Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ସାହିରେ ବୋମା ପଡିବା ଘଟଣାରେ ରଗଡି ସାହି ବାସିନ୍ଦାଙ୍କ ଥାନା ଘେରାଉ |

03-Aug-2026

 ମହିଳାଙ୍କ ଟାଉନ ଥାନା ଘେରାଉ,ରଗଡି ସାହିରେ ବୋମା ପଡିବା ଘଟଣା ରେ  |

 ଓଡିଶା ଜନ ମତ ବ୍ୟୁରୋ | 

କିଛି ଗାଁ ହେଉ କିମ୍ବା ସହର ସବୁଠି କିଛିନା କିଛି ଅଶାନ୍ତି, ଗଣ୍ଡଗୋଳ, ମାରପିଟ, ରାହାଜାନୀ, ଇତ୍ୟାଦି କାମ ଲାଗିରହିଥାଏ | ତେବେ ସାହିରେ ବୋମା ପକାଇ ଆତଙ୍କ ହେଉଥିବା  ଯୋଗୁଁ ସେହି ସାହିର ମହିଳା ମାନେ ଏହାର ପ୍ରତିବାଦ କରି ଥାନା ପାଖରେ ପହଞ୍ଚିଥିଲ |  ସେହି ଗାଁ ହେଉଛି ଢେଙ୍କାନାଳର ରଗଡି ସାହିରେ ଦିନକୁ ଦିନ ଅଶାନ୍ତି ବଢ଼ିବାରେ ଲାଗିଛି। ଶାନ୍ତର ଏହି ସହରରେ କିଛି ନା କିଛି ଘଟଣା ଅଘଟଣ ମାନ ଘଟି ଚାଲିଛି। କେତେବେଳେ ବୋମା ପଡ଼ିଲାଣି ତ କେତେବେଳେ ଗୁଳିଗର୍ଜି ଉଠିଲାଣି ଚୋରୀ ଏବଂ ରାହାଜାନୀ ପ୍ରତ୍ୟେକ ଦିନ ଘଟୁଛି। ପୋଲିସ ନିଷ୍କ୍ରିୟ ପାଲଟିଛି। କେତେବେଳେ କେତେ ଜଣଙ୍କୁ ଧରି ଚୁପ୍ ହୋଇଯାଉଛି। ଗତକାଲି  ରତିରେ ଢେଙ୍କାନାଳ ସହରର ରଗଡ଼ି ସାହି ନିକଟରେ କିଛି ମୁଖାପିନ୍ଧା ଦୃବୁତ ଆସି ୩ଟି ବୋମା ପକାଇ ଚାଲି ଯାଇଥିଲେ। ୨ ଟି ଫୁଟିଲା ଗୋଟିଏ ଅଫୁଟା ବୋମା ପୋଲିସ ଜବତ କରିଛି। ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ନ୍ୟାୟ ପାଇବା ପାଇଁ ରଗଡ଼ି ସାହିର ମହିଳା ମାନେ ଟାଉନ ଥାନା ଘେରାଉ କରିଥିଲେ। ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିବାf ପାଇଁ ଦାବୀ କରି ମହିଳାମାନେ ଟାଉନ ଥାନା ଘେରାଉ କରିଥିଲେ।

News Comment

You Might Also Like

BACK TO TOP