Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଏସ ଏଚ ଜି ଗ୍ରୁପ ଘର ତିଆରି ପାଇଁ ପଞ୍ଚାୟତ ର ଦୁଇ ଗୋଷ୍ଟି ମୁହାଁମୁହିଁ ||

08-Jul-2026

ସ୍ଵଂୟ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ  ପଞ୍ଚାୟତର ଦୁଇ ଗୋଷ୍ଠୀ ମୁହାଁମୁହିଁ , 

ଓଡିଶା ଜନ ମତ ବ୍ୟୁରୋ, 

ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମ ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟାଳୟ ଓ ଦୋକାନ ଗୃହ ନିର୍ମାଣ ନିମନ୍ତେ ୨୩ ଲକ୍ଷ ଟଙ୍କାର ଅନୁଦାନ ରାଶି ଆସିଥିଲା। ଏହି କାର୍ଯ୍ୟାଳୟ ଟି ପଞ୍ଚାୟତ କାର୍ଯ୍ୟାଳୟ ସନ୍ନିକଟ ସରକାରୀ ସ୍ଥାନ ବା ସଦର ମହକୁମା ରେ ହେବାର ନିୟମ ଥିବା ବେଳେ କିଛି ମହିଳା ଗୋଷ୍ଠୀ ସରକାରୀ ନିୟମ କୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ଅନତି ଦୁରରେ କରିବାକୁ ଦାବି ଜଣାଇବାରୁ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। କିଛି ମହିଳା ଗୋଷ୍ଠୀ ଯେଉଁ ଅଯୌକ୍ତିକ ଯୁକ୍ତି ଦର୍ଶାଇ ରାଧାନଗର ଗ୍ରାମ ରାସ୍ତା ପାର୍ଶ୍ବରେ କରିବାକୁ ଦାବି ଜଣାଇଛନ୍ତି ତାହା କରିବା ସମ୍ଭବପର ନୁହେଁ କାରଣ ଏହି ଜମି  ଖାତା ନମ୍ବର ୩୭୬, ପ୍ଲଟ ନମ୍ବର ୧୯୮୦ ଓ ଖାତା ନମ୍ବର ୩୭୭, ପ୍ଲଟ ନମ୍ବର ୧୯୫୧ ଜମି ଗୁଡ଼ିକ ସଂରକ୍ଷିତ ରଖାଯାଇଛି ଗ୍ରାମ୍ୟ ଜଙ୍ଗଲ ଏବଂ ଶ୍ମଶାନ ନିମନ୍ତେ । ଏହି ଜମି ଉପରେ ବର୍ତ୍ତମାନ ସୁଦ୍ଧା ଦୁଇଗୋଟି ଶ୍ମଶାନ ଗୃହ ଥିବା ବେଳେ ବହୁ ଆାଦିବାସୀ ଏଠାରେ ବସବାସ କରୁଛନ୍ତି। ଏପରିକି ଏହି ରାଧାନଗର ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ତଳୁ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ନିମନ୍ତେ ମିସନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା,  ହେଲେ ଏହି ଗୃହ ଟି ରେ ବର୍ତ୍ତମାନ ଜନ୍ତୁ ଜୁନ୍ତା ରହିବା ସହିତ ଘାସ ସବୁ ମାଡି ଅଳିଆ ଆବର୍ଜନାରେ ପରିଣତ ହୋଇଗଲାଣି। ଏପରିକି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ପଞ୍ଚାୟତ କାର୍ଯ୍ୟାଳୟ ସନ୍ନିକଟ ଗୋଚର ଜମିରେ କରିବାକୁ ସହମତି ପ୍ରକାଶ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଷ୍ଟେସନ ବଜାର ବା ଯାତ୍ରୀ ଆଶ୍ରୟ ସ୍ଥଳ ରେ ପ୍ରତିଦିନ ବହୁ ଯାତ୍ରୀ ଟ୍ରେନ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ଏ ଜାଗାରେ ମହିଳା ମାନଙ୍କ ସଂଘ ଗୃହ ବା ସେମାନଙ୍କ ଦୋକାନ ଗୃହ ନିର୍ମାଣ ହୋଇଗଲେ ସେମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସମାଗ୍ରୀ ସବୁକୁ ବିକ୍ରୟ କରିବା ସମ୍ଭବପର ହୁଅନ୍ତା ବୋଲି ବୁଦ୍ଧିଜିବୀ ମହଲ ପକ୍ଷରୁ ଦାବି ହୋଇଛି। ଏ ଦିଗରେ ସରକାରୀ ଅଧିକାରୀ ମାନେ ଅବହେଳା ପ୍ରଦର୍ଶନ କଲେ ଗୁଆଳିପୁର ଗ୍ରାମବାସୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

News Comment

You Might Also Like

BACK TO TOP