Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ମଦ ଦୋକାନକୁ ବିରୋଧ କରି ଗ୍ରାମବାସୀଙ୍କ ଆନ୍ଦୋଳନ |

16-Jun-2026

 ହସନାବାଦ ଗ୍ରାମ୍ୟ ରାସ୍ତା ପାଖର  ଦୁଇଟି ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ବିରୋଧରେ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଜନ ସମାବେଶ

.ଓଡିଶା ଜନ ମତ  ବ୍ୟୁରୋ,  ଦିନ କୁ ଦିନ ସହର ଛାଡ଼ି ଏବେ ଲୋକେ ଗ୍ରାମାଞ୍ଚଳ ରେ ମଦ ଦୋକାନ ଖୋଲି ବାକୁ ବେଶି ପସନ୍ଦ କରୁଛନ୍ତି ତାର କାରଣ ମାଳି, ମୁଣ୍ଡିଆ ଲୋକେ ବେଶି ମଦର ବ୍ୟବହାର କରୁଛନ୍ତି ||ତେବେ ଗ୍ରାମାଞ୍ଚଳ ର ଲୋକମାନେ  ଏବେ   ଏହାକୁ ବିରୋଧ କରୁଛନ୍ତି  |ଧଷୁରୀଥାନାଅଧୀନହରିହଂସ,ଓଲଟପୁର,ସାହଜିପାଟଣା,ନରସିଂହପୁର,ପଣ୍ଡାପାଟଣା, ବାହାରବିଲ, ବ୍ରାହ୍ମଣପାଳ, ହସନାବାଦ, ପଙ୍ଗଟା , ମଠସାହି,ଅସ୍ତକ, ପଣ୍ଡାସାହି, ନୁଆସାହି, ଗୋପବନ୍ଧୁ ନଗର, ବନବାଗ, ଅର୍ଜୁନପୁର, ବାଲିପାଟଣା, ଶୈଲ, ମମାଦୁଲା, ନଦିଗାଁ, ତିନି ଘରିଆ ଏବଂ ଆଖପାଖ ପଞ୍ଚାୟତର ବିଭିନ୍ନ ଗ୍ରାମର  ମୁରବୀ, ଯୁବକ, ମହିଳା, ଛାତ୍ର ଛାତ୍ରୀ, ଶ୍ରମିକ, କୃଷକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ତତ ସହିତ ସମସ୍ତ ଗ୍ରାମବାସୀ ମାନଙ୍କ ଦ୍ୱାରା ଆଜି ସକାଳ ୯ ଘଟିକା ସମୟରେ ହରିହଂସ ଗ୍ରାମର ମା ମଣ୍ଡୁଆ ନାୟକାଣୀଙ୍କ ପୀଠରେ  ପ୍ରସ୍ତାବିତ ମଦ ଦୋକାନ ବିରୋଧରେ ବରିଷ୍ଟ ନେତା ତଥା ସମାଜସେବୀ ଚତୁର୍ଭୁଜ ନାୟକଙ୍କ ନେତୃତ୍ୱ ଏବଂ ବିଶିଷ୍ଟ ସାମ୍ୟବାଦୀ ନେତା ଶ୍ରୀଯୁକ୍ତ  ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଏକ ଜନ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଥିଲା . ଉକ୍ତ ସଭାରେ ଧୂଷୁରୀ ଠାରୁ ହସନାବାଦ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ରାସ୍ତା ପାର୍ଶ୍ୱରେ ଦୁଇଗୋଟି ମଦ ଦୋକାନ ଖୋଲିବା ପାଇଁ କିଛି ବ୍ୟବସାୟୀ ଯୋଜନା କରିଛନ୍ତି। ତେଣୁ ପ୍ରସ୍ତାବିତ ସ୍ଥାନ ସହିତ ସମଗ୍ର ଧୂଷୁରୀ ଅଞ୍ଚଳରୁ ମଦ ଦୋକାନ କୁ ବନ୍ଧ କରିବା ପାଇଁ ଉକ୍ତ ସଭାରେ ବିସ୍ତୁତ୍ୱ ଭାବେ ଆଲୋଚନା ହୋଇଥିଲା । ଉକ୍ତ ସ୍ଥାନରେ ମଦ ଦୋକାନ ଖୋଲିଲେ  ଅସାମାଜିକ ବ୍ୟକ୍ତିମାନଙ୍କର ପାଦୣଭାବ ଵୣଦ୍ଧି ପାଇବ। ଫଳରେ ଦୈନିକ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକମାନଙ୍କ ସହିତ ମହିଳା ଓ ସ୍କୁଲ ପିଲାମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଵେ। ତେଣୁ  ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତାବିତ ମଦ ଦୋକାନକୁ ଉକ୍ତ ସ୍ଥାନରେ ନକରିବା ପାଇଁ ଆଜି ଜନ ଜାଗରଣ ମଞ୍ଚର ଆହ୍ୱାନ କ୍ରମେ ଶହ ଶହ ଅଞ୍ଚଳଵାସୀ ଏକଜୁଟ ହୋଇ ସରକାରଙ୍କ ଏହି ନିଷ୍ପତିକୁ ଘୋର ବିରୋଧ କରିଥିଲେ। ଯଦି
ପ୍ରସ୍ତାବିତ ମଦ ଦୋକାନକୁ ସରକାର ତୁରନ୍ତ ପ୍ରତ୍ୟାହାର ନକରନ୍ତି ତାହେଲେ ଅଞ୍ଚଳବାସୀ ରାଜରାସ୍ତା କୁ ଓଲ୍ହାଇବେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଆମରଣ ଅନଶନ କରିବା ପାଇଁ ଧମକ ଦେଇଛନ୍ତି.ଏହି  ଜନ ଜାଗରଣ ସମାବେଶରେ ନଦିଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ନିରଞ୍ଜନ ମାଝୀ ସମାଜସେବୀ ସୁଧୀର କୁମାର ନାୟକ,ଆଶିଷ କୁମାର ଜେନା, ପ୍ରଦୀପ ମାଝୀ, ଧରଣୀଧର ବସନ୍ତିଆ, ସନ୍ଦୀପ ଶଙ୍କର ସ୍ୱାଇଁ, ଗିରିଶ ନାୟକ, ପୃଥ୍ୱୀରାଜ ନାୟକ, ସନ୍ତୋଷ ରାୟ, ରଞ୍ଜନ ଭୂୟାଁ, ନିଶିକାନ୍ତ ନାୟକ, ନିର୍ମଳ ନାୟକ, ଆନନ୍ଦ ନାୟକ, ନୃସିଂହ ତରାଇ, ହରିହର ସାହୁ, ବଲେଖ ନାୟକ, କୈଳାସ ନାୟକ, ରୋହିତ ନାୟକ, କାଳନ୍ଦୀ ନାୟକ, ଧୁନ ନାୟକ, ତନ୍ମୟ ମହାପାତ୍ର, ଅରବିନ୍ଦ ଦାସ, ରମାକାନ୍ତ କୁଁଅର, ରାଧାଶ୍ୟାମ ସାମଲ, ସୁଦର୍ଶନ ରାଉତ, ହରିହର ନାୟକ, ଚୌଧୁରୀ ରାଉତ,,ନାରୀ ନେତ୍ରୀ ନମିତା ପଣ୍ଡା, ଜ୍ୟୋସ୍ନା ରାଣୀ ନାୟକ, ବୀଣାପାଣି ନାୟକ,ମନୋରମା ନାୟକଙ୍କ ସମେତ ବହୁ ମହିଳା, ପୁରୁଷ, ଯୁବକ, ଛାତ୍ର ଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ,ଶିକ୍ଷକ, ନେତା ଉପସ୍ଥିତ ଥିଲେ। ଫଟୋ

News Comment

You Might Also Like

BACK TO TOP