Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଶିକ୍ଷକ କିରଣ କୁମାର ଖଟେଇଙ୍କ ବିୟୋଗ ରେ ଶୋକ ସଭା |

02-Aug-2026

ଶିକ୍ଷକ କିରଣ କୁମାର ଖଟେଇଙ୍କ ବିୟୋଗରେ ଶୋକସଭା।

ଓଡ଼ିଶା ଜନମତ ପୋଲସରା ସନ୍ତୋଷ କୁମାର ପଣ୍ଡା,
  ତା.୦୨/୦୮/୨୬:- -----

ପୋଲସରା ବ୍ଲକ୍ ଢୁଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୋଲସରା ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକେଡେର)  ସଂଘର ସଭାପତି କିରଣ କୁମାର ଖଟେଇଙ୍କ ଗତ ତା.୩୦/୦୬/୨୬ ରିଖ ଦିନ ଦେହାନ୍ତ ହୋଇଥଲା। ତାଙ୍କର ଆକସ୍ମିକ ବିୟୋଗରେ ଗଞ୍ଜାମ ଜିଲ୍ଲା (ଏକ୍ସକେଡେର)  ଶିକ୍ଷକ ସଂଘ ପକ୍ଷରୁ ଏକ ଶୋକସଭା ଶିକ୍ଷକ ସଚିନ୍ଦ୍ର ନାୟକଙ୍କ  ସଂଯୋଜନାରେ ଉକ୍ତ ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଯାଇଛି।  ବରିଷ୍ଠ ଶିକ୍ଷକ ପ୍ରମୋଦ ଦଳେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ  ଗଞ୍ଜାମ ଜିଲ୍ଲା ମହାସଂଘର ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ମହେଶ୍ୱର ମହାରଣା, ସମ୍ପାଦକ ଲଲାଟ କୁମାର ସାହୁ, ବରିଷ୍ଠ ଉପସଭାପତି ସୁଧାଂଶୁ ଶେଖର ପଟ୍ଟନାୟକ, ଗଣମାଧ୍ୟମ  ସଂଯୋଜକ  କେ  ଆବାଲ୍ୟ ରେଡି, ବୁଗୁଡ଼ା ବ୍ଲକ ସଭାପତି ଆଦିତ୍ୟ କୁମାର ପ୍ରଧାନ ଓ ଅନିଲ କୁମାର ପ୍ରଧାନ, କବିସୂର୍ଯ୍ୟନଗର ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ସାହୁ,  ଛତ୍ରପୁର ଏନପିଏସ ଶିକ୍ଷକ ସଂଘ ସଭାପତି କୃଷ୍ଣଚନ୍ଦ୍ର ଦାସ ଉକ୍ତ ବିଦ୍ୟାଳୟ ଶିକ୍ଷକ ଶିବରାମ ଗୁରୁ , ସୁଶାନ୍ତ ଆରୁଖ,ପୋଲସରା ବ୍ଲକର ସତ୍ୟବାନ ପଣ୍ଡା, ସନ୍ତୋଷ କୁମାର ବେହେରା ଅନ୍ୟମାନେ ଯୋଗଦେଇ ଅମର ଆତ୍ମାର ସତଗତି କାମନା କରିବା ସହ  ୨ମିନିଟ ନିରବ ପ୍ରାର୍ଥନା କରିଥିଲେ l ପରେ ସମସ୍ତଙ୍କ ସହଯୋଗରେ ଶୋକସନ୍ତପ୍ତ  ପରିବାର ଗୃହକୁ ଯାଇ ଗଭୀର ନିକଟରେ  ସମବେଦନା ଜଣାଇଥିଲେ। ଏଥିସହ  ଆର୍ଥିକ ରାଶି ସାହାର୍ଯ୍ୟ ପ୍ରଦାନ କରିଥିଲେl

News Comment

You Might Also Like

BACK TO TOP