Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଗୁଜବ କୁ ଖଣ୍ଡନ କରି ସ୍ପଷ୍ଟି କରଣ ଦେଲେ ବିକ୍ରମ

19-Jul-2026

 ବିଜେପିରେ ବିକ୍ରମ ଆରୁଖ ମିଶିବା ଗୁଜବ କୁ ଖଣ୍ଡନ କଲେ  ଆରୁଖ,ମୁ ବିଜେଡିରେ ଥିଲି,ଅଛି ଏବଂ ରହିବି, 

ଓଡିଶା ଜନ ମତ ବ୍ୟୁରୋ, 

 ରାଜନୀତିରେ  ନେତାମାନେ କିଛିବର୍ଷ  ଦଳରେ ରହିଲା ପରେ  ଯେତେବେଳେ ନେତାଙ୍କ ସ୍ୱାର୍ଥ ରେ ବାଧା ଆସେ, କିମ୍ବା କିଛି କାର୍ଯ୍ୟ ହାସଲ ନହୁଏ, କିମ୍ବା ପଦ ପଦବୀ, ପତିଆରା ନମିଳେ ତେବେ ସେମାନେ ଦଳ ପରିବର୍ତ୍ତନ କରିଅନ୍ୟ ଦଳରେ ସାମିଲ ହୋଇଥାନ୍ତି |କିନ୍ତ ଏପରି କିଛି ନେତା ଅଛନ୍ତି ଯେଉଁମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ଦଳରେ ରହିଥାନ୍ତ |  ସେମାନଙ୍କୁ ସରକାରୀ ଦଳ କିମ୍ବା ବିରୋଧୀ ଦଳ ଯେତେ  ସୁଯୋଗ ଏବଂ ଅର୍ଥ, ପଦ ପଦବୀ ଯାଚିଲେ ମଧ୍ୟ ସେମାନେ ଏହି ଅଯାଚିତ ଦାନ କୁ ଗ୍ରହଣ କରି ନଥାନ୍ତି | ଗଞ୍ଜାମ ଜିଲ୍ଳାରେ ବହୁତ ନେତା ଙ୍କ ମଧ୍ୟରେ  ଜଣେ ହେଉଛନ୍ତି ଭଞ୍ଜନଗର ବିଧାନ ସଭାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ |   ବିକ୍ରମଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ରବିବାର ଦିନ ତମାମ ବିଭିନ୍ନ ଗଣମାଧ୍ୟମରେ ବିଜେପିରେ ସାମିଲ ହେଉଥିବା ନେଇ ଆଲୋଚନା ଚାଲିଥିବା ବେଳେ ବିକ୍ରମ କେଶରୀ ଆରୁଖ ଏ ନେଇ ସ୍ୱଷ୍ଟିକରଣ ରଖିଛନ୍ତି। ଏଭଳି ଆଲୋଚନା କେବଳ ଏକ ଗୁଜବ ବୋଲି କହିବା ସହ ବିଜୁ ଜନତା ଦଳର ମୁ ପ୍ରତିଷ୍ଠାତା ସଦସ୍ୟ। ମୋର ପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ, ମୋ ପ୍ରିୟ ଦଳ ହେଉଛି ବିଜୁ ଜନତା ଦଳ। ମୁଁ ବିଜୁ ଜନତା ଦଳରେ ପ୍ରତିଷ୍ଠା ଦିନଠାରୁ ଆନ୍ତରିକତାର ସହିତ କାର୍ଯ୍ୟ କରିଆସିଛି। ମୁଁ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବା ନେଇ ହେଉଥିବା ଆଲୋଚନାରେ  କୌଣସି ସତ୍ୟତା ନାହିଁ।  ଇଏ ଗୁଜବ ମାତ୍ର ମୁଁ ବିଜୁ ଜନତା ଦଳରେ ଥିଲି, ଅଛି ଏବଂ ରହିବି। ଏଥି ସହିତ ବିଜୁ ଜନତା ଦଳର  ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଭାବେ ରହିଥିବା ବେଳେ ବ୍ୟକ୍ତିଗତ ଅସୁବିଧା କାରଣରୁ ଗୋଟିଏ ଦୁଇଟି ବୈଠକରେ ଯୋଗ ଦେଇପାରିନି। ତାକୁ ନେଇ ଯଦି ଚର୍ଚ୍ଚା କରାଯିବ ତେବେ ଏହା ଅମୂଳକ ମାତ୍ର ବୋଲି ଶ୍ରୀ ଆରୁଖ ସ୍ୱଷ୍ଟିକରଣ ରଖିଛନ୍ତି। ବିଜୁ ଜନତା ଦଳରେ ରହିଛି, ମୋ ପ୍ରିୟ ନେତା ନବୀନ ପଟ୍ଟନାୟକ ଏବଂ ମୁଁ ତାଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି,ଆଗାମୀ ଦିନରେ ମଧ୍ୟ କାର୍ଯ୍ୟ କରିବି ବୋଲି କହିଛନ୍ତି। ପ୍ରକାଶ ଥାଉକି,ଗତ କିଛି ଦିନ ହେବ ବିଜେପି ଫୋକସରେ ଗଞ୍ଜାମ ଜିଲ୍ଲା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେପିରେ ସାମିଲ ହେଉଥିବା ନେଇ ଆଲୋଚନା ହୋଇଥିଲା। ଏ ନେଇ ଗୁପ୍ତ ବୈଠକ ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏ ନେଇ ଆଜି ଶ୍ରୀ ଆରୁଖ ଏକ ଭିଡିଓ ବାର୍ତା ଯୋଗେ ନିଜର ସ୍ୱଷ୍ଟିକରଣ ଦେଇଛନ୍ତି।

News Comment

You Might Also Like

BACK TO TOP