Breaking News

ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||      ଗତ ଶ୍ରମିକ ଦିବସରେ ଓୟୁଜେ ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ଦାବିନେଇମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |    (02-May-2026)       ||      ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ବାଚନ ତପନ କୁମାରନାୟକ ସଭାପତି, ଓ ପ୍ରକାଶ କୁମାର ହାତୀ ସମ୍ପାଦକ |   (02-May-2026)       ||      ଅଗ୍ନି କାଣ୍ଡ ଘଟି ବୃଦ୍ଧ ମା ଜୀବନ୍ତ ଦଗ୍ଧ ଓ ଦୁଇଭାଇ ଗୁରୁତର ଏବଂ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ |    (02-May-2026)       ||      ବୁଗୁଡ଼ା ରେ"ଘୁମୁସର ସ୍ୱର ` ପକ୍ଷରୁ 161 ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ |    (02-May-2026)       ||      ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||     

ଖଲ୍ଲିକୋଟ ପାଚିକା ଙ୍କ 4 ଦିନିଆ ପ୍ରଶକ୍ଷିଣ ତାଲିମ ଶିବିର ଅନୁଷ୍ଠିତ |

26-Dec-2024

ଖଲ୍ଲିକୋଟ: ପାଚିକା ସହାୟିକାଙ୍କ ପ୍ରଶିକ୍ଷଣ ସକାଶେ ଚାରିଦିନିଆ ତାଲିମ ଶିବିର ଆୟୋଜିତ,

                       ଓଡିଶା ଜନମତ ବ୍ୟୁରୋ,

ଖଲ୍ଲିକୋଟ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ କନକ ମଞ୍ଜରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶ୍ରୀମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ଠାରେ ଚାରି ଦିନିଆ ପାଚିକା ସହାୟିକାଙ୍କ ତାଲିମ ଶିବିର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ରୀତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭୋଦ୍ଘାଟନ କରିଛନ୍ତି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସଦ୍ୟସ୍ମାନ ପଣ୍ଡା  । ଆୟୋଜିତ ଶିବିର ଗତ ତା ୨୪/୧୨/୨୪ ରିଖରୁ ଆରମ୍ଭ ହୋଇଥିଲା ବେଳେ ତା ୨୬/୧୨, ତା ୨୭/୧୨ ଏବଂ ତା ୩୦/୧୨/୨୪ ରିଖରେ ଉଦଯାପିତ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି । ଖଲ୍ଲିକୋଟ ବ୍ଲକର ଉଭୟ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମୁଦାୟ ୪୧୭ ଜଣେ ପାଚିକା ସହାୟିକାଙ୍କ ଦକ୍ଷତା ବିକାଶ ସକାଶେ ଉକ୍ତ ତାଲିମ ଶିବିର ଆୟୋଜିତ ହୋଇଆସୁଅଛି । ବିରିପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା, ଆଭାସ କ୍ଲଷ୍ଟର ସି ଆର ସି ସି କୃଷ୍ଣଚନ୍ଦ୍ର ପରିଡ଼ା, କହ୍ନେଇପୁର କ୍ଲଷ୍ଟର ସି ଆର୍ ସି ସି ଲିପନ ପଣ୍ଡା, ଉସ୍ତାପଡା ସି ଆର୍ ସି ସି ରାଜେନ୍ଦ୍ର ପ୍ରସାଦ ପଣ୍ଡା,କନକା କ୍ଲଷ୍ଟର ସି ଆର୍ ସି ସି ଡକ୍ଟର ଦ୍ବାରିକାନାଥ ମହାରଣା, ତାଳପଡା କ୍ଲଷ୍ଟର ସି ଆର୍ ସି ସି ଅନାଥ ଚରଣ ବେହେରା, ଶ୍ରୀମତୀ ରୀନା ସାହୁ ପ୍ରମୁଖ ସମ୍ବଳ ଶିକ୍ଷକ ଭାବେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା,   ବିଦ୍ୟାଳୟରେ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ରୋଷେଇ, ସହଜ ଉପଲବ୍ଧ ଭିଟାମିନ ଯୁକ୍ତ ଫଳ, ପନିପରିବାର ବ୍ୟବହାର, ରୋଷେଇ ସମୟରେ ଟୋପି, ଆପ୍ରୋନ ପରିଧାନର ଆବଶ୍ୟକତା, ମଧ୍ୟାହ୍ନ ଭୋଜନ ଶୃଙ୍ଖଳିତ ପରିବେଷଣ, ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଆଦି ବହୁବିଧ ଦିଗ ସମ୍ପର୍କରେ ଉପସ୍ଥିତ ପାଚିକା ସହାୟିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଅଛନ୍ତି । ଏତଦବ୍ୟତୀତ ମାଷ୍ଟର ଟ୍ରେନର ଭାବେ ପଙ୍କଜା ଡାକୁଆ, ଗୀତା ରାଣୀ ଖୁଣ୍ଟିଆ ତାଲିମ ଶିବିରରେ ତାଲିମ ପ୍ରଦାନ କରୁଅଛନ୍ତି । ପି. ଏମ୍ . ପୋଷଣ ରାଜ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ କାଳୁ ଚରଣ ବାରିକ ଯୋଗଦେଇ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଆଭିମୁଖ୍ୟ ସମ୍ପର୍କରେ ସ୍ୱତନ୍ତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକ୍ ପି.ଏମ. ପୋଷଣ ଦାୟିତ୍ଵରେ କାର୍ଯ୍ୟ ସମ୍ପାଦନ କର୍ମୀ ଶ୍ରୀମତୀ ପ୍ରତିମା ବେହେରା ବିଦ୍ୟାଳୟରେ ପଠନରତ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରି ପରିବେଷଣ କରୁଥିବା ପାଚିକା ସହାୟିକାଙ୍କ ଗୁରୁ ଦାୟିତ୍ବ ବିଷୟରେ ସ୍ୱତନ୍ତ୍ର ବକ୍ତବ୍ୟ ରଖିଥିଲେ । ଆସନ୍ତା ତା ୩୦/୧୨/୨୪ ରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତାଲିମ ଶିବିରର ସୁପରିଚାଳନା ଦାୟିତ୍ଵରେ ବି ଆର୍ ସି ସି ସୁଷମା ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନାରାୟଣ ସେଠୀ, ସୁଶାନ୍ତ କୁମାର ନାୟକଙ୍କ ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶିବିର ପରିଚାଳନା ନିମନ୍ତେ ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି । ଉଦଯାପନୀ ଦିବସରେ ପାଚିକା ସହାୟିକାଙ୍କ ମଧ୍ୟରେ ଉନ୍ନତ ମାନର ଶସ୍ୟରେ ତିଆରି ଖାଦ୍ୟ ପ୍ରସ୍ତୁତିକୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ମନୋନୀତ ଖାଦ୍ୟ ପ୍ରସ୍ତୁତକାରୀ ପାଚିକା ସହାୟିକାଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି ।

News Comment

You Might Also Like

BACK TO TOP