Breaking News

ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||     

ମାଆ ତାରା ତାରିଣୀ ଙ୍କ ପୀଠରେ ପ୍ରଥମ ଥର କରି 108 ଚଣ୍ଡୀପାଠ ଅନୁଷ୍ଠିତ |

09-Jul-2026

ପ୍ରଥମ ଥର କରି ମାଆ ତାରାତାରିଣୀ ଙ୍କ ପୀଠରେ ହେଲା 108 ଚଣ୍ଡୀପାଠ ,  

ଓଡିଶା ଜନ ମତ ବ୍ୟୁରୋ, 

ପ୍ରଥମ ଥର କରି ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର ପଞ୍ଚାୟତ ରତ୍ନ ଗିରି ପାହାଡ଼ ରେ ବିରାଜିତ ଗଞ୍ଜାମର ଇଷ୍ଟଦେବୀ ମାଆ ତାରା ତାରିଣୀ ଙ୍କ ନିକଟରେ  120ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା  108 ଚଣ୍ଡୀପାଠ କରାଯାଇ ଥିଲା | ଆସାମ କାମାକ୍ଷା  ପୀଠର ଗୁରୁଜୀ  ଡ଼ଃ ବରୁଣ ଗିରୀଙ୍କ ଏହି  ଇଚ୍ଛା କୁ ତାଙ୍କ ଶିଷ୍ୟ  ତଥା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଆବାହକ ତଥା କର୍ତ୍ତା ଡ଼ଃ ବଳିଆ ସତଅଥୀ ଙ୍କ ସଂଯୋଜନା ରେ ଏହା ମାଆଙ୍କ ପୀଠରେ ଆରମ୍ଭ କରା ଯାଇଥିଲା | ଲକ୍ଷ ଥିଲା  ଆସୁରିକ ଶକ୍ତି ର ବିନାଶ ସହିତ  ଆଶରୀରୀ ଅକାଳ ମୃତ୍ୟୁ, ମାନଙ୍କ ମୋକ୍ଷ ପ୍ରାପ୍ତି ଏବଂ ଏହିପୀଠ ର ଚତୁ ପାର୍ଶ୍ଵ, ଏହି ବ୍ଳକ ଜିଲ୍ଲା ଓ ରାଜ୍ୟ ସହିତ ଜଗତର ମଙ୍ଗଳ କାମନା  ନିମନ୍ତେ ଆରମ୍ଭ କରାଯାଇ ଥିଲା | ମାଆଙ୍କ ମୁଖ୍ୟ ପୂଜକ ବାପୁଜୀ ରଣା ଓ ଜଣେ ପଣ୍ଡିତ ଙ୍କ ସହ ମାଆଙ୍କ ପାଖରେ ପ୍ରଥମେ ଆବାହନ, ଦୀପ ପ୍ରଜ୍ବଳନ  ଷୋଡଶ ଉପଚାର ପୂଜା, ଶୁଖିଲା ଭୋଗ ଆରାତ୍ରିକ ପରେ  ସମସ୍ତ ପଣ୍ଡିତ ମାନେ ଗୋଟିଏ ସ୍ଥାନ ରେ ବସି ସାମୁହିକ ଚଣ୍ଡୀ ପାଠ ପଠନ କରିଥିଲେ | ଅନ୍ୟ ଉପସ୍ଥିତ ପଣ୍ଡିତ ମାନେ ସମ୍ମୁଖଯଜ୍ଞ ମଣ୍ଡପରେ ବସି କର୍ତ୍ତା ଡ଼ଃ ବଳିଆ ଶତପଥି, ଆଚାର୍ଯ୍ୟ ଭାବେ ଉମାକାନ୍ତ ଆଚାର୍ଯ୍ୟ, ପ୍ରଚାରକ ଭାବେ ସରୋଜ ଶତପଥୀ, ବ୍ରହ୍ମା ଭାବେ ବିନୟ ମିଶ୍ର, ବ୍ୟବସ୍ତାପକ ଭାବେ ଲମ୍ବୋଦର ଦାଶ, ଉପଦେଷ୍ଟା ଡ଼ଃ ବରୁଣ ଗିରି, ପୁରୋହିତ ତ୍ରିଲୋଚନ ଦାଶ,ଓ ଅନ୍ୟାନ୍ୟ ସହଯୋଗୀ ପଣ୍ଡିତ ମାନେ ବେଦମନ୍ତ୍ର ରେ ବରୁଣ ପୂଜା ଠାରୁ ଅଗ୍ନି ଶୋଧନଓ ପୂଜା ପରେ ଚଣ୍ଡୀ ଙ୍କ ଗୋଟିଏ ଗୋଟିଏ ମନ୍ତ୍ରରେ ଆହୁତି ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଛତ୍ର ପୁର  ଉପଜିଲ୍ଲାପାଳ ସୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏ ଟିଓ  ପି ଦେବାଶିଷ ମହାପାତ୍ର, ଏନଏସି ଈଓ ସଙ୍ଗୀତା ସେଠୀ, ଓଷ୍ଟାଫ ମାନେ, ପୁରୁଷୋତ୍ତମପୁର ଥାନା ଆଇ  ଆଇ ସି କୂଳ ମଣୀ ସେଠୀ ଓଷ୍ଟାଫ, ସେବାୟତ ଙ୍କ ସହ ଅନ୍ୟନ୍ୟ ଭଦ୍ର ବ୍ୟକ୍ତି ଭକ୍ତ ମାନେ ଯଜ୍ଞ ସ୍ଥାନରେ ଉପସ୍ଥିତ ରହି ମାଆ ତାରାତାରିଣୀ  କୃପାଭିକ୍ଷା ସହ ପଣ୍ଡିତ ମାନଙ୍କ ଆଶୀର୍ବାଦ ଲାଭ କରିଥିଲେ  |

News Comment

You Might Also Like

BACK TO TOP