Breaking News

ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||     

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣା ର ଦୁଇ ଅଭିଯୁକ୍ତ ଙ୍କୁ ରିମାଣ୍ଡ ର ନେଲା ପୋଲିସ ||

04-Jul-2026

ସୁଧୀର ପାତ୍ର ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଙ୍କୁ ରିମାଣ୍ଡ  ରେ ନେଲା ଗୋପାଳ ପୁର ପୋଲିସ  |

ଓଡିଶା ଜନ ମତ ବ୍ୟୁରୋ,

କୋର୍ଟ ଙ୍କ ନିର୍ଦେଶ ପ୍ରକାରେ ପୁଣି ଦୁଇ ଦିନିଆ ରିମାଣ୍ଡରେ ଗୋପାଳ ପୁର ପୋଲିସ ଦୁଇ ଜଣ ଅଭିଯୁକ୍ତ ଯଥା ଗୁଜୁରାଟ ର ସରୋଜ ପଣ୍ଡା, ଏବଂବଡ଼ ଗଡ଼ ନୂଆଗାଁ ର ରଞ୍ଜନ ମଲ୍ଲିକ ଙ୍କୁ ବୁଗୁଡ଼ା ନିକଟ କରିଆମ୍ବା ଜଙ୍ଗଲ ର ରାମ ପାଦକୁ ଆଣିପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ର ସିନ ରିକ୍ରିଏସନ କଲା ପୁଲିସ | ପୁର୍ବ ରୁ ଏହି ଦୁଇ ଜଣ ଅଭିଯୁକ୍ତ କୁ ଏନକାଉଣ୍ଟ ର କରି ପୋଲିସ କାବୁ କରିଥିବା ବେଳେ ହତ୍ୟାକାଣ୍ଡ ପଛର ଗୋଟି ଗୋଟି କରି ତଥ୍ୟ ସଂଗ୍ରହ କରିବା ସହ ଘଟଣାରେ ଭିଡିଓ କଲ ପାଇଁ ବ୍ୟବହୃତ ମୋବାଇଲ ଫୋନ କୁ ଫୋପାଡ଼ିଥିବା ଜାଗାରେ ଖୋଜାଖୋଜି କରିବା ପରେ ଅଧୂକ ତଥ୍ୟ ପାଇଁ ଦୁଇ ଅଭିଯୁକ୍ତକୁ ସୋରଡ଼ା ନିକଟ ଗୋଚ୍ଛା ଜଙ୍ଗଲ କୁନେଇଛନ୍ତି  | ଯାହାକୁ ନେଇ ଅଭିଯୁକ୍ତ ଙ୍କ ମନରେ ଭୟ ର ସଂଚାର ସହ  ସୁଧୀର ପାତ୍ର ହତ୍ୟା ମାମଲା ର  ପ୍ରକୃତ ରହସ୍ୟ ଉନ୍ମୋଚନ ହେବା ସହ ସତ୍ୟ ଘଟଣାର ଫର୍ଦାଫାଶ ହୋଉ ପାରିବ |

News Comment

You Might Also Like

BACK TO TOP