Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ଛତ୍ରପୁର ରାଜାଘର ଶ୍ରୀ ଜଗନ୍ନାଥ ମନ୍ଦିର ରେ ଠାକୁର ଙ୍କ ଶୃଙ୍ଖଳିତ ନବ ଯୌବନ ଦର୍ଶନ |

15-Jul-2026

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ  ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ନବଯୌବନ ଦର୍ଶନ |
 ଓଡିଶା ଜନ ମତ,ଛତ୍ରପୁର, ତା. ୧୪ / ୭,

କେ.ସତ୍ୟନାରାୟଣ ରେଡ୍ଡୀ:------
ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥାପିତ ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନେତ୍ରତ୍ସବ ଓ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଉପଲକ୍ଷେ ଏକ ନିଆରା ସାଂସ୍କୃତିକ ଭରା କାର୍ଯ୍ଯକ୍ରମରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଭକ୍ତି ଓ ଆଧ୍ୟାତ୍ମିକ ଜାଗରଣ ର ନୃତ୍ୟ ପରିବେଷଣ ହୋଇଥିଲା । ଯାହାକି ଅଗଣିତ ଭକ୍ତଙ୍କ ଗହଳି ମଧ୍ୟରେ ସ୍ଥାନଟି ଖୁବ୍ ଉତ୍ସଵ ମୁଖର ହୋଇ ଉଠିଥିଲା । ତେବେ ଦିଅଁ ଙ୍କ ନୀତିକାନ୍ତି ନିର୍ଦ୍ଧାରୀତ ସମୟ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ସହିତ ଚତୁର୍ଦ୍ଧାମୂର୍ତ୍ତି ଯଥା ବଡ଼ ଠାକୁର ବଳଭଦ୍ର, ପ୍ରଭୁଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ଠାକୁର ଜ୍ୱର ରୁ ସୁସ୍ଥ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଦୁର୍ଲଭ ଲୀଳା ଦର୍ଶନ ଯେ` ଅଗଣିତ ଭକ୍ତଙ୍କୁ ବିମୋହିତ କରିଥିଲା ।ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ନବଯୌବନ ବେଶ ଓ ନେତ୍ର ଉତ୍ସବ ଖୁବ୍ ନିଆରା ଧର୍ମରେ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଆସୁଅଛି । ଏହି ଦିନ ସନ୍ଧ୍ୟାରେ ଆୟୋଜିତ ରଙ୍ଗମଞ୍ଚରେ କୁନିକୁନି କଳାକାର ମାନେ ନାଟ୍ୟ-ମଣ୍ଡପରେ ମହାପ୍ରଭୁ କାଳିଆ ସାଆନ୍ତଙ୍କ ଙ୍କ ପ୍ରତି ନିଜକୁ ସମର୍ପଣ କରି ନିଜର ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ରଙ୍ଗମଞ୍ଚରେ କୁନିକଳାକାର ମାନେ ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ଅଗଣିତ ଦର୍ଶକଙ୍କୁ ଆକର୍ଷିତ କରିପାରିଛନ୍ତି । ଛତ୍ରପୁର ସହରାଞ୍ଚଳର ତାଡେପଲ୍ଲୀ ସାହିସ୍ଥ ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜିତ ଆକର୍ଷଣୀୟ ବଡ଼ଦେଉଳରେ ପୂଜିତ ମହାପ୍ରଭୁଙ୍କ ଏହି ନିୟମିତ ବିଧାନରେ ବ୍ୟବସ୍ଥିତ ଠାକୁରଙ୍କ ବେଶଲୀଳା ଖୁବ୍ ନିଆରା ଓ ପ୍ରଶଂସନୀୟ ଅଟେ । ଏହି ମନ୍ଦିରରେ ବିଜେ ପ୍ରତିମା ଠାକୁର ଙ୍କ ଦର୍ଶନରେ ଉଦ୍ଭୟ ତେଲୁଗୁ ଓଡ଼ିଆ ବିଭିନ୍ନ ବର୍ଗର ଲୋକଙ୍କ ନିମନ୍ତେ ସାନିଧ୍ୟ ଲାଭ ହୋଇ ଭକ୍ତମାନେ ପୂଣ୍ୟ ଅର୍ଜନ କରିଆସିଛନ୍ତି ବୋଲି କୁହାଯାଏ ।।

News Comment

You Might Also Like

BACK TO TOP