Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଗ୍ରାମାଞ୍ଚଳ ର କ୍ଵାକ ଙ୍କ ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ବରଣ କଲେ ଶିକ୍ଷକ |

12-Sep-2026

 ଅପାଠୁଆ କ୍ଵାକ ଙ୍କ ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଶିକ୍ଷକ ଙ୍କ ଜୀବନ ||

କ୍ଵାକ ଘର ଆଗରେ ଉତ୍ତେଜନା | 

ଓଡିଶା ଜନ ମତ, ସନ୍ତୋଷ କୁମାର ପଣ୍ଡା, 

ପୋଲସରା ୧୨/୯/୨୬ :--------

ପୋଲସରା ଥାନା ଅଧୀନରେ ପାଣ୍ଡିରିପଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ  ଘଟଣା ଘଟିଯାଇଛି। ଜଣେ ଅର୍ଦ୍ଧ ଶିକ୍ଷିତ କ୍ଵାକ ଜୟରାମ ଦିଗାଲ ଓରଫ ଉଦୀୟ ଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଶିକ୍ଷକଙ୍କ ଜୀବନ ସହିତ ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି।  ମୃତ ଶିକ୍ଷକ ଜଣକ ହେଲେ ଆଦିବାସୀ ବହୁଳ ଗ୍ରାମ ରାଇପଡା ଗ୍ରାମର ରମେଶ ପ୍ରଧାନ ଓ ବିରିପୁର ଗ୍ରାମର କାମ୍ପ ଜାନୀଙ୍କ ୧୨ ବର୍ଷର ନାବାଳିକା ଝିଅ। ରମେଶ ସେ ପାଣ୍ଡିରୀ ପଡା ସ୍କୁଲରେ ଶିକ୍ଷକତା କରୁଥିଲେ। ଘଟଣାରୁ ପ୍ରକାଶ ଯେ  ରାଇପଡା ଗ୍ରାମର ଶିକ୍ଷକ ରମେଶ ପ୍ରଧାନଙ୍କୁ ଜ୍ୱର ହୋଇଥିଲା ପରିବାର ପକ୍ଷରୁ ସ୍ତ୍ରୀ ସାବିତ୍ରୀ ପ୍ରଧାନ ବିଚଳିତ ହୋଇ ପାଣ୍ଡିରୀପଡା  ନିଜ ଗ୍ରାମ ରେ କ୍ଵାକ ଭାବେ କାମ କରୁଥିବା ଜୟରାମ ଡିଗାଲ ଓରଫ ଉଦୀୟ ଦିଗାଲ କୁ ଦେଖାଇଥିଲେ। ସେ ରମେଶଙ୍କୁ ସାଲାଇନ ଲଗାଇ ୩-୪ଟି ଇଞ୍ଜେକ୍ସନ ଦେଇଥିଲେ। ସ୍ୱାସ୍ଥ୍ୟ ର ଉନ୍ନତି ହେବା ପରିବର୍ତ୍ତେ ଅବନତି ଘଟି ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ବିବ୍ରତ ହୋଇ ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ସେଠାରେ ଡାକ୍ତର ଦେଖି ବ୍ରହ୍ମପୁର ରେଫର କରିଥିଲେ । ପରିବାର ଲୋକେ  ବ୍ରହ୍ମପୁର ରେ ଦେଖାଇଲାବେଳକୁ ଡାକ୍ତର ଦେଖି ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ମେଡିକାଲ ରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଶବ ପାଣ୍ଡିରୀପଡା ରେ ପହଁଚିଲା ପରେ କ୍ଵାକ ଜୟରାମ ଡିଗାଲର ଘର ଆଗରେ ଗାଡି ଭିତରେ ଶବ ଥିବା ଅବସ୍ଥାରେ ରଖି  ମୃତ ରମେଶ ପ୍ରଧାନଙ୍କ ଆତ୍ମୀୟ ସ୍ୱଜନ ଭାଇ ବନ୍ଧୁ ଓ ଗ୍ରାମବାସୀ ପୋଲସରା ପୁଲିସର ଉପସ୍ଥିତି ରେ ହୋହାଲ୍ଲା କରିବା ସହ  ଘରର ଫାଟକ ଭାଙ୍ଗିବା ପାଇଁ ପଥର ଓ କାଠ ସାହାଯ୍ୟ ରେ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ପୁଲିସ ଅଟକାଇଥିଲା। ଆନ୍ଦୋଳନ କାରୀମାନେ ଜିଦ କରିଥିଲେ କି ଆମକୁ ଉଚିତ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଏଠି ଶବ ରଖି ବସିବୁ। ସେମାନଙ୍କ ଜିଦ ସେ କ୍ଵାକ ଦିଗାଲକୁ ଆମ ସାମନା କୁ ଡାକନ୍ତୁ, ଆମକୁ ନ୍ୟାୟ ଦିଅନ୍ତୁ  ବୋଲି ଆନ୍ଦୋଳନ କାରୀମାନେ ପୁଲିସକୁ କହିଥିଲେ।ପରେ ପରେ ପୋଲସରା ଥାନାଧିକାରୀ କୌଶିକ ମାଝୀ ଆନ୍ଦୋଳନ କାରୀମାନଙ୍କୁ ବୁଝାସୁଝା କରି ଦୁଇଦିନ ସମୟ ମାଗିଥିଲେ। ପରେ ଆନ୍ଦୋଳନ କାରୀମାନେ ଶବ ରାଇପଡା ଗ୍ରାମକୁ ନେଇ ଶବ ସଂସ୍କାର କରିଥିଲେ। କାମ୍ପଙ୍କ ଝିଅକୁ ମଧ୍ୟ ଏହି ପରି ଚିକିତ୍ସା କରି ମାରିଥିବା ଅଭିଯୋଗ ହୋଇଥିଲା।ସୂଚନା ଥାଉ କି ସମ୍ପୃକ୍ତ କ୍ଵାକ  ଜୟରାମ ଦିଗାଲ  ସେହି ଅଞ୍ଚଳରେ ଭୁଲ ଚିକିତ୍ସା କରି ପ୍ରାୟ ୮ ରୁ ୧୦ଜନ ମୃତ୍ୟୁବରଣ କଲେଣି। ଏହାକୁ ନେଇ କ୍ଵାକ ବିରୁଦ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଡ୍ରଗ ଇନିସ୍ପେକ୍ଟର ଏବଂ ପୁଲିସ ପ୍ରଶାସନ କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି କି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପୀତବାସ ପ୍ରଧାନ, ସରପଞ୍ଚ ରଘୁନାଥ ଭୂୟାଁ ସମେତ ପରିବାର ଓ ଅଂଚଳବାସୀ ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP