Breaking
News
Breaking
News
17-Sep-2026
ଚୋରା ରନ୍ଧା ମଦ କାରଖାନା ଉପରେ ଚଢ଼ାଉ, ଆସ୍କା ପୋଲିସ ର ବଡ ସଫଳତା ହାସଲ।
ଓଡିଶା ଜନ ମତ
କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର:----
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆସ୍କା ପୋଲିସ ଅଚାନକ ଚଢ଼ାଉ କରି ବଡ ଧରଣର ସଫଳତା ହାସଲ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଆସ୍କା ଥାନା ଅନ୍ତର୍ଗତ ବାଲିସିରା ଗ୍ରାମ ର ଦୁର୍ଗମ ଅଞ୍ଚଳରେ ଚାଲିଥିବା ରନ୍ଧା ମଦ କାରଖାନା ଉପରେ ପୋଲିସ ଚଢାଉ କରିଥିଲେ। ସେଠାରେ ପ୍ରାୟ ୧୬୦୦ ଲିଟର ମଦ ପୋଚ ନଷ୍ଟ ସହ ଗଚ୍ଛିତ ଥିବା ୨୦୦ ଲିଟର ବେଆଇନ ମଦ ଜବତ କରିଛନ୍ତି ଓ ରନ୍ଧା ମଦ ସାମଗ୍ରୀ ଓ କଞ୍ଚାମାଲ ଜବତ କରିଥିବା ଜଣାପଡିଛି।
BACK TO TOP