Breaking News

ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||      ଗତ ଶ୍ରମିକ ଦିବସରେ ଓୟୁଜେ ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ଦାବିନେଇମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |    (02-May-2026)       ||      ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ବାଚନ ତପନ କୁମାରନାୟକ ସଭାପତି, ଓ ପ୍ରକାଶ କୁମାର ହାତୀ ସମ୍ପାଦକ |   (02-May-2026)       ||      ଅଗ୍ନି କାଣ୍ଡ ଘଟି ବୃଦ୍ଧ ମା ଜୀବନ୍ତ ଦଗ୍ଧ ଓ ଦୁଇଭାଇ ଗୁରୁତର ଏବଂ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ |    (02-May-2026)       ||      ବୁଗୁଡ଼ା ରେ"ଘୁମୁସର ସ୍ୱର ` ପକ୍ଷରୁ 161 ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ |    (02-May-2026)       ||      ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||     

ଖଲ୍ଲିକୋଟ ରେ ବିଜେଡିର 28ତମ ପ୍ରତିଷ୍ଠା ଦିବସ ପାଳିତ |

26-Dec-2024

ଖଲ୍ଲିକୋଟ ରେ ବିଜେଡି ରେ 28 ତମ ପ୍ରତିଷ୍ଠା ଦିବସ,

ଛ ମାସର ବିଜେପି ସରକାରରେ ଦରଦାମ ବୃଦ୍ଧି ଖାଉଟି ଙ୍କୁ ଅସହ୍ୟ କଲାଣି | 
         ____________________________

                    ଓଡିଶ     ଜନମତ   ବ୍ୟୁରୋ,,

ଖଲ୍ଲିକୋଟ : 26/12 ଗତ ଛି ମାସ ର ବିଜେପି ସରକାର ଅମଳରେ ଆକାଶ ଛୁଁଆ ଦରବୃଦ୍ଧି ସାଧାରଣ ଖାଉଟି ଙ୍କୁ ଅସହ୍ୟ ହେବା ସହ ନିର୍ବାଚନ ପ୍ରତିଶୃତି ପାଳନ ରେ ବିଫଳ ହୋଇଥିବା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ାଳ ଖାଇ ମନ୍ଦିର ପରିସର ରେ ଆୟୋଜିତ ବିଜେଡି ର 28 ତମ ପ୍ରତିଷ୍ଠା ଦିବସ ରେ ନେତା ପି କର୍ମୀ ମାନେ ମତବ୍ୟକ୍ତ କରି ନବୀନ ଜଦି ଅପାରଗ ତାହାହେଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ନବୀନ ଙ୍କୁ ଭରତ ରତ୍ନ ପ୍ରଦାନ ପାଇଁ ପ୍ରସ୍ତାବ ଦେଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି |ଖଲ୍ଲିକୋଟ ବ୍ଲକ ର ଅସ୍ଥାୟୀ ବିଜେଡି ସଭାପତି ପ୍ରଫୁଲ୍ଲ ସାହୁ ଙ୍କ ଅଧକ୍ଷତା ରେ ଆୟୋଜିତ ବିଜେଡି ର 28 ତମ ପ୍ରତିଷ୍ଠା ଦିବସ ରେ ଖଲ୍ଲିକୋଟ ର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିନାୟକ ଜାଲ୍ଲୀ, ଚନ୍ଦନା ସେଠି, ସାବୁଲିଆ ସରପଞ୍ଚ  ଅହଲ୍ୟା ବେହେରା ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ଶଙ୍କର ସାହୁ, ପୂର୍ବତନ ସରପଞ୍ଚ ବାବୁଲି ପଣ୍ଡା, ପଥରା ପୂର୍ବତନ ସରପଞ୍ଚ ବନମାଳୀ ବାଲା ଓ ପୁରୁଷୋତ୍ତମପୁର ବ୍ଲକ ର ଗୌରୀ ଗୌଡ଼, ନୀଳାଞ୍ଚଳ ପଣ୍ଡା, ଅହଲ୍ୟା ବେହେରା, ଚିତ୍ତରଞ୍ଜନ ମାଝି, ଅଶୋକ ମାହାଙ୍କୁଡ ପ୍ରମୁଖ ନେତା ଓ କର୍ମୀ ମାନେ ଯୋଗ ଦେଇ ରାଜ୍ୟ ରେ ବିଜେପି ସରକାର 300 ୟୁନିଟ ବିଜୁଳି ଛାଡ଼ ବିଧବା, ବାର୍ଦ୍ଧକ୍ୟ ଭତ୍ତା, 3000 ଟଙ୍କା କୁ ଓ ସୁଭଦ୍ରା ଯୋଜନା ରେ ମହିଳା ଙ୍କ ପିଛା ଦେବା କହି ରାଜ୍ୟ ବାସି ପ୍ରତାରିତ କରିଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଥିଲେ |

News Comment

You Might Also Like

BACK TO TOP