Breaking News

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||     

ବିଦ୍ୟୁତ ସଂଯୋଗ ନଥାଇଆସିଛି 5ହଜାର ବିଦ୍ୟୁତ ବିଲ |

28-Jun-2026

ବିଦ୍ୟୁତ ସଂଯୋଗ ହୋଇନାହି , ତଥାପ  ୬ବର୍ଷ ପରେ ୫ହଜାର ଟଙ୍କାର ବିଦ୍ୟୁତ୍ ବିଲ୍  ଆସିଛି |

ଓଡିଶା ଜନ ମତ ବ୍ୟୁରୋ, 

ଉପଭୋକ୍ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ହୋଈ ନାହିଁ, କିନ୍ତୁ ଉପଭୋକ୍ତା ଙ୍କ ଘରକୁ ଦୀର୍ଘ 6ବର୍ଷ ପରେ ଆସୁଛି 5ହଜାର ଟଙ୍କାର ବିଦ୍ୟୁତ ବିଲ | ବିଦ୍ୟୁତ ବିଭାଗ ର ମନ ମାନି କାର୍ଯ୍ୟ ଯୋଗୁଁ ମାନସିକ ଚାପରେ ରହୁଛନ୍ତି କିଛି ଜନ ସାଧାରଣ | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇଁ ବ୍ଲକ ଅନ୍ତର୍ଗତ ଜକେଇକଳା ପଞ୍ଚାୟତ ଅଧିନସ୍ଥ ଜମକେଇ ଗ୍ରାମରେ ଜଣକଂ ୬ବର୍ଷ ହେଲାଣି ଅଥଚ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ ଅଥଚ ଇଲେକ୍ଟ୍ରିକ୍ ବିଲ୍ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ନେଇ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ୨୦୧୯ ମସିହା ବେଳକୁ ସୋଭାଗ୍ଯ ଯୋଜନାରେ ଜମକେଇ ଗ୍ରାମର ଶୋଭାଗ୍ଯ ବେହେରାଙ୍କୁ  ବିଦ୍ୟୁତ୍ ସଂଯୋଗ ପାଇଁ ବିଦ୍ୟୁତ ଉପକରଣ ସାରାଜାମ ଦେଇଥିଲେ ସୁଦ୍ଧା ସେଗୁଡିକ ବସ୍ତାରେ ବିଦ୍ୟୁତ ଉପକରଣ ସାରାଜାମ ଭର୍ତ୍ତି ରଖିଥିଲେ। ଶୋଭାଗ୍ଯ ବେହେରାଙ୍କ କହିବାନୁସାରେ ଗତ ୨୩-୦୬ ୨୦୨୬ ତାରିଖ ଦିନ ତାକଂ ଘରକୁ ୫ ହଜାର ଟଙ୍କାର ନୋଟିସ୍ ଆସିଥିବା ବେଳେ ସେ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟକୁ ପହଞ୍ଚି ଏବିଷୟରେ ଅଭିଯୋଗ କରିବା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ଦୁଇ ଜଣ ଆସି ଦେଖିଲେ ଯେ ଘରେ ଲାଇନ୍ ସଂଯୋଗ ହୋଇ ନାହିଁ ।ଶ୍ରୀ ବେହେରାଙ୍କ କହିବାନୁସାରେ ମୋର ତ ଲାଇନ୍ ସଂଯୋଗ ହୋଇ ନାହିଁ କେମିତି ଆସିଛି ମୋ ନାମରେ ନୋଟିସ୍ ଯଦି ମୋର କୌଣସି ସମାଧାନ ନ ମିଳେ ତାହା ହେଲେ ବାଧ୍ୟହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ନ୍ୟାୟ ଧାରଣାରେ ବସିବି ବୋଲି କହିଛନ୍ତି ।

News Comment

You Might Also Like

BACK TO TOP