୀ ସ୍ବର୍ଗତ ରାମ ଚନ୍ଦ୍ର ମର୍ଦରାଜ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମର୍ଦରାଜ  ମହୋସ୍ତାବ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ତାଙ୍କର ପୁତ୍ରବଧୂ ତଥା ଖଲ୍ଲିକୋଟ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ ଦେହାନ୍ତ କାରଣରୁ ଚଳିତ ବର୍ଷ ମର୍ଦରାଜ ମହୋତ୍ସବ କୁ ନିରାଡ଼ମ୍ବାର ସହକାରେ ପାଳିତ କରାଯିବ ବୋଲି ଖଲ୍ଲିକୋଟ ମର୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ବରିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ସାହୁ  ଏ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି |ଜୟନ୍ତୀ ରେ କେବଳ ଏକ ସଭା ଆୟୋଜନ କରାଯାଇ ସ୍ବର୍ଗତ ମର୍ଦରାଜ ଙ୍କ ସ୍ମୃତି ଚାରଣ କରାଯିବ | କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ପରିଷଦ ର କର୍ମକର୍ତା ମାନେ ପ୍ରକାଶ କରିଥିଲେ | ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସମାଜସେବୀ ସୁଶ୍ରୀ ଆରତୀ ଦେବୀ, ଡକ୍ଟର ହର ପ୍ରସାଦ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ପ୍ରାକ୍ତନ ନଗରପାଳ ରାମ ମୋହନ ପଣ୍ଡା, ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ, ଅଧ୍ୟାପକ ଡ଼ଃ ଅଶୋକ କୁମାର ପାଲ, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁଲୋଚନା ପଣ୍ଡା ପ୍ରମୁଖ ବିଦ୍ଧିଜୀବୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

News Comment

You Might Also Like

BACK TO TOP