Breaking News

ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||     

ଲୋକଙ୍କୁ ଠକୁ ଥିବା ଦୁଇ ଅଭିଯୁକ୍ତ ଗିରଫ |

18-Jun-2026

ଭୁବନେଶ୍ବ ରେ ମାତିଥିଲେ ବାପା ଝିଅ ଠକେଇ ରାକେଟ। 

ଓଡିଶା ଜନ ମତ ବ୍ୟୁରୋ, 
ଅପରାଧିକ କାର୍ଯ୍ୟରେ ଅଧିକାଂଶ ପୁରୁଷ ଓଁ ନାରୀ ସମ୍ପୃକ୍ତ ରହିଥିବାର ଆମେ ଶୁଣିଛେ ଏବଂ କେବେ, କେବେ ଦେଖିଛେ | ହେଲେ ବାପା, ଝିଅ ମିଶି ଏପରି ଠକେଇ ଭଳି ଅପରାଧିକ କାର୍ଯ୍ୟରେ ସାମିଲ ଥିବେ ଏହି କଥାଟି ଟିକେ ଶୁଣିବାକୁ ଅଜବ ଲାଗୁଥିବ | ହେଲେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି  ଖୋଦ ଓଡ଼ିଶାର ପ୍ରାଣ କେନ୍ଦ୍ର  ଭୁବନେଶ୍ୱର ସହର ରେ  | ରେଳବାଇରେ ଚାକିରି କରାଇ ଦେବାକୁ କହି ଠକିଥିଲେ ୧୭ ଲକ୍ଷ ଟଙ୍କାରୁ ଅଧିକ। ହେଲେ ଏବେ ଏହି ୪୨୦ ବାପା- ଝିଅକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ। ଗିରଫ ହେଲେ ବିଦ୍ୟାଧର ଦାସ ଓ ତାଙ୍କ ଝିଅ।ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଭୁବନେଶ୍ବର ୟୁନିଟ ୧ ହାଟରେ ଏକ ଚାହା ଦୋକନ ଖୋଲିଥିଲେ ଗିରଫ ବିଦ୍ୟାଧର ପୂର୍ବରୁଏକଠକେଇ ର ଶିକାର ହୋଇଥିଲେ। ଏମିତିକି ତାଙ୍କ ଅଭିଯୋଗ ପରେ ୭ ଦିନ ତଳେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରା ଯାଇଥିଲା। ହେଲେ ଏହିଠାରୁ ବିଦ୍ୟାଧରଙ୍କ ମୁଣ୍ଡରେ ଜୁଟିଥିଲା ସଇତାନୀ ଯୋଜନା। ଝିଅ ସହ ମିଶି କରିଥିଲେ ଲୁଟ୍ ପ୍ଲାନିଂବିଦ୍ୟାଧର ସମସ୍ତଙ୍କୁ ନିଜ ଝିଅର ରେଳବାଇ ବିଭାଗର ଚାକିରି ହୋଇଥିବା ନେଇ କହିଥିଲେ। ଆଉ ଟଙ୍କା ଦେଲେ ରେଳବାଇରେ ଚାକିରି କରାଇଦେବାକୁ ମିଥ୍ୟା ପ୍ରତିଶୃତି ମଧ୍ୟ ଦେଉଥିଲେ । ଏମିତିରେ ଏଭଳି ପ୍ରଲୋଭନରେ ଫସିଯାଉଥିବା ଲୋକଙ୍କ ଟଙ୍କା ଝିଅ ଆକାଉଣ୍ଟକୁ ଆସୁଥିଲା । ଅଭିଯୋଗକାରୀ ନୃସିଂହ ଚରଣ ସାହୁଙ୍କୁ ମଧ୍ୟ ୨୦ ଲକ୍ଷ ଟଙ୍କା ଦାବି କରି ଥିଲେ ବିଦ୍ୟାଧର। ଏହି ଭଳି ଭାବରେ ସେ ପ୍ରାୟ ୨୫ ଲକ୍ଷ ଟଙ୍କା ଠକିଥିବା ପୋଲିସ ସୂଚନା ଦେଇଥିବା ବେଳେ ଠକେଇ ରାକେଟ ନେଇ ତଦନ୍ତ ଚାଲିଛି। ବର୍ତମାନ ବାପା ଝିଅ ଙ୍କୁ ପୋଲିସ କୋର୍ଟ ଚାଲାଣ କରି ଏହି ଗେଙ୍ଗ ରେ ଆଉ କିଏ ସାମିଲ ଅଛିକି, କିମ୍ବା ଆଉ କେତେ ଜଣ ଟଙ୍କା ଦେଈ କୁଟର ଶିକାର ହୋଇଛନ୍ତି ତାହା ପୋଲିସ ସେମାନଙ୍କୁ ରିମାଇଣ୍ଡ ରେ କୋର୍ଟ ରୁ ଆଣି ପଚରା ଉଚରା କରି  ଅଧିକ ତଦନ୍ତ ଚାଲୁ ରଖିବ ବୋଲି କହିଛି ପୋଲିସ  |

News Comment

You Might Also Like

BACK TO TOP