Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ମୋଦିଙ୍କ 76ତମ ଜନ୍ମ ଦିନ ଦୀପ ଦାନ କରି ପାଳନ କଲେ ପ୍ରତାପ ନାୟକ ଓ କର୍ମୀ ମାନେ |

18-Sep-2026

ଯଉଗଡ଼ ଠାରେ ବିଧାୟକ ଓ ମହିଳା କର୍ମୀ ଙ୍କ ଦ୍ୱାରାସମୂହ ଆଶୀର୍ବାଦ ଦୀପ ଦାନ କାର୍ଯ୍ୟକ୍ରମ  ଅନୁଷ୍ଠିତ |

ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ:----

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ପଞ୍ଚାୟତ ରେ  ଅନୁଷ୍ଠିତ ଐତିହାସିକ ଗାଥା ବହନ କରୁଥିବା ଅଶୋକ ଙ୍କ 11ଗୋଟି ଅନୁଶାସନ ଲେଖାଥିବା ଯଉଗଡ଼ ଠାରେ ବିଜେପି ର ମହାନାୟକ ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ  ଏକମାସ ବ୍ୟାପି 76ତମ ଜନ୍ମଦିନ ପାଳନକରି ସମୂହ ଦୀପ ଦାନ କରିଥିଲେ | ଏହି ଅବସର ରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତି ରେ ତଥା ପାଣ୍ଡିଆ ସରପଞ୍ଚ ସବିତା ସେଠୀ,ପାଣ୍ଡିଆ ମିଶନ ଶକ୍ତି ସଭାପତି ମମତା ପ୍ରଧାନ ଆଛୁଲି ବିଜେପିଉ ମଣ୍ଡଳ ପ୍ରଭାରୀ ଲିରୁନ ଦାଶ ଓ କୈଳାଶ ସେଠୀ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇ ରୁ ତିନିଶହ ମହିଳା ଏକତ୍ରିତ ହୋଈ  ପ୍ରଧାନମନ୍ତ୍ରୀ ଙ୍କ ନିରୋଗୀ ଜୀବନ କାମନା କରି ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 76 ତମ ଜୟନ୍ତୀ ରେ ଆଶ୍ରିବାଦ ଦୀପ ଜଳି ସେବା ସମର୍ପିତ ହେବା ପାଇଁ ସରକାରୀ ସ୍ତରରୁ ବେସରକାରୀ ସ୍ତରରେ ପାଳିତ ହେଉ ଥିବା ଯଉଗଡ଼ ଠାରେ ଏଜ ଭିନ୍ନ ରଙ୍ଗ ରେ ପାଳିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ବହୁ ଦକୀୟ ନେତା  କର୍ମୀ ମାନେ ଯୋଗଦେଇ 
ଆଶ୍ରିବାଦ ଦୀପ ପ୍ରଜ୍ବଳନ କରି ମୋଦୀ ଙ୍କ ଦୀର୍ଘ ଶାସନ ଓ ନିରାମୟ ଜୀବନ କାମନା କରିଥିଲେ | ବିଧାୟକ ପ୍ରତାପ ନାୟକ କହିଥିଲେ ମୋଦିଙ୍କ  ଗୁଜୁରାଟ ରେ 13 ବର୍ଷ ମୁଖ୍ୟମନ୍ତ୍ରୀ ଶାସନ ଓ ଭାରତ ର ପ୍ରଧାନ ମନ୍ତ୍ରୀ ଭାବେ 12 ବର୍ଷ ଶାସନ ର ବିଭିନ୍ନ ଜଣକଲ୍ୟାଣ କାରି ଯୋଜନା ସମ୍ପର୍କ ରେ ଆଲୋକ ପାତ କରିଥିଲେ |

News Comment

You Might Also Like

BACK TO TOP