Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ବିଡ଼ିଓ ଓଁ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଥିବାର ଚାମେଲୀ ମୁଖ୍ୟମନ୍ତ୍ରୀ ଙ୍କୁ ନ୍ୟୟ ମାଗିଲେ |

18-Jun-2026

 ବିଧାୟକ ଓ ବିଡିଓଙ୍କ ବିରୋଧରେ  ଚାମେଲୀ କଲେ ସାଂଘାତିକ ଅଭିଯୋଗ |

ଓଡିଶା ଜନ ମତ ବ୍ୟୁରୋ,

ଚର୍ଚ୍ଚାରେ ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝା |କିଛି ଦିନ ତଳେ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ଅଟକାଇ, ଚର୍ଚ୍ଚା ସାଉଁଟିଥିଲେ ମହାକାଳପଡ଼ା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ହେଲେ ଗତକାଲି ସରକାରୀ କାର୍ଯ୍ୟରେ ବାଧାଦେବା ଓ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ଅଟକ ହେବା ପରେ, ପାଲଟିଛନ୍ତି ବିବାଦର କେନ୍ଦ୍ରବିନ୍ଦୁ । ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଛନ୍ତି ଚାମେଲି |ସେ ବିଡ଼ିଓ ଓ  ବିଧାୟକ ଦୁହେଁ ତାଙ୍କୁ ଦୁର୍ବ୍ୟବ ହାର କରିଛନ୍ତି ସେଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠିଲେଖି ନ୍ୟାୟ ଭିକ୍ଷା କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାପାଇଁ ଅନୁରୋଧ କରିଛନ୍ତି |  ଏପଟେ ପୋଲିସ ବି ଚାମେଲୀ ଙ୍କ ବିରୋଧରେ ପାଲଟା ଏତଲା ଦେଇଛି  |ଚାମେଲୀ ଅଭିଯୋଗ  କରି ଲେଖିଛନ୍ତି,ଯେ ମୋପଞ୍ଚାୟତ ରେ ବ୍ଲକରୁ ଆସୁଥିବା ପାଣ୍ଠି ଓ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ବିନିଯୋଗକୁ ବନ୍ଦ କରିଦିଆ ଗଲା । ଗତକାଲି କିଛି ଲୋକଙ୍କୁ ଧରି ସରପଞ୍ଚ  ବିଡିଓଙ୍କ ପାଖକୁ ଯିବାରୁ, ବିଡିଓ ତାଙ୍କରି କିଛି ଲୋକଙ୍କୁ ଡାକିଥିଲେ। ସେମାନେ ମୋ ଚରିତ୍ର ସଂହାର କରିବା ସହ ଦୁଷ୍କର୍ମ ଧମକ ଦେଇଥିଲେ। ଏନେଇ ଫୋନ୍‌ରେ ଲାଇଭ୍‌ କରିବାରୁ ପୁଲିସ କିଛି ନବୁଝି ଗାଡ଼ିରେ ବସାଇ ନେଇଥିଲା। ବାଟରେ ୩ ଜଣ କନେଷ୍ଟବଳ ମୋ ଛାତି ଓ ପିଠିକୁ ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ଚାମେଲି। ଏଥିସହ ମିଛ କେସରେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଜେଲରେ ପୂରାଇ ବାକୁ ମହାକାଳପଡା ଆଇଆଇସି ଧମକ ଦେଇଥିବା ଚିଠିରେ ଲେଖିଛନ୍ତି ।ମହାକାଳପଡ଼ା ଥାନା ଏସ୍ଆଇ ତପସ୍ଵିନୀ ବିଶ୍ଵାଳଙ୍କ ଅଭିଯୋଗ ଅନୁସାରେ, ଚାମେଲି ପୁଲିସ ଅଧିକାରୀଙ୍କ ଆଙ୍ଗୁଠି କାମୁଡ଼ିଦେଇଥିଲେ! ଏଥିସହ ଥାନା ପୋଡ଼ିଦେବା ପାଇଁ ଧମକ, ଜଣେ ଗୃହରକ୍ଷୀଙ୍କ ତଣ୍ଟି ଚିପିବା ପାଇଁ ଉଦ୍ୟମ ଆଦି ଏତଲାରେ ଉଲ୍ଲେଖ ଅଛି । ଏଭଳି ଅଭିଯୋଗକୁ ନେଇ ଚାମେଲିଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଏବେ ଚାମେଲି ଅସୁସ୍ଥ ହୋଇ ଚିକିତ୍ସାଧୀନ ପାଇଁ ମେଡିକାଲ ରେ ଅଛନ୍ତି  | ଏପଟେ  ଚାମେଲିଙ୍କୁ ପୁଲିସର ଦୁର୍ବ୍ୟବହାର ପ୍ରତିବାଦରେ ରାଜ୍ୟ ସରପଞ୍ଚ ସଂଘ ଆନ୍ଦୋଳନ ଚେତାବନୀ ଦେଇଥିବା ବେଳେ, ବିଜେଡି ପ୍ରେସମିଟ୍ କରି ସରକାରଙ୍କୁ ଘେରିଛି । ବଜେଡି ମହିଳା ସଙ୍ଘ କଂଗ୍ରେସ ର କଟକ ବିଧାୟକ  ସମସ୍ତେ ମେଡିକାଲ କୁ ଯାଇ ତାଙ୍କରି ସ୍ୱାସ୍ଥ୍ୟ ବସ୍ଥା ବୁଝିବା ସହ ସେମାନେ ତାଙ୍କ ସହ ଅଛନ୍ତି ବୋଲି ସାହସ ଦେଇଛନ୍ତି | ତେବେ ବିଡ଼ିଓ ଓଁ ବିଧାୟକ ଙ୍କ ବିରୁଦ୍ଧରେ କେବେ କାର୍ଯ୍ୟନୁଷ୍ଠାନ ହେବ ବୋଲି  ସମସ୍ତେ ଚାହିଁ ରହିଛନ୍ତି  |

News Comment

You Might Also Like

BACK TO TOP