Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପରମହଂସ ପୁର ଗାଁର 13 ପରିବାର କୁ ଘର ଉଛେଦ ପାଇଁ ପରଜଙ୍ଗ ତହସିଲ ଅଫିସି ରୁ ନୋଟିସ ||

13-Sep-2026

ପରମହଂସ ପୁର ଗାଁର ୧୩ଟି ପରିବାରକୁ ଘର ଉଚ୍ଛେଦ ପାଇଁ ନୋଟିସ |

ଓଡିଶା ଜନ ମତ ବ୍ୟୁରୋ,

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ କୁଆଳୋ ପଞ୍ଚାୟତ, ପରମହଂସ ପୁର ଗାଁ ର ୧୩ ଟି ପରିବାରକୁ ଘର ଉଛେଦ ପାଇଁ ଗତ କାଲି ରାତି ସାଢେ ୮ଟା ବେଳେ ନୋଟିସ କରଯାଇଛି l ଜଙ୍ଗଲ କିସମ ଜମିରେ ଘର କରିଥିବା ନେଇ ଅଭିଯୋଗ ହୋଇଥିଲା l
ନୋଟିସ ପାଇଥିବା ପରିବାର କୁହନ୍ତି, କି ସେମାନେ ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ବସ୍ତି ସ୍ଥାପନ କରିଛନ୍ତି l ସେମାନଙ୍କୁ ସରକାରୀ ଆବାସ, ସ୍କୁଲ, ପକ୍କା ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସେବା ଯୋଗାଇବା ପରେ ଉଛେଦ ନୋଟିସ ପାଇବାରୁ କାନ୍ଦବୋବାଳିରେ ସାହି ଫାଟିପଡୁଛି  |ସେମାନେ କୁଆଡେ ଯିବେ, କେଉଁଠି ରହିବେ ସେହିକଥା ଭାବି  ସମସ୍ତେ ଏବଂସେମାନଙ୍କ ପରିବାର ବ୍ୟସ୍ତ ହୋଉ ପଡିଛନ୍ତି | ଯଦି ସେହିଁ ଜାଗା ଉଛେଦ କରାଯିବ ତେବେ ସରକାର ସେମାନଙ୍କୁ କେଉଁଠାରେ ଥଇଥାନ କରି ଏଠାରୁ ଉଛେଦ କରନ୍ତୁ | ଏହାଯଦି ନକରିବେ ତେବେ ସେମାନେ ସମସ୍ତେ ମିଶନ ଆଗରେ ଶୋଇ ଜୀବନ ବଳି ଦେବେ ବୋଲି କହିଛନ୍ତି ||

News Comment

You Might Also Like

BACK TO TOP